Latest Odisha News

BREAKING NEWS

୩୩୨ ଟଙ୍କାର ପେଣ୍ଟିଂ ୧.୫୮କୋଟିରେ ବିକିଲେ ମହିଳା

ବିଟ୍ରେନ୍‌ : କଥାରେ ଅଛି ଭାଗ୍ୟ କାହାକୁ କେତେବେଳେ କେଉଁଠି ପହଞ୍ଚାଇବ କେହି କହିପାରିବେ ନାହିଁ । ଠିକ୍ ସେମିତି ବ୍ରିଟେନର ଜଣେ ମହିଳା ଏକ ପେଣ୍ଟିଂ ବିକି ରାତାରାତି କୋଟିପତି ହୋଇଯାଇଛନ୍ତି । ଏହି ପେଣ୍ଟିଂକୁ ପ୍ରସିଦ୍ଧ ଆର୍ଟିଷ୍ଟ ଏନ୍‌ସି ୱାୟେଥ ଆଙ୍କିଥିବା ଜଣାପଡ଼ିଛି । ୧୮୮୪…

ଖ୍ୟାତନାମା ବିଶ୍ୱବିଦ୍ୟାଳୟରେ ପଢ଼ିବା ପାଇଁ ୪ ହଜାର କିଲୋମିଟର ସାଇକେଲ୍‌ରେ ଗଲେ ଛାତ୍ର

ନୂଆଦିଲ୍ଲୀ: ଖ୍ୟାତନାମା କଲେଜ ହେଉ ବା ବିଶ୍ୱବିଦ୍ୟାଳୟରେ ପଢିବା ପାଇଁ ଅଧିକାଂଶ ଛାତ୍ରଛାତ୍ରୀ ସ୍ୱପ୍ନ ଦେଖିଥାନ୍ତି । ସେଥିଲାଗି ସେମାନେ ନିଜର ଘର ଛାଡ଼ିବାକୁ ବାଧ୍ୟ ହୋଇଥାନ୍ତି । ଏବେ ଜଣେ ଛାତ୍ର ନିଜ ସ୍ୱପ୍ନର ବିଶ୍ୱବିଦ୍ୟାଳୟରେ ପଢିବା ପାଇଁ ୪ହଜାର କିଲୋମିଟର ସାଇକେଲ ଚଲାଇ ଯାଇଛନ୍ତି…

ପ୍ରଥମ ଦିନିକିଆରେ ଭାରତ ବିଜୟୀ: ସାମୀଙ୍କ ବୋଲିଂ ପରେ ବ୍ୟାଟ୍ସମ୍ୟାନଙ୍କ ପ୍ରଭାବୀ ପ୍ରଦର୍ଶନ

ମୋହାଲୀ: ସ୍ଥାନୀୟ ଆଇଏସ ବିନ୍ଦ୍ରା ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତ ୫ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ମହମ୍ମଦ ସାମୀଙ୍କ ଘାତକ ବୋଲିଂ ପରେ ବ୍ୟାଟ୍ସମ୍ୟାନଙ୍କ ପ୍ରଭାବୀ ପ୍ରଦର୍ଶନ ସହାୟତାରେ ଭାରତ ସହଜରେ ବିଜୟ ହାସଲ…

ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କଲେ ପ୍ରଥମ ମହିଳା ବାଚସ୍ପତି ପ୍ରମିଳା ମଲ୍ଲିକ

ପୁରୀ: ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କଲେ ପ୍ରଥମ ମହିଳା ବାଚସ୍ପତି ପ୍ରମିଳା ମଲ୍ଲିକ। ପ୍ରଥମ ମହିଳା ବାଚସ୍ପତି ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ପ୍ରମିଳା ମଲ୍ଲିକ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ସିଂହଦ୍ୱାରଠାରେ ସମାଜସେବୀ…

ପରଲୋକରେ ବିଶିଷ୍ଟ ଗଣିତଜ୍ଞ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ

ଭୁବନେଶ୍ୱର: ବିଶିଷ୍ଟ ଶିକ୍ଷାବିତ୍ ତଥା ଗଣିତଜ୍ଞ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟଙ୍କ ୭୮ ବର୍ଷ ବୟସରେ ହୃଦଘାତରେ ଭୁବନେଶ୍ୱର ଏମ୍ସରେ ପରଲୋକ ହୋଇଯାଇଛି। ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ପ୍ରଫେସର ଆଚାର୍ଯ୍ୟ ଗୁରୁବାର ମଧ୍ୟରାତ୍ରିର ଶେଷ ନିଶ୍ୱାସ ତ୍ୟାଗ କରିଥିବା ପରିବାର ସୂତ୍ରରୁ…

