ଓଡ଼ିଶା ଫେରୁଛି ପୋସ୍କୋ, ଜେଏସଡବ୍ଲୁ ସହ 6 MTPA ପ୍ଲାଣ୍ଟ ପାଇଁ ଚୁକ୍ତିନାମା
ଭୁବନେଶ୍ୱର: ଓଡ଼ିଶାର କେନ୍ଦୁଝର ଏବଂ ଢେଙ୍କାନାଳ ଜିଲ୍ଲାରେ ଦୁଇଟି ପ୍ରମୁଖ ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି। ଏନେଇ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା ମଙ୍ଗଳବାର ସୂଚନା ଦେଇଛନ୍ତି।
ସେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି, ଆମ ହାତରେ ଦୁଇଟି ବଡ଼…