Latest Odisha News

BREAKING NEWS

ISIS Connection:ବିଡିଏସ ଛାତ୍ରର ISIS ଲିଙ୍କ୍; ଆତଙ୍କବାଦୀ ଚିନ୍ତାଧାରା କରୁଥିଲା ବିସ୍ତାର, ATS କଲା ଗିରଫ

ନୂଆଦିଲ୍ଲୀ:ଉତ୍ତରପ୍ରଦେଶ ଆତଙ୍କବାଦ ବିରୋଧୀ ଦଳକୁ ଏକ ବଡ଼ ସଫଳତା ମିଳିଛି। ନିଷିଦ୍ଧ ଆତଙ୍କବାଦୀ ସଂଗଠନ ISISର ଏକ ଅନଲାଇନ୍ ମଡ୍ୟୁଲ୍ ସହିତ ଜଡିତ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ସହାରନପୁରର ବାସିନ୍ଦା । ସେ ସୋସିଆଲ ମିଡିଆ ଏବଂ ଇନକ୍ରିପ୍ଟେଡ୍ ଆପ୍ ମାଧ୍ୟମରେ ଯୁବକମାନଙ୍କୁ…

Indian embassy in Tehran :ଦୂତାବାସ ସମନ୍ୱୟ ବିନା ଇରାନର ସ୍ଥଳ ସୀମା ପାର ନ କରିବାକୁ ଭାରତୀୟଙ୍କୁ ପରାମର୍ଶ

ନୂଆଦିଲ୍ଲୀ:ଇରାନର ପରିସ୍ଥିତି ଦେଖି ତେହେରାନରେ ଥିବା ଭାରତୀୟ ଦୂତାବାସ ସେଠାରେ ଉପସ୍ଥିତ ଭାରତୀୟ ନାଗରିକଙ୍କ ପାଇଁ ଏକ ନୂତନ ପରାମର୍ଶ ଜାରି କରିଛି। ମାର୍ଚ୍ଚ ୧୬ ତାରିଖରେ ଜାରି ହୋଇଥିବା ଏହି ଆଡଭାଇଜରୀରେ ଭାରତୀୟମାନଙ୍କୁ ଅନୁରୋଧ କରାଯାଇଛି ଯେ ସେମାନେ ଦୂତାବାସ ସହିତ ପୂର୍ବ ସ୍ପଷ୍ଟ…

ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନଗୁଡ଼ିକର ଚଳାଚଳରେ ସଂଶୋଧିତ ପରିବର୍ତ୍ତନ

ଭୁବନେଶ୍ୱର: ଯାତ୍ରୀ ସୁବିଧା ଏବଂ କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି କରିବା ପାଇଁ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ପୂର୍ବ ତଟ ରେଳପଥ ପୁରୀ ରେଳ ଷ୍ଟେସନରେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉନ୍ନତିକରଣ କାର୍ଯ୍ୟ ଘୋଷଣା କରିଛି । ଏହି କାର୍ଯ୍ୟରେ ଷ୍ଟେସନ ୟାର୍ଡରେ ବାଲାଷ୍ଟଲେସ୍ ଟ୍ରାକ୍ ନିର୍ମାଣ…

୨୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଅଭିଯୁକ୍ତକୁ ଗିରଫ କଲା ଭୁବନେଶ୍ୱର ଅବକାରୀ ଟିମ୍

ଭୁବନେଶ୍ୱର: ବାଲେଶ୍ବରରୁ ଭୁବନେଶ୍ୱର ବ୍ରାଉସୁଗାର ଚାଲାଣ ବେଳେ ଧରାପଡ଼ିଲା ବେପାରୀ । ଶିଶୁ ଭବନ ଛକରେ ଅବକାରୀ ଟିମ୍ ଅଭିଯୁକ୍ତକୁ ଗିରଫ କରିଛି ଭୁବନେଶ୍ୱର ଅବକାରୀ ଟିମ୍ । ଅଭିଯୁକ୍ତ ଠାରୁ ୨୭ ଲକ୍ଷ ଟଙ୍କାର ବ୍ରାଉସୁଗାର ଜବତ କରିଛି ପୋଲିସ । ଅଭିଯୁକ୍ତ ହେଲେ ତପୁ । ଏଥିସହ ଅଭିଯୁକ୍ତ…

