Latest Odisha News

BREAKING NEWS

ବେକାର ଥିଲେ ମିଳିବ ୨ ହଜାର ୫୦୦ ଟଙ୍କା !

ରାୟପୁର: ବେକାର ଯୁବକ ଯୁବତୀଙ୍କୁ ମିଳିବ ମାସିକ ୨ ହଜାର ୫୦୦ ଟଙ୍କା। ଏଥିପାଇଁ କିନ୍ତୁ କିଛି ସର୍ତ୍ତ ରହିଛି। ନିକଟରେ ଝାଡଖଣ୍ଡ ସରକାର ବେକାରୀ ଭତ୍ତା ବ୍ୟବସ୍ଥା ଘୋଷଣା କରିଥିଲେ। ଆଉ ଏହି କ୍ରମରେ ଏବେ ଛତିଶଗଡ ସରକାର ଘୋଷଣା କରିଛନ୍ତି। ସୋମବାର ଛତିଶଗଡ଼ ସରକାର ରାଜ୍ୟର ବେକାର…

ଓଡ଼ିଶାରେ ‘ଇଣ୍ଡୋନେସିଆର ଗାନ୍ଧୀ’

ଭୁବନେଶ୍ବର : ବିଶିଷ୍ଟ ସମାଜସେବୀ ତଥା ଗାନ୍ଧୀବାଦୀ ଚିନ୍ତାଧାରାରେ ଉଦ୍ବୁଦ୍ଧ ଅଗସ୍ ଇନ୍ଦ୍ର ଉଦୟନ ଓଡ଼ିଶା ଗସ୍ତରେ ଆସିଛନ୍ତି । ଏହି ଅବସରରେ ସେ ରାଜ୍ୟପାଳ ପ୍ରଫେସର ଗଣେସୀ ଲାଲଙ୍କ ସହ ଏକ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି । ଓଡ଼ିଶା ଓ ଇଣ୍ଡୋନେସିଆର ସମ୍ପର୍କ କେବଳ ନୌବାଣିଜ୍ୟ ନୁହେଁ…

ଗାଁ ମୁଖିଆକୁ ବିଷ ଇଞ୍ଜେକସନ ଦେଇ ହତ୍ୟା କରିବା ପଛରେ ପୂର୍ବ ଶତ୍ରୁତା ଅନୁମାନ: ପୋଲିସ

ଅନୁଗୁଳ: ଆମ୍ବପାଳ ଗାଁର ମୁଖିଆ ବାଳକୃଷ୍ଣ ନାୟକ ଶୋଇଥିବା ବେଳେ ବିଷାକ୍ତ ଇଞ୍ଜେକସନ ଦିଆଯାଇ ମୃତ୍ୟୁ ହେବା ଘଟଣା, ଦୁଇ ଦିନ ପରେ ଅନୁଗୁଳ ସଦର ଥାନା ପୁଲିସ ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କାର୍ଡ ଟିମ୍ ଏହି ରହସ୍ୟଜନକ ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି…

ବିକାଶର ହିସାବ ମାଗିବାରୁ ଯୁବତୀଙ୍କୁ ବିଧାୟକ ପ୍ରମୋଦ ମଲ୍ଲିକ କଲେ ଅସମ୍ମାନ!

ନିଆଳି: କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ଯୁବତୀଙ୍କୁ ବିଜେଡି ବିଧାୟକ ପ୍ରମୋଦ କୁମାର ମଲ୍ଲିକ ଅଞ୍ଚଳର ବିକାଶ ନେଇ ପ୍ରଶ୍ନ କରିବାରୁ ସେ ତାଙ୍କୁ ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ନିଆଳି ବ୍ଲକ ଅନ୍ତର୍ଗତ ଦୋପାଟିତୋଟା ଗ୍ରାମରେ ସ୍ୱାଧୀନତା ସଂଗ୍ରାମୀ କନ୍ଦୁଡ଼ି…

ବିଜେଡିର ନେତା ମନ୍ତ୍ରୀଙ୍କ ଅପରାଧ କଥା କାହିଁକି କହୁନାହାନ୍ତି ବବି ଭାଇ: ସୁରଜ ସୂର୍ଯ୍ୟବଂଶୀ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାର ତଥା ଶାସକ ଦଳକୁ ସମାଲୋଚନା କରିବା ପରେ ବିଜେଡିର ସାଂଗଠନିକ ସମ୍ପାଦକ ଟ୍ବିଟ୍ କରି କେନ୍ଦ୍ରମନ୍ତ୍ରୀଙ୍କୁ ବିଭିନ୍ନ ପ୍ରସଙ୍ଗ କଥା କହି ଟାର୍ଗେଟ୍ କରିଥିଲେ। ଏବେ ଏହାର କଡା ଜବାବ ଦେଇଛନ୍ତି ବିଜେପି ବିଧାୟକ। ପ୍ରଣବ…

