Latest Odisha News

BREAKING NEWS

ଜାତୀୟ ରାଜପଥରେ ନକଲି ବନ୍ଧୁକ ଧରି ଆତଙ୍କ ସୃଷ୍ଟି କରିଥିବା ଟ୍ୟାକ୍ସି ଚାଳକ ଗିରଫ

ବଲାଙ୍ଗୀର: ଜିଲ୍ଲାରେ ଜଣେ ଟ୍ୟାକ୍ସି ଚାଳକଙ୍କୁ ମଙ୍ଗଳବାର ଜାତୀୟ ରାଜପଥରେ ନକଲି ପିସ୍ତଲ ଦେଖାଇ ଆତଙ୍କ ସୃଷ୍ଟି କରିବା ଅଭିଯୋଗରେ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଉଛନ୍ତି ରାଜୁ ମାଝୀ, ଯିଏକି ବିବେକାନନ୍ଦ ପତି ନାମକ ଜଣେ ବ୍ୟକ୍ତିଙ୍କର ଏକ ଘରୋଇ ଗାଡ଼ି ଚଳାନ୍ତି ବୋଲି ପୁଲିସ ସୂତ୍ରରୁ…

ଭାରତ ଚନ୍ଦ୍ରରେ, ବିଶ୍ବଠୁ ଭିକ ମାଗୁଛି ପାକିସ୍ତାନ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନର ଆର୍ଥିକ ଦୁରବସ୍ଥା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫ ଦେଶର ପୂର୍ବତନ ଜେନେରାଲ ଓ ବିଚାରପତିଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ ଭାରତ ଚନ୍ଦ୍ରରେ ପହଞ୍ଚି ସଫଳତାର ସହ ଜି-୨୦ ସମ୍ମିଳନୀ ଆୟୋଜନ କରିସାରିଥିବା ବେଳେ ପାକିସ୍ତାନ ସାରା ବିଶ୍ୱକୁ ଭିକ…

‘ନାଟୁ-ନାଟୁ’ ଗୀତର ତାଳେ ତାଳେ ରିଙ୍ଗ୍‌ରେ ନାଚିଲେ ଡବ୍ଲ୍ୟୁଡବ୍ଲ୍ୟୁଇ ରେସଲର

ହାଇଦ୍ରାବାଦ: ‘ନାଟୁ-ନାଟୁ’ ଗୀତର ତାଳେ ତାଳେ ରିଙ୍ଗ୍‌ରେ ନାଚିଲେ ଡବ୍ଲ୍ୟୁଡବ୍ଲ୍ୟୁଇ ରେସଲର । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ରେସ୍‌ଲରମାନେ ନାଟୁ ନାଟୁ ଗୀତରେ ଡ଼୍ୟାନ୍ସ କରୁଥିବା ନଜର ଆସିଛିି । ଦୀର୍ଘ ୬ ବର୍ଷର ଅପେକ୍ଷା ପରେ ହାଇଦ୍ରାବାଦରେ…

ବ୍ରହ୍ମପୁରରେ ବଜ୍ରପାତ ନେଲା ୨ ଜଣଙ୍କ ଜୀବନ, ୪ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ମଙ୍ଗଳବାର ପୃଥକ ପୃଥକ ସ୍ଥାନରେ ବଜ୍ରପାତ ଘଟି ଜଣେ ମହିଳାଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଜିଲ୍ଲାର ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ବରମୁଣ୍ଡଳୀ ଗ୍ରାମର ବିଷ୍ଣୁପ୍ରିୟା ପଣ୍ଡା ବର୍ଷା ଓ…

୧୦ରୁ ଅଧିକ ମାମଲାରେ ସମ୍ପୃକ୍ତ ଥିବା ଲୁଟେରା ଗ୍ୟାଙ୍ଗ ଗିରଫ

ଅନୁଗୁଳ: ମାସକ ମଧ୍ୟରେ ୧୦ରୁ ଅଧିକ ମାମଲାରେ ସମ୍ପୃକ୍ତ ଥିବା ଏକ ଲୁଟେରା ଗ୍ୟାଙ୍ଗକୁ ଅନୁଗୁଳ ଜିଲ୍ଲା ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଏହି ଗ୍ୟାଙ୍ଗ ମୁଖ୍ୟତଃ ଫାଇନାନ୍ସ କମ୍ପାନୀ ଏବଂ ଅଣ୍ ବ୍ୟାଙ୍କିଙ୍ଗ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କୁ ଟାର୍ଗେଟ୍ କରୁଥିଲେ, ଯେଉଁମାନେ…

