ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସେବକ ଶୁଦ୍ଧି (୨)
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ପୂଜା ବିଧି ବିଧାନ ପୂର୍ବରୁ ପୂଜକ ନିଜକୁ ଶୁଦ୍ଧପୂତ କରି ଆରାଧ୍ୟ ଦେବତାଙ୍କ ସମ୍ମୁଖରେ ବା ସମୀପରେ ଆସନ ପକାଇ ଉପବେଶନ କରିବେ। ଅତି କମରେ ଗୋଟିଏ କୁଶକୁ ମଧ୍ଯ…