‘ଏବେର ଓଡ଼ିଶା ସରକାର ପୂର୍ବର ଇଷ୍ଟ ଇଣ୍ଡିଆ କମ୍ପାନୀ ମଧ୍ୟରେ ଫରକ ନାହିଁ’, ପ୍ରଣବ ଦଲେ କଡ଼ା ଜବାବ

ଭୁବନେଶ୍ୱର: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ସୋମବାର କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ସରକାରଙ୍କୁ ସମାଲୋଚନା କରିଛନ୍ତି। ଆଇନ୍ ଶୃଙ୍ଖଳା ପ୍ରସଙ୍ଗ ଉଠାଇ ଯୁବମୋର୍ଚ୍ଚା ଆନ୍ଦୋଳନ କରୁଥିବା ବେଳେ ପୋଲିସ ଯେଉଁଭଳି ଭାବେ ଗିରଫ କଲା ଏବଂ ଯେଉଁସବୁ ଦଫା…

‘ସଚିବଙ୍କ ବୟାନ ପ୍ରମାଣ କରୁଛି ମିଶନ ଶକ୍ତି ମହିଳା ସରକାରୀ ଅର୍ଥରେ ଉତ୍ସାହିତ’

ଭୁବନେଶ୍ୱର: ମିଶନ ଶକ୍ତି ସବୁବେଳେ ମହିଳାଙ୍କୁ ନେତୃତ୍ୱ ନେବା ପାଇଁ ଏକ ମଞ୍ଚ ଯୋଗାଇ ଦେଇଥାଏ। ଯଦି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ରାଜନୀତିରେ ଭାଗ ନେଉଛନ୍ତି, ତାହେଲେ ଏଥିପାଇଁ ସେମାନଙ୍କୁ ସମାଲୋଚନା କରିବା ଉଚିତ ନୁହେଁ, କାରଣ ଏହା ସେମାନଙ୍କ ଅଧିକାର ଓ ପସନ୍ଦର ବିଷୟ। ମିଶନ…

ଗୋପାଳ ଦାସ ପାଗଳ ନୁହେଁ: ଜୟନାରାୟଣ କହିଲେ ପୂର୍ବରୁ କହିଛି ଷଡ଼ଯନ୍ତ୍ର କଥା

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ଗୋପାଳ ଦାସ ଜଣେ ପାଗଳ ନୁହେଁ। ଝାରସୁଗୁଡା ଜେଏମଏଫସି କୋର୍ଟ ଏଭଳି ରାୟ ଶୁଣାଇବା ପରେ ବିରୋଧୀ ଦଳ ନେତା ପୁଣିଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଜୟନାରାୟଣ ମିଶ୍ର କହିଛନ୍ତି, କୋର୍ଟଙ୍କ ରାୟ ପରେ ଓଡ଼ିଶା ପୋଲିସ…

ଖୋର୍ଦ୍ଧା ବାଣ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

କଟକ: ଖୋର୍ଦ୍ଧା ବାଣ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି। କଟକ ଏସସିବିରେ ଚିକିତ୍ସାଧୀନ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଭୂଷଣ୍ଡପୁର ଗାଁର ଦୋଳଗୋବିନ୍ଦ ବେହେରା ବୋଲି ଜଣାପଡ଼ିଛି। ବିସ୍ଫୋରଣରେ ଗୁରୁତର ଆଉ ୩ ଜଣ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ରହିଛନ୍ତି। ଅନ୍ୟ ମୃତକମାନେ…

ତିହାର ଜେଲରେ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଦୁଇ ଘନିଷ୍ଠ ନେତା

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଫସି ସିବିଆଇ ଦ୍ବାରା ଗିରଫ ହୋଇଥିବା ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ତୃତୀୟ ଥର ପାଇଁ ରିମାଣ୍ଡ ନନେବାରୁ ସେ ଏବେ ତିହାର ଜେଲକୁ ଯାଇଛନ୍ତି। ଯେଉଁଠି ଦଳର ଅନ୍ୟତମ ନେତା ତଥା…