Latest Odisha News

BREAKING NEWS

ISI-backed grenade module: ପାକ୍ ISI-ଲିଙ୍କ୍ଡ୍ ଗ୍ରେନେଡ୍ ଆକ୍ରମଣ ମଡ୍ୟୁଲ୍ ଠାବ, ୧୦ ଗିରଫ

ନୂଆଦିଲ୍ଲୀ: ପଞ୍ଜାବ ପୋଲିସ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ଦ୍ୱାରା ସମର୍ଥିତ ଏକ ଆକ୍ରମଣ ନେଟୱାର୍କର ପର୍ଦ୍ଦାଫାଶ କରିଛି ଏବଂ ଦଶ ଜଣଙ୍କୁ ଗିରଫ କରିଛି।ଗୁରୁବାର ଦିନ ରାଜ୍ୟ ଡିଜିପି ଗୌରବ ଯାଦବ କହିଛନ୍ତି ଯେ ଅଭିଯୁକ୍ତମାନେ ପଞ୍ଜାବରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଗ୍ରେନେଡ ଆକ୍ରମଣ…

ଏହି ଦିନ ମିଳିବ ପିଏମ୍ କିସାନ୍‌ର ଅଷ୍ଟମ କିସ୍ତି ? ଏଥର ମିଳିବ ଏତେ ଟଙ୍କା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯ ନଭେମ୍ବରରେ ପିଏମ୍ କିସାନ୍ ସମ୍ମାନ ନିଧିର ୨୧ତମ କିସ୍ତ ଜାରି କରିବାକୁ ଯାଉଛନ୍ତି। ଏହି ଯୋଜନା ଅଧୀନରେ କୃଷକମାନଙ୍କୁ ବର୍ଷକୁ ୬୦୦୦ ଟଙ୍କାର ସିଧାସଳଖ ଆର୍ଥିକ ସହାୟତା ମିଳୁଛି ଏବଂ ପ୍ରତ୍ୟେକ କିସ୍ତ ଜାରି ହେବା ସହ ଲକ୍ଷ ଲକ୍ଷ କୃଷକ…

ମହାଗଠବନ୍ଧନ ପାଇଁ କାଳ ହେଲେ ଲାଲୁ ? ଏହି ଫ୍ୟାକ୍ଟର NDAକୁ ଦେଲା ବଡ଼ ଫାଇଦା

ନୂଆଦିଲ୍ଲୀ : ବିହାରରେ ଆରଜେଡିର ଯେଉଁ ଶୋଚନୀୟ ପରାଜୟ ହୋଇଛି, ସେଥିରୁ କ’ଣ ଶିଖିଲେ ଲାଲୁ ଯାଦବ ଏବଂ ତେଜସ୍ବୀ ଯାଦବ । ଯେଉଁ MY ସମୀକରଣକୁ ନେଇ ଏଯାଏ ଲାଲୁ ଏବଂ ତାଙ୍କ ପୁଅ ଛାତି ପିଟୁଥିଲେ, ସେହି ମୁସଲିମ ଓ ଯାଦବ ବର୍ଗର ଭୋଟ୍‌ ଲାଲୁ ପରିବାରର ହାତ ଛାଡ଼ି ଦେଇଛନ୍ତି । ସେପଟେ ଏନ୍‌ଡିଏ…

National forensic science university: ରାଜ୍ୟରେ ଜାତୀୟ ଫୋରେନସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ ସ୍ଥାପନ ନେଇ ବୈଠକ

ଭୁବନେଶ୍ୱର:ଓଡ଼ିଶାର ଜଟଣୀଠାରେ ଜାତୀୟ ଫୋରେନ୍‌ସିକ୍‌ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୃହ ବିଭାଗର  ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏହି ବୈଠକରେ ଅଧ୍ୟକ୍ଷତା କରି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ଅଗ୍ରଗତି ନେଇ ସମୀକ୍ଷା କରି…

