Latest Odisha News

BREAKING NEWS

ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାରେ ସିଡିଆର ଯାଞ୍ଚ କରୁଛି ପୋଲିସ

ଭୁବନେଶ୍ୱର: ଦୀପାଳି ବାର ଏବଂ ହୋଟେଲରେ ରମାଦେବା କଲେଜର ଛାତ୍ରୀ ଶୁଭଲକ୍ଷ୍ମୀ ସାହୁ ମୃତ୍ୟୁ ଘଟଣା ଏବେ ରହସ୍ୟ ଘେରରେ ରହିଛି। ଆତ୍ମହତ୍ୟା କି ହତ୍ୟା ସେ ନେଇ ତନାଘନା ଚାଲିଥିବା ବେଳେ ଭୁବନେଶ୍ବର ଡିସିପି ପ୍ରତିକ୍ରିୟା ରଖିଛନ୍ତି। ପୋଲିସ ମାମଲାର ତଦନ୍ତ କରୁଥିବାରୁ ଏବେ ସଂପୃକ୍ତ ବାରକୁ…

ମହାନଦୀରେ ଗାଧୋଇବା ବେଳେ ବୁଡି ଯାଇ ଦୁଇ ଛାତ୍ର ନିଖୋଜ

କଟକ: କଟକ ଉପକଣ୍ଠ ନରାଜ ବ୍ୟାରେଜ ନିକଟ ମହାନଦୀରେ ଗାଧୋଉଥିବା ବେଳେ ଗତକାଲି ଅପରାହ୍ନରେ ଦୁଇ ନାବାଳକ ନିଖୋଜ ହୋଇଯାଇଛନ୍ତି। ଦୁହେଁ ଏଠାରେ ଥିବା ଏକ ଘରୋଇ ସ୍କୁଲରେ ପାଠ ପଢ଼ନ୍ତି। ନିଖୋଜ ଦୁଇ ଛାତ୍ର ଉଭୟ ଷ୍ଟଆର୍ଟ ସ୍କୁଲର ଯୁକ୍ତ ଦୁଇ ଛାତ୍ର  ଦେବପ୍ରିୟ ଚୌଧୁରୀ ଓ ଆଦିତ୍ୟ ମଲ୍ଲିକ ବୋଲି…

ଉତ୍ତର-ପୂର୍ବ ରାଜ୍ୟ ସମୂହ ପାଇଁ ସ୍ୱତନ୍ତ୍ର ଦକ୍ଷତା ବିକାଶ ଏବଂ ଉଦ୍ୟମିତା ଯୋଜନାର ଶୁଭାରମ୍ଭ

ନୂଆଦିଲ୍ଲୀ: ଦକ୍ଷତା ବିକାଶ ଓ ଉଦ୍ୟମିତା କ୍ଷେତ୍ରରେ ଉତ୍ତର-ପୂର୍ବ ରାଜ୍ୟ ସମୂହର ଯୁବକ ଯୁବତୀଙ୍କ ଜୀବନଶୈଳୀ ପରିବର୍ତ୍ତନ ଓ ଭବିଷ୍ୟତ ଗଠନ ପାଇଁ ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଏକ ସ୍ୱତନ୍ତ୍ର ଯୋଜନାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ…

ଅପରେସନ୍ ନହ୍ନେ ଫରିସ୍ତେ, ଜୁଲାଇରେ ୬୨ ନାବାଳକ/ନାବାଳିକା ଉଦ୍ଧାର

ଭୁବନେଶ୍ୱର: ପୂର୍ବତଟ ରେଳପଥର ରେଳ ସୁରକ୍ଷା ବଳ (ଆରପିଏଫ୍) ଜୁଲାଇ ୨୦୨୩ ରେ ଅପରେସନ୍ ନହ୍ନେ ଫରିସ୍ତେ ଅଭିଯାନ ମାଧ୍ୟମରେ ବିଭିନ୍ନ ଷ୍ଟେସନ ପ୍ଲାଟଫର୍ମ ଏବଂ ଟ୍ରେନରୁ ୬୨ ନାବାଳକ/ନାବାଳିକା ଶିଶୁଙ୍କୁ ଉଦ୍ଧାର କରିଛି ଢ ଚାଇଲ୍ଡଲାଇନ ପରି ଏନଜିଓ ଏବଂ ଜିଲ୍ଲା ଶିଶୁ କଲ୍ୟାଣ କମିଟି…

ତିନି ସେନା ହେବେ ଆହୁରି ଶୃଙ୍ଖଳିତ, ରାଜ୍ୟସଭାରେ ପାରିତ ହେଲା ଆନ୍ତଃସେବା ସଂଗଠନ ବିଲ୍

ନୂଆଦିଲ୍ଲୀ: ୨୦୨୩ ଅଗଷ୍ଟ ୮ ତାରିଖରେ ରାଜ୍ୟସଭାରେ ଆନ୍ତଃସେବା ସଂଗଠନ (ନିର୍ଦ୍ଦେଶ, ନିୟନ୍ତ୍ରଣ ଓ ଶୃଙ୍ଖଳା ବିଲ୍ -୨୦୨୩ ପାରିତ ହୋଇ ଯାଇଛି । ୨୦୨୩ ଅଗଷ୍ଟ ୪, ତାରିଖରେ ଏହା ଲୋକସଭାରେ ପାରିତ ହୋଇଥିଲା । ଏହି ବିଲ୍‌ରେ କମାଣ୍ଡର - ଇନ୍ - ଚିଫ୍ ଏବଂ ଅଫିସର - ଇନ୍ - କମାଣ୍ଡ୍ ଅଫ୍ ଇଣ୍ଟର-…

ଥାନାରେ ଜମିଛି ମଦର ଆସର, ଭାଇରାଲ ଭିଡିଓରେ ପୋଲିସ କର୍ମଚାରୀ ଜଣଙ୍କ କିଏ କି?

