Latest Odisha News

BREAKING NEWS

ସୋଆରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପକ୍ଷରୁ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସୋଆ ଷ୍ଟାଡିୟମ୍ ପରିସରରେ ଆୟୋଜିତ ଉତ୍ସବରେ କୁଳାଧିପତି ପ୍ରଫେସର ଖଗେଶ୍ୱର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିବା ସହ ଅଭିବାଦନ ଗ୍ରହଣ…

ବଜେଟ-୨୦୨୦: ଏଥର ନ’ମିଳିପାରେ ଆୟକର ସ୍ଲାବରେ ରିହାତି !

ନୂଆଦିଲ୍ଲୀ: ଦେଶର ଅର୍ଥନୈତିକ ବଜେଟ ୨୦୨୦-୨୧ ଆସିବାକୁ ଆଉ ମାତ୍ର ୩ ଦିନ । ତେବେ ଏଥର ବଜେଟ୍‌ରେ ମଧ୍ୟବିତଙ୍କୁ ଝଟ୍‌କା ଲାଗିପାରେ । ମିଳିଥିବା ସୂଚନା ଅନୁସାରେ ଆୟକର ସ୍ଲାବରେ ପରିବର୍ତନ ହେବାର କୌଣସି ସୂଚନା ନାହିଁ । ଅର୍ଥାତ ଗତ ଆର୍ଥିକ ବର୍ଷରେ ଆୟକର ସ୍ଲାବ ଯେତିକି ଥିଲା ଚଳିତ…

୮୩ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣା ଗ୍ରସ୍ତ: ମୃତ୍ୟୁ ସଂଖ୍ୟା ଅସ୍ପଷ୍ଟ

କାବୁଲ: ଆଫଗାନିସ୍ତାନରେ ୮୩ ଜଣଙ୍କୁ ନେଇ ଯାତ୍ରା କରୁଥିବା ଏକ ଯାତ୍ରୀବାହୀ ବିମାନ ସୋମବାର ଦିନ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏରିୟାନା ଆଫଗାନ୍ ଏୟାରଲାଇନର ବୋଇଙ୍ଗ ବିମାନ ଦେହ୍ ୟାକ୍ ଜିଲ୍ଲାର ସଡୋ ଖେଲ୍ ଅଞ୍ଚଳରେ ଦୁର୍ଘଟଣା ହୋଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ।…

ସର୍ବାଧିକ ମୋବାଇଲ ଉପଭୋକ୍ତାଙ୍କ ସହ ଜିଓ ଭାରତର ୧ ନମ୍ବର ଅପରେଟର: ଟ୍ରାଇ ରିପୋର୍ଟ

ଭୁବନେଶ୍ୱର: କ୍ରମାଗତ ଭାବେ ଓଡ଼ିଶାବାସୀଙ୍କ ସବୁଠାରୁ ପସନ୍ଦର ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥା ଭାବେ ରହିଆସିଥିବା ରିଲାଏନ୍ସ ଜିଓ ୨୦୧୯ ନଭେମ୍ବର ମାସରେ ମଧ୍ୟ ସର୍ବାଗ୍ରେ ରହି ଓଡ଼ିଶାରେ ୨.୩ ଲକ୍ଷରୁ ଊର୍ଦ୍ଧ୍ୱ ନୂତନ ଗ୍ରାହକଙ୍କୁ ନିଜ ନେଟୱର୍କରେ ସାମିଲ କରିପାରିଛି ବୋଲି ଭାରତୀୟ…

ପୂରଣ ହେଲା ପଶ୍ଚିମ ଓଡିଶାବାସୀଙ୍କ ସ୍ୱପ୍ନ; ଝାରସୁଗୁଡାରୁ କୋଲକାତାକୁ ଉଡିଲା ବିମାନ

ଭୁବନେଶ୍ୱର: ଏୟାର ଇଣ୍ଡିଆର ସହାୟକ କମ୍ପାନୀ ଆଲିଏନ୍ସ ଏୟାର ଦ୍ୱାରା ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟ (ଭିଏସଏସି)ରୁ ସୋମବାର ଦିନ ଠାରୁ କୋଲକାତାକୁ ବିମାନ ଉଡାଣ ଆରମ୍ଭ ହୋଇଛି । ଯାହାଫଳରେ ପଶ୍ଚିମ ଓଡିଶାବାସୀଙ୍କର ବହୁଦିନର ଦାବି ପୂରଣ ହୋଇଛି । ୭୦ ସିଟ୍ ବିଶିଷ୍ଟ…

