Bihar Assembly results: ହାତ ଟେକିଦେଲା ହାତ, ନିଜ ପଦ ହରାଇବେ ତେଜସ୍ବୀ?
ପାଟନା: ବିହାରରେ ମହାଗଠବନ୍ଧନର ଶୋଚନୀୟ ପରାଜୟ…ଫେଲ୍ ମାରିଲା ସବୁ ଷ୍ଟ୍ରାଟେଜି…ପ୍ରତିଶ୍ରୁତିର ପେଡି ବି କାମ ଦେଲାନି…କଂଗ୍ରେସ କଥା ତ ଛାଡ, ନିଜ ଆସନ ବି ସମ୍ଭାଳିପାରିଲେନି!..
ବିହାରରେ ବିପୁଳ ଭୋଟରେ ଆଗରେ ରହିଛି ଏନଡିଏ ମେଣ୍ଟ । ବର୍ତ୍ତମାନ, ପ୍ରାରମ୍ଭିକ ଧାରା ଅନୁସାରେ NDA ଏକ…