ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନକୁ ସମର୍ଥନ କଲା ଅଭିଭାବକ ସଂଘ, ଚିନ୍ତାରେ ସରକାର
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଚେତାବନୀ ସତ୍ତ୍ୱେ ଏକ ସପ୍ତାହ ଧରି ସାରା ଓଡିଶାରେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନେ ଆନ୍ଦୋଳନ ଜାରି ରଖିଥିବା ବେଳେ ଶିକ୍ଷକମାନଙ୍କୁ ଏକ ଅଭିଭାବକ ସଂଗଠନ ସମର୍ଥନ ଜଣାଇଛି। ଦାବି ପୂରଣ ନହେବାଯାଏ ଆନ୍ଦୋଳନରୁ ଓହରିବେନି ବୋଲି ଚେତାବନୀ ଦେଇଛି ଓଡିଶା ଶିକ୍ଷକ…