ଶାହାରୁଖ, ବିଜୟଙ୍କୁ ନେଇ ଫିଲ୍ମ କରିପାରନ୍ତି ଅଟଲୀ କୁମାର
ମୁମ୍ବାଇ: ଅଟଲୀ କୁମାରଙ୍କ ଯବାନ ବକ୍ସ ଅଫିସରେ ଚମତ୍କାର ବ୍ୟବସାୟ ଜାରୀ ରଖିଛି । ଶାହାରୁଖ ଖାଁ ଅଭିନୀତ ଫିଲ୍ମ ପ୍ରତ୍ୟେକ ଦିନ କିଛି ନା କିଛି ରେକର୍ଡ ଭାଙ୍ଗୁଛି । ପୂର୍ବରୁ ଯବାନରେ ଥାଲାପଥି ବିଜୟ କାମିଓ ରୋଲ କରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲେ । ମାତ୍ର କୌଣସି କାରଣ ବଶତଃ ଏହା…