୨୬ବର୍ଷ ବୟସରେ ପୂର୍ବତନ ମିସ୍ ଓ୍ବାଲ୍ଡ ପ୍ରତିଯୋଗୀ ଶେରିକା ଡି ଆର୍ମାସଙ୍କ ପରଲୋକ
ମୁମ୍ବାଇ: ପୂର୍ବତନ ବିଶ୍ବ ସୁନ୍ଦରୀ ପ୍ରତିଯୋଗୀ ଶେରିକା ଡି ଆର୍ମାସଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୬ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନରୁ ସେ ଗର୍ଭାଶୟ କ୍ୟାନସର ରୋଗରେ ପୀଡିତ ଥିଲେ । ୨୦୧୫ ମସିହାରେ ସେ ମିସ୍ ଓ୍ବାଲ୍ଡ ପ୍ରତିଯୋଗୀତାରେ ଉରୁଗୁଏର…