୪୪ତମ ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’ରେ ‘ଓଡ଼ିଶା ମଣ୍ଡପ’ ଉଦଘାଟିତ, ସ୍ଥାନ ପାଇଛି ୨୮ଟି ଷ୍ଟଲ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ ୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ବିଶେଷ ଆକର୍ଷଣ ସାଜିଛି ‘ଓଡ଼ିଶା ମଣ୍ଡପ’। ଶୁକ୍ରବାର ଦିନ ଏହାକୁ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦଘାଟନ କରିଛନ୍ତି । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ବିଭିନ୍ନ ଷ୍ଟଲ ବୁଲି…

ରାଜନୀତି ଛାଡ଼ିଦେବେ ପ୍ରଶାନ୍ତ କିଶୋର ? JDU ୮୩ ଆସନ ପାଇବା ପରେ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନର ଫଳାଫଳରେ NDAର ବିଜୟ ହୋଇଛି। ଯେଉଁଥିରେ JDU ୮୩ ଆସନରେ ଆଗୁଆ ରହିଛି । ତେବେ JDUର ଏହି ସଫଳତା ପରେ ଏବେ ଜନ ସୁରାଜର ପ୍ରତିଷ୍ଠାତା ନେତା ପ୍ରଶାନ୍ତ କିଶୋରଙ୍କ ଏକ ବୟାନ ଖୁବ ଭାଇରାଲ ହେବାରେ ଲାଗିଛି। ସେହି ବୟାନରେ ସେ କହିଥିଲେ ଯେ ଯଦି JDU…

Bihar Election: ବିହାର ବିଧାନସଭା ନିର୍ବାଚନ ସାମାଜିକ ନ୍ୟାୟର ଅଦ୍ଭୁତପୂର୍ବ ବିଜୟ: ମୋଦି

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ଜିତିବା ପରେ ଏନଡିଏର ସହଯୋଗୀ ଦଳଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଶୁକ୍ରବାର ସନ୍ଧ୍ୟାରେ ବିହାରବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ଏହା ସହ ମୋଦି ଏକ…

ଜିନ୍ନା ଓ ନେହରୁ ଏକାସଥେ ପୁଉଥିଲେ ମଦ ? ଜାଣନ୍ତୁ ଦୁଇ ଜଣଙ୍କ ଲାଇଫ୍‌ଷ୍ଟାଇଲ କେମିତି ଥିଲା…

ନୂଆଦିଲ୍ଲୀ: ୧୪ ନଭେମ୍ବରରେ ଦେଶବ୍ୟାପୀ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ୧୩୬ତମ ଜୟନ୍ତୀ ଉତ୍ସବ ପାଳନ କରାଯାଉଛି। ଶିଶୁମାନଙ୍କ ପ୍ରତି ତାଙ୍କର ଅପାର ସ୍ନେହ ଯୋଗୁ ଏହି ଦିନଟି ଶିଶୁ ଦିବସ ରୂପେ ମଧ୍ୟ ପାଳନ କରାଯାଏ। ଏହାରି ଭିତରେ ବିହାର ନିର୍ବାଚନର ଫଳାଫଳ ଆହୁରି ରୋଚକ…

Gold Silver Rate: ବଢିଲା ରୂପା, କମିଲା ସୁନା

ଭୁବନେଶ୍ବର: ଆପଣ ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ସୁନା ଦର । ଆଜି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୨୭,୦୪୦ ଟଙ୍କା ରହିଥିବା ବେଳେ ଗତକାଲି ୧,୨୮,୬୨୦ଟଙ୍କା ରହିଥିଲା । ଆଜି ୧,୫୮୦ଟଙ୍କା କମ୍ ହୋଇଛି ।…

ବୈଭବଙ୍କ ବିସ୍ଫୋରକ ଶତକରେ ହାରିଲା ୟୁଏଇ

ନୂଆଦିଲ୍ଲୀ: ଏସିଆ କପ ରାଇଜିଂ ଷ୍ଟାର ଟୁର୍ଣ୍ଣାମେଂଟରେ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଶତକ ବଳରେ ଭାରତ ସହଜରେ ୟୁଏଇକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ଏ ଟିମ ୨୯୭ ରନର ବିଶାଳ ସ୍କୋର କରିଥିଲା । ଟି୨୦ କ୍ରିକେଟ ଇତିହାସରେ ଏହା ୫ମ ଦ୍ରୁତ ଶତକ । ବୈଭବ ୩୨ ବଲରେ ଶତକ ହାସଲ…