ଭାରତୀୟ ସ୍ୱଚ୍ଛତା ଲିଗର ଦ୍ୱିତୀୟ ସଂସ୍କରଣରେ ୪୦୦୦ରୁ ଅଧିକ ସହରର ଟିମ୍ ସାମିଲ୍

ନୂଆଦିଲ୍ଲୀ: ଭାରତୀୟ ସ୍ୱଚ୍ଛତା ଲିଗ୍ (ଆଇଏସଏଲ୍) ର ଦ୍ବିତୀୟ ସଂସ୍କରଣରେ ୪୦୦୦ରୁ ଅଧିକ ସହର ଅଂଶଗ୍ରହଣ କରିବା ସହିତ ସ୍ୱଚ୍ଛ ଭାରତ ମିଶନ ସହରକୁ ନୂତନ ଗତି ମିଳିଛି। ଆଇଏସଏଲ୍ ସ୍ବଚ୍ଛତା ସହିତ ସାମିଲ୍ କାର୍ଯ୍ୟରେ ଯୁବକମାନଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ସହର ମଧ୍ୟରେ…

ଗୋଟିଏ ଗାଁରେ ଗୋଟିଏ ପରିବାର

ଆସାମ: ଆଧୁନିକତାର ଛାପରେ ଧୀରେ ଧୀରେ ଲୋପ ପାଇବାକୁ ବସିଛି ଗାଁ ସଂସ୍କୃତି । ପୂର୍ବ ଭଳି ଆଉ ଗାଁରେ ଦେଖିବାକୁ ମିଳୁନାହିଁ ନିଚ୍ଛକ ଗାଁର ପ୍ରତିଛବି । ପରିମାଣସ୍ୱରୂପ ନିଜର ସତ୍ତା ହରାଇବାକୁ ବସିଛି ଗାଁର ଚଳଣି । ଲୋକେ ସହରମୁହାଁ ହେଉଥିବାରୁ ଏଭଳି ସ୍ଥିତି ଉପୁଜୁଛି । ଆପଣ ଜାଣିଲେ…

ଗଣେଶ ପୂଜାରେ ବିଭିନ୍ନ ସ୍କୁଲରେ ଫିକା ପଡ଼ିଲା ମାହୋଲ, ସରକାର ସଂଘରେ ବିଭାଜନ କରିଥିବା ଅଭିଯୋଗ

ଭୁବନେଶ୍ୱର: ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ଗଣେଶ ପୂଜାରେ ଓଡ଼ିଶାରେ ଅନେକ ସ୍କୁଲ୍ ଖାଲି ପଡ଼ିଥିଲା। ଯେଉଁଭଳି ପୂଜା ସମୟରେ ସ୍କୁଲର ମାହୋଲ ଥାଏ ତାହା ଏଥର ଦେଖିବାକୁ ମିଲିନଥିଲା। ଶିକ୍ଷକମାନେ ଭଞ୍ଜନଗର ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓ ବରଗଡ଼ରେ ପ୍ରଦର୍ଶନ ସ୍ଥଳରେ ଗଣେଶ…

ପୁଣି ନାଗାଙ୍କ ପ୍ରେମରେ ସାମନ୍ଥା, ଇନଷ୍ଟାରେ ନାଗାଙ୍କ ସହ ଫଟୋ କଲେ ସେୟାର

ମୁମ୍ବାଇ: ଚାରି ବର୍ଷର ବୈବାହିକ ଜୀବନ ପରେ ଅଲଗା ହୋଇଥିଲେ ଲୋକପ୍ରିୟ ଦକ୍ଷିଣ ଭାରତୀୟ ଦମ୍ପତ୍ତି ନାଗା ଚୈତନ୍ୟ ଓ ସାମନ୍ଥା ରୁଥ୍ ପ୍ରଭୁ । ଅଲଗା ହେବା ପରେ ଦୁହେଁ ଏବେ ନିଜ ନିଜ କାମକୁ ନେଇ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି । ଏବେ ଛାଡ଼ପତ୍ରର ୨ବର୍ଷ ପରେ ନାଗା ଓ ସାମନ୍ଥା ପୁଣି ଥରେ…