ଢେଙ୍କାନାଳ: ଅଫିସ କାର୍ଯ୍ୟାଳୟରେ ଜମିଛି ମଦର ଆସାର। ପାଖରେ ଇଲେକ୍ଟି ଚୁଲାରେ ଚାଲିଛି ଚାଖଣା ପ୍ରସ୍ତୁତି। ଆଉ ବୋତଲରୁ ଟିକେ ଟିକେ ଗ୍ଲାସରେ ମଦ ରଖାଯାଇ ପେଗ୍ ପ୍ରସ୍ତୁତ କରାଯାଇଛି। ମୋଟଙ୍ଗା ଥାନାର ଜଣେ କନେଷ୍ଟବଳ ନିଜ କାର୍ଯ୍ୟାଳୟ ଭିତରେ ମଦ ପିଇବା ସମୟରେ ଏକ ଭିଡିଓରେ ନଜର ଆସିଛନ୍ତି।…

କଟକରେ ଅଜଣା ବ୍ୟକ୍ତିର ଗୁଳିରେ ଯୁବକ ମୃତ, ପୂର୍ବ ଶତ୍ରୁତା ସନ୍ଦେହ

କଟକ: କଟକ ସଦର ଥାନା ଅନ୍ତର୍ଗତ ସୁଭଦ୍ରାପୁର ଅଞ୍ଚଳରେ ଗତକାଲି ଅପରାହ୍ନରେ ଜଣେ ଯୁବକଙ୍କ ଉପରକୁ ଗୁଳିମାଡ଼ ହୋଇଛି। ମୃତକଙ୍କ ନାଁ ଚିନ୍ତାମଣି ସାହୁ ବୋଲି ଥାନାର ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଜଣ ବାଇକ୍ ଆରୋହୀ ଦୁର୍ବୃତ୍ତ ଯୁବକଙ୍କ…

ଗଳାରେ ସଂକ୍ରମଣ: ଭୁଲ୍ ଔଷଧ ଦେଇ ଦୋକାନୀ ଅଟକ, ଝିଅ ଅସୁସ୍ଥ

ଭୁବନେଶ୍ୱର: ଜଣେ ମହିଳାଙ୍କୁ ଭୁଲ୍ ଔଷଧ ଯୋଗାଉଥିବା ଅଭିଯୋଗରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ମେଡପ୍ଲସ ଫାର୍ମାସିରେ ନିଯୁକ୍ତି ପାଇଥିବା ଜଣେ ସେଲ୍ସମ୍ୟାନଙ୍କୁ ପୁଲିସ ଅଟକ ରଖିଛି। ସୂଚନା ଅନୁଯାୟୀ, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳର ଜଣେ ମହିଳା ତାଙ୍କ ଝିଅର ଗଳାରେ ସଂକ୍ରମଣ ପାଇଁ ଔଷଧ…

ନକଲି ପୋଲିସ ସାଜି ପୋଲିସ ଅଧିକାରୀଙ୍କଠୁ ୧୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ୪ ଅଭିଯୁକ୍ତ ଗିରଫ

କଟକ: ନିଜକୁ ସ୍ୱତନ୍ତ୍ର ପୁଲିସ ଅଧିକାରୀ ବୋଲି ପରିଚୟ ଦେଇ ଦୁଇ ଜଣ ପୁଲିସ କର୍ମଚାରୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଠକି ନେଇଥିବା ୪ ଜଣ ଠକଙ୍କୁ ମଙ୍ଗଳବାର କଟକ ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ମନୋଜ ପଟ୍ଟନାୟକ, ସରୋଜ କାନ୍ତ ଜେନା, ରାଜେଶ କୁମାର ଖୁଣ୍ଟିଆ, ସୁଶାନ୍ତ କୁମାର ସେଠୀ।…

ସସ୍ମିତ ପାତ୍ରଙ୍କ ଦସ୍ତଖତ ନକଲ ଅଭିଯୋଗ, ବଡ଼ ଅଡ଼ୁଆରେ ଆପ୍ ସାଂସଦ ରାଘବ; ହରାଇପାରନ୍ତି ପଦ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ସାଂସଦ ରାଘବ ଚଢ଼ା ସୋମବାର ଦିନ ରାଜ୍ୟସଭାରେ ଦିଲ୍ଲୀ ସେବା ବିଲ୍କୁ ସିଲେକ୍ଟ କମିଟିକୁ ପଠାଇବା ପାଇଁ ପ୍ରସ୍ତାବ ଆଣିବା ପରେ ଏକ ବଡ଼ ବିବାଦରେ ଫସିଛନ୍ତି। ଭାରତୀୟ ଜନତା ପାର୍ଟି (ବିଜେପି) ଏହି ପ୍ରସ୍ତାବରେ ଚଢାଙ୍କ ବିରୋଧରେ ଦସ୍ତଖତ ଜାଲିଆତି ଅଭିଯୋଗ…