ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ବାଇଡେନଙ୍କ ୟୁ ଟର୍ଣ୍ଣ
ୱାଶିଂଟନ: ଜାରି ରହିଛି ଇସ୍ରାଏଲ-ହମାସ୍ ମଧ୍ୟରେ ଘମାଘୋଟ ଯୁଦ୍ଧ। ଏନେଇ ଗାଜା ପଟ୍ଟି ଭିତରେ ପ୍ରବେଶ କରିଛି ଆଇଡିଏଫ । ଯାହାକୁ ନାପସନ୍ଦ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଗାଜାକୁ କବଜା କରିବା ଇସ୍ରାଏଲର ଏକ ବଡ ଭୁଲ ବୋଲି କହି ଚେତାବନୀ ଦେଇଛନ୍ତି ବାଇଡେନ।
ଆମେରିକାର…