ଏଫ ୩୫ ଯୁଦ୍ଧ ବିମାନର ମିଳିଲା ଅବଶେଷ
ୱାଶିଂଟନ: ଆମେରିକା ବାୟୁସେନାର ଏଫ୩୫ ଯୁଦ୍ଧ ବିମାନର ଅବଶେଷ ଶେଷରେ ମିଳିଛି । ସାଉଥ କାରୋଲିନାରେ ଏହା ମିଳିଥିବା ଆମେରିକା ମ୍ୟାରିନ କର୍ପସ ସୂଚନା ଦେଇଛନ୍ତି । ଫାଇଟର ଜେଟ ନିଖୋଜ ହେବା ପରେ ସେନା ଏହାକୁ ଖୋଜି ବାହାର କରିବା ପାଇଁ ସ୍ଥାନୀୟ ଲୋକଙ୍କ ସାହାଯ୍ୟ ମାଗିଥିଲେ । ରବିବାର ଏହି…