ବିମାନରେ ଅଭିନେତ୍ରୀଙ୍କ ଚଷମା ଚୋରି

ମୁମ୍ବାଇ: ବିମାନରେ ଅଭିନେତ୍ରୀ ଗୌହର ଖାନଙ୍କ ଚଷମା ଚୋରି ହୋଇଯାଇଛି । ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଏକ୍ସ ଜରିଆରେ ଏୟାରଲାଇନ୍ସକୁ ମଧ୍ୟ ଅନୁରୋଧ କରିଛନ୍ତି । ଗୌହର ଦୁବାଇରୁ ମୁମ୍ବାଇ ଫେରୁଥିବାବେଳେ ଏହି ଘଟଣା ଘଟିଛି । ତୁରନ୍ତ ଚୋରକୁ ଧରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ…

ପ୍ରଥମଥର ପାଇଁ ସ୍କ୍ରିନ୍ ସେୟାର କରିବେ ସଞ୍ଜୟ-ଟାଇଗର

ମୁମ୍ବାଇ: ପ୍ରଥମଥର ପାଇଁ ସ୍କ୍ରିନ୍ ସେୟାର କରିିବେ ବଲିଉଡ଼ ଅଭିନେତା ସଞ୍ଜୟ ଦତ୍ତ ଓ ଟାଇଗର ଶ୍ରଫ । ବଲିଉଡର ଦୁଇ ଭିନ୍ନ ପିଢିର ଆକ୍ସନ ହିରୋଙ୍କୁ ଏକାଠି ନେଇ ଫିଲ୍ମ ନିର୍ମାଣ କରିବାକୁ ଯୋଜନା କରିିଛନ୍ତି ନିର୍ମାତା ଫିରୋଜ ଏ ନାଡିଆଡୱାଲା । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ନିକଟରେ…

ଚନ୍ଦ୍ରବାବୁ ନାଇଡୁଙ୍କୁ ଜେଲରେ ଜେରା କରିବ ସିଆଇଡି, ଜେରା ପାଇଁ ୨ ଦିନର ସମୟ ଦେଲେ କୋର୍ଟ

ଅମରାବତୀ: ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଜେଲରେ ଜେରା କରିବାକୁ ଆଜି ଦୁର୍ନୀତି ନିରୋଧ ଶାଖା(ଏସିବି)ର ଗୋଟିଏ କୋର୍ଟ ସିଆଇଡିକୁ ଅନୁମତି ଦେଇଛନ୍ତି। ସେ ଜେଲରେ ଥିବା ବେଳେ ଅଧିକ ତଦନ୍ତ ପାଇଁ ସିଆଇଡି ତାଙ୍କୁ ଜେରା କରିବାକୁ ଅନୁମତି ମାଗିଥିଲା। କୋର୍ଟ…

ବିକ୍ରମ ଓ ପ୍ରଜ୍ଞାନଠୁ ମିଳୁନି ସିଗନାଲ, ଏବେ ବି ଇସ୍ରୋ ଆଶା ରଖିଛି ହେବ ଯୋଗାଯୋଗ; ଜାଣନ୍ତୁ କାରଣ

ବେଙ୍ଗାଲୁରୁ: ଶୁକ୍ରବାର ସଂଧ୍ୟା ସୁଦ୍ଧା ଚନ୍ଦ୍ରଯାନ-3ର ଲ୍ୟାଣ୍ଡରର ରୋଭର ବିକ୍ରମ ଓ ପ୍ରଜ୍ଞାନଙ୍କ ଠାରୁ ଇସ୍ରୋ ଏପର୍ଯ୍ୟନ୍ତ କିଛି ପ୍ରତିକ୍ରିୟା ପାଇପାରିନାହିଁ। ଇସ୍ରୋର ଏହି ଦୂତ ପୁଣି ଥରେ ସିଗ୍ନାଲ ଦେଲେ ଚନ୍ଦ୍ରରେ ଆଉ କିଛି ତଥ୍ୟ ପାଇପାରିବ ବୋଲି ଅପେକ୍ଷା କରିଛି ମହାକାଶ ଗବେଷଣା…

ମୁହଁ ଖୋଲିଲେ ଫରହାନ, କାହାଣୀ ନେଇ ଡନ ୩ରୁ ଅଲଗା ହେଲେ ଶାହାରୁଖ

ମୁମ୍ବାଇ: ଫରହାନ ଅଖତର ନିକଟରେ ଡନ ୩ ଫିଲ୍ମର ଘୋଷଣା କରିଛନ୍ତି । ଏଥିରେ ସେ ଶାହାରୁଖ ଖାଁଙ୍କ ବଦଳରେ ରଣବୀର ସିଂଙ୍କୁ ହୀରୋ ଭାବେ ଘୋଷଣା କରିବା ପରେ ସମସ୍ତେ ଆଶ୍ଚର୍ଯ୍ୟଚିକତ ହୋଇ ଯାଇଥିଲେ । ଏବେ ଶାହାରୁଖଙ୍କ ବଦଳରେ ଫରହାନ କାହିଁକି ରଣବୀରଙ୍କୁ ଚୟନ କଲେ ତାର ଖୁଲାସା କରିଛନ୍ତି ।…