ମୁଖ୍ୟ ଚୟନକର୍ତ୍ତା ଦୌଡ଼ରେ ଆଗରେ ପ୍ରଜ୍ଞାନ ଓଝା
ମୁମ୍ବାଇ: ଭାରତୀୟ ସିନିୟର ପୁରୁଷ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ କାର୍ୟ୍ୟକାଳ ଶେଷ ହେବାକୁ ଯାଉଛି । ଆସନ୍ତା ଅକ୍ଟୋବର ୪ ତାରିଖରେ ତାଙ୍କର ଚୁକ୍ତି ମିଆଦ ଶେଷ ହେଉଥିବାରୁ ବିସିସିଆଇ ତାଙ୍କୁ ଆଉ ଏକ୍ସଟେନସନ ନଦେବା ସମ୍ଭାବନା ଅଧିକ । ବୁଧବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ…