ହାରିଲା ଦାରିଦ୍ର୍ୟ, ଜିତିଲା ସ୍ୱପ୍ନ: ଏବେ ଦାଦନ ହେବେ ଡାକ୍ତର
ରାୟଗଡ଼ା: ହାରିଲା ଦାରିଦ୍ର୍ୟ । ଜିତିଲା ଦୃଢ ଇଛାଶକ୍ତି । ସବୁ ବାଧାବିଘ୍ନ ସତ୍ତ୍ୱେ ସେ ପହଞ୍ଚିଲେ ନିଜ ଲକ୍ଷ୍ୟସ୍ଥଳରେ । ଏବେ ହାତମୁଠାରେ ସ୍ୱପ୍ନ । ଯେଉଁ ଅଭାବ ତାଙ୍କ ପାଦର ବେଡ ଥିଲେ ସେ ହିଁ ତାଙ୍କୁ ରାସ୍ତା ଦେଖାଇଲା । ପ୍ରେରଣା ଦେଲା । ଏବେ ସ୍ୱପ୍ନକୁ ସାକାର କରିବା ପାଇଁ ମାତ୍ର…