Nuapada Bypoll Results: ନୂଆପଡା ଗଡ ଏବେ ଜୟଙ୍କର…ରାଉଣ୍ଡ ୧୧ ସୁଦ୍ଧା ୫୦ ହଜାରରୁ ଅଧିକ ଭୋଟ ସହ ଆଗରେ…
ନୂଆପଡା: ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ବହୁ ପଛରେ କଂଗ୍ରେସ ଏବଂ ବିଜେଡି । ଆଉ ପହଞ୍ଚିପାରିବେନି କଂଗ୍ରେସ, ବିଜେଡି । ଏକାଦଶ ରାଉଣ୍ଡ ସୁଦ୍ଧା ୩୬ ହଜାର ୭୯୬ ଭୋଟ୍ରେ ଆଗୁଆ ରହିଛନ୍ତି ଜୟ । ବର୍ତ୍ତମାନ ସୁଦ୍ଧା ଏକାଦଶ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୫୪,୯୮୦…