ଭୁବନେଶ୍ୱରରୁ ଜବତ ହେଲା ବ୍ରାଉନ ସୁଗାର, ୨ ଛାତ୍ର ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରୁ ପ୍ରାୟ ୨୪ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ପୋଲିସ ୨ ଛାତ୍ରଙ୍କୁ ଗିରଫ କରିଛି । ଗିରଫ ୨ ଛାତ୍ରଙ୍କ ମଧ୍ୟରୁ ଜଣେ ଡିପ୍ଲୋମା ପଢୁଥିବା ବେଳେ ଅନ୍ୟଜଣେ ଗ୍ରାଜୁଏଟ୍ ଛାତ୍ର ବୋଲି ପୋଲିସ ସୁତ୍ରରୁ ପ୍ରକାଶ । ସେହିପରି ସୋମବାର…

କରୋନା ଭାଇରସ୍ ଆଲର୍ଟ; ଆରମ୍ଭ ହେଲା ଭୁବନେଶ୍ୱର ଏୟାରପୋର୍ଟରେ ସବୁ ଯାତ୍ରୀଙ୍କ ସ୍କ୍ରିନିଂ

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମିତ ହେବାଦ୍ୱାରା ଚୀନରେ ଏବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଭାରତର ମହାରାଷ୍ଟ୍ର ଏବଂ କେରଳରେ ଏହି ଭୁତାଣୁ ସଂକମିତ ହେବା ସନ୍ଦେହରେ କିଛି ବିଦେଶାଗତ ଯାତ୍ରୀଙ୍କୁ ଚିକିତ୍ସିତ କରାଯାଉଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାର ଏହି ଭୟାବହ…

ନିଆରା ବାହାଘର: ସମ୍ବିଧାନକୁ ସାକ୍ଷୀ ରଖି ପଡିଲା ହାତଗଣ୍ଠି

ଭୁବନେଶ୍ୱର: କାହିଁ କେତେ ଯୁଗରୁ ଅଗ୍ନୀକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ବନ୍ଧନରେ ବାନ୍ଧି ହୁଅନ୍ତି ପତିପତ୍ନୀ। ଦଶ ଦିଗପାଳ, ବେଦ ମନ୍ତ୍ର ପଠାରେ ବନ୍ଧା ହୁଏ ଦୁଇଟି ଜୀବନ । ବାଜା ବାଣ ରୋଷଣୀ କରି ସାଙ୍ଗସାଥିଙ୍କ ମେଳରେ ବର ଆସେ କନିଆ ନେବା ପାଇଁ । ଜାତି ଜାତକ କର୍ମକାଣ୍ଡ ସହ…

କୋବି ବ୍ରାୟଟଙ୍କ ଦେହାନ୍ତରେ କାହିଁକି ସାରା ବିଶ୍ୱର କ୍ରୀଡାପ୍ରେମୀ ମର୍ମାହତ; ଆସନ୍ତୁ ଜାଣିବା

କାଲିଫର୍ଣ୍ଣିଆ: ବାସ୍କେଟବଲର ମହାନ ଖେଳାଳି କୋବି ବ୍ରାୟଟ ଏବଂ ତାଙ୍କ ଝିଅଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଆସନ୍ତୁ ଜାଣିବା କୋବି ବ୍ରାୟଂଟଙ୍କ ବିଷୟରେ..କାହିଁକି ସାରା ବିଶ୍ୱର କ୍ରୀଡାପ୍ରେମୀ ମର୍ମାହତ ଏନବିଏର ଏହି ଷ୍ଟାର ଖେଳାଳିଙ୍କ ପ୍ରଶଂସକଙ୍କ ତାଲିକା ବହୁତ…

ଶ୍ରୀମନ୍ଦିରରେ ବସନ୍ତ ପଞ୍ଚମୀ; କିପରି ପାଳିତ ହୁଏ ଜାଣନ୍ତୁ…

ପୁରୀ: ଶ୍ରୀମନ୍ଦିରରେ ବସନ୍ତ ପଚଂମୀର ଗୁରୁତ୍ୱ ଅଧିକ । ଏହି ଦିନ ଶ୍ରୀଜଗନ୍ନାଥଙ୍କ ପଂଚପଲ୍ଲବ ଲାଗି ହୁଏ ଓ ରଥଯାତ୍ରା ନିମନ୍ତେ ରଥକାଠ ଅନୁକୂଳ କରାଯାଏ । ପୌରାଣିକ ମତରେ ଶ୍ରୀକୃଷ୍ଣ ଶ୍ରୀରାଧା ଏକତ୍ର ପୁଷ୍ପ ଆଭରଣ ମଣ୍ଡିତ ପୂର୍ବକ ଫଗୁ ବା ଚାଚେରୀ ଖେଳୁଥିବାର ସ୍କୃତି ସ୍ୱରୂପ ବସନ୍ତ…