ଆମାଜନ ମ୍ୟାନେଜର ମର୍ଡର ପଛରେ ‘ମାୟା ଗ୍ୟାଙ୍ଗ’: ୧୮ ବର୍ଷର କିଶୋର ଚଳାଉଛି ସାମ୍ରାଜ୍ୟ
ନୂଆଦିଲ୍ଲୀ: ମଧ୍ୟ ରାତ୍ରରେ ଆମାଜନ ମ୍ୟାନେଜର ହରପ୍ରୀତ ଗିଲଙ୍କୁ ହତ୍ୟା କରିଥିବା ବ୍ୟକ୍ତି ଜଣେ ୧୮ ବର୍ଷର କିଶୋର । ବିଶ୍ୱାସ ନହେଲେ ବି କଥାଟା ସତ । ଖାଲି ସେତିକି ନୁହେଁ, ତାଙ୍କ ବିରୋଧରେ ୪ଟି ହତ୍ୟା ମାମଲା ରହିଛି । ତାଙ୍କ ଅଧିନରେ ଡଜନରୁ ଅଧିକ ଗ୍ୟାଙ୍ଗ ମେମ୍ବର କାମ କରୁଛନ୍ତି…