ସୁବର୍ଣ୍ଣରେଖାରେ ଭାସିଗଲେ ପର୍ଯ୍ୟଟକ, ଉତ୍ତରପ୍ରଦେଶରୁ ଆସିଥିଲେ…
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବସ୍ତା ନିକଟସ୍ଥ ସୁବର୍ଣ୍ଣରେଖା ନଦୀରେ ଶନିବାର ଦିନ ବୁଡ଼ି ଯାଇ ଉତ୍ତର ପ୍ରଦେଶର ଜଣେ ତୀର୍ଥଯାତ୍ରୀ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି।
ନିଖୋଜ ବ୍ୟକ୍ତିଙ୍କ ପରିଚୟ ଅଶୋକ ପାଠକ ବୋଲି ଜଣାପଡିଛି। ସେ ନିଜ ପରିବାର ସଦସ୍ୟଙ୍କ ସହ ଉତ୍ତର ପ୍ରଦେଶର…