ପାକିସ୍ତାନ ବିପକ୍ଷରେ ବାଂଲାଦେଶର ସିରିଜ ବିଜୟ, ଅଡୁଆରେ ପଡିଲା ୱେଷ୍ଟଇଣ୍ଡିଜ

ନୂଆଦିଲ୍ଲୀ: ଦିିନିକିଆ ବିଶ୍ୱକପ ୨୦୨୭ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ବିଶ୍ୱକପରେ କେଉଁ କେଉଁ ଟିମ ଖେଳିବେ ତାହା ଧୀରେ ଧୀରେ ସ୍ପଷ୍ଟ ହେଉଛି । ପାକିସ୍ତାନ ବିପକ୍ଷରେ ବାଂଲାଦେଶ ସିରିଜ ବିଜୟୀ ହେବା ଏବେ ୱେଷ୍ଟଇଣ୍ଡିଜକୁ ଅଡୁଆରେ ପକାଇଛି । ସିଧାସଳଖ ଏଂଟ୍ରି ପାଇଁ ୱେଷ୍ଟଇଣ୍ଡିଜ ଓ…

SCB Fire Tragedy: SCBରେ ନିଆଁ ଲାଗି ମୃତ୍ୟୁ ଘଟଣା;ରିପୋର୍ଟ ମାଗିଲେ NHRC

କଟକ:SCB ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୦ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ୫ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି SCBରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଲେ ଜାତୀୟ ମାନବାଧିକାର କମିଶନ । ଘଟଣାର ଅନୁଧ୍ୟାନ କରି…

ଏହି ଜିଲାର ରବରର ରହିଛି ଚାହିଦା;ହେକ୍ଟର ପିଛା ଚାଷୀଙ୍କୁ ମିଳୁଛି ୨ଲକ୍ଷ ଲାଭ

ଗଜପତି:ପାହାଡିଆ ଅଞ୍ଚଳରେ ରବର ଚାଷ କରି ଚାଷୀ ବେଶ୍‌ ଉପକୃତ ହେଉଛନ୍ତି । ଗଜପତି ଜିଲାରେ ଏବେ ୨ହଜାରରୁ ଅଧିକ ହେକ୍ଟର ଜମିରେ ରବର ଚାଷ ହେଉଛି। ଚାଷୀ ହେକ୍ଟର ପିଛା ୨ଲକ୍ଷ ଟଙ୍କା ଲାଭ ପାଉଛନ୍ତି। ଜିଲାର ଗୁମ୍ମା, ମୋହନା, କାଶୀନଗର, ଗୋଷାଣୀ ବ୍ଲକରେ ଚାଷୀ ରବର ଚାଷ କରୁଥିବା ବେଳେ…

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ୨୦୨୫; ଓଡିଶାରୁ ବିଶିଷ୍ଟ କବି ଗିରିଜା କୁମାର ବଳିୟାରସିଂ ମନୋନିତ

ଭୁବନେଶ୍ବର: କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ୨୦୨୫ ବର୍ଷ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ‌ଘୋଷଣା କରାଯାଇଛି । ବିଭିନ୍ନ ଭାଷାରେ ସାରା ଭାରତର ବିଶିଷ୍ଟ ଲେଖକମାନଙ୍କୁ ଏକାଡେମୀ ପକ୍ଷରୁ ଚୟନ କରାଯାଇଛି । କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଓଡ଼ିଆ, ହିନ୍ଦୀ, ବଙ୍ଗଳା, ତେଲୁଗୁ,…

ଓଡ଼ିଶା ମଧ୍ୟ ଦେଇ ନିର୍ମାଣ ହେବ ୫୨୨ କିଲୋମିଟର ହାଇସ୍ପିଡ୍‌ କରିଡ଼ର, ୯ଟି ଜିଲ୍ଲାର ୨୭ଟି ସହରକୁ କରିବ ସଂଯୋଗ

ଭୁବନେଶ୍ୱର: ଖଡ଼ଗପୁର-ଟାଙ୍ଗୀ-ବିଶାଖାପାଟଣା-ବିଜୟୱାଡ଼ା ଏକ୍ସପ୍ରେସ୍‌ ୱ ତଥା ହାଇସ୍ପିଡ୍‌ କରିଡ଼ର ନିର୍ମାଣ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶା…

ରାଜ୍ୟସଭା ନିର୍ବାଚନରେ ବିଜୟୀ ହେଲେ ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ

ଭୁବନେଶ୍ବର: ସରିଲା ଭୋଟ୍‌ ଗଣତି । ହାଇଭୋଲ୍ଟେଜ ଲଢେଇ ଭିତରେ ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ ଫଳ । ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ଦିଲ୍ଲୀପ ରାୟ ଓ ସଂନ୍ତୃପ୍ତ ମିଶ୍ର । ହାରିଲେ ଦତ୍ତେଶ୍ବର ହୋତା । ସଂତୃପ୍ତଙ୍କୁ ୩୧ଟି ଭୋଟ୍‌ ମିଳିଥିବାବେଳେ ଦିଲ୍ଲୀପ…