କାହିଁକି କ୍ଷମା ମାଗିଲେ ଅଭିନେତା ରିତେଶ ଦେଶମୁଖ…
ମୁମ୍ବାଇ: ରିତେଶ ଦେଶମୁଖଙ୍କ ଅଭିନୀତ ଏବଂ ନିର୍ଦ୍ଦେଶିତ "ରାଜା ଶିବାଜୀ" ଦର୍ଶକଙ୍କ ଠାରୁ ଜବରଦସ୍ତ ପ୍ରତିକ୍ରିୟା ପାଇଥିଲା। ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲା। ଫିଲ୍ମର ସଫଳତାକୁ ସେଲିବ୍ରେଟ କରିବା ପାଇଁ, ରିତେଶ ଏବଂ ପୁରା ଟିମ୍ ଏକ ପାର୍ଟିର ଆୟୋଜନ କରିଥିଲେ,…