Latest Odisha News

BREAKING NEWS

ସଚିନ ସତରେ କଣ ହେବେ ବିସିସିଆଇ ସଭାପତି !

ମୁମ୍ବାଇ: ଭାରତୀୟ କ୍ରିକେଟ ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ସମ୍ପର୍କୀତ ସମସ୍ତ ଖବର ପ୍ରଶଂସକଙ୍କ ଧ୍ୟାନ ଆକର୍ଷଣ କରିଥାଏ । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏବେ ନୂଆ ସଭାପତି ଖୋଜୁଛି । ଇତି ମଧ୍ୟରେ ସଚିନଙ୍କୁ ବିସିସିଆଇ ସଭାପତି କରିବାକୁ ଚାହୁଁଛି ବୋଲି ସୋସିଆଲ ମିଡିଆରେ…

ନେପାଳରେ ଫସିଥିବା ୨୩ ଓଡ଼ିଆ ଯାତ୍ରୀ ସୁରକ୍ଷିତ ଉଦ୍ଧାର

ଭୁବନେଶ୍ୱର: ନେପାଳରେ ଉପୁଜିଥିବା ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୩ଜଣ ଓଡ଼ିଆ ଯାତ୍ରୀଙ୍କୁ ନେପାଳରୁ ଭାରତକୁ ଫେରାଇ ଅଣାଯାଇଛି। ଓଡ଼ିଶାରୁ ୨୩ ଜଣ ଯାତ୍ରୀ ନେପାଳ ଭ୍ରମଣରେ ଯାଇଥିଲେ ଏବଂ ସାମ୍ପ୍ରତିକ ପରିସ୍ଥିତି କାରଣରୁ ଓଡ଼ିଆ ଯାତ୍ରୀମାନେ ନେପାଳରେ ଫସି ରହିଥିଲେ। ଉକ୍ତ…

Fertilizer Crisis: ରାଜ୍ୟରେ ସାର ସଙ୍କଟ ନାହିଁ, ଆବଶ୍ୟକୀୟ ସାର ମହଜୁଦ ରହିଛି: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ନାହିଁ ସାର ସଙ୍କଟ। ଏନେଇ ସ୍ପଷ୍ଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ। ଆଜି ସାର ସଙ୍କଟକୁ ନେଇ ଆୟୋଜିତ ହୋଇଥିଲା ସମୀକ୍ଷା ବୈଠକ। ବୈଠକ ପରେ ଉପମୁଖ୍ରମନ୍ତ୍ରୀ କେଭି ସିଂଦେଓ କହିଛନ୍ତି, ରାଜ୍ୟରେ ସାର ସଙ୍କଟ ନାହିଁ। ଆବଶ୍ୟକୀୟ ସାର ମହଜୁଦ ଅଛି। ଯେଉଁମାନେ…

ଐଶ୍ୱର୍ଯ୍ୟାଙ୍କୁ ମିଳିଲା ଆଶ୍ୱସ୍ତି, URL ହଟାଇବାକୁ କୋର୍ଟଙ୍କ ନିର୍ଦ୍ଦେଶ…

ମୁମ୍ବାଇ: ଐଶ୍ୱର୍ଯ୍ୟାଙ୍କୁ ମିଳିଲା ଆଶ୍ୱସ୍ତି। AI ଦ୍ୱାରା ତାଙ୍କର ଅଶ୍ଳୀଳ ବିଷୟବସ୍ତୁ ତିଆରି କରାଯାଇ ଏହାକୁ ବେଆଇନ ଭାବରେ ପ୍ରସାରଣ କରାଯିବା ସହ ତାଙ୍କ ପରିଚୟର ଅପବ୍ୟବହାର କରିବା ନେଇ ନିକଟରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସେ। ଏଭଳୀ ଅନଲାଇନ୍ ପ୍ଲାଟଫର୍ମରୁ ସୁରକ୍ଷା ପାଇବା…

Weather Update: ସକ୍ରିୟ ରହିଛି ଘୂର୍ଣ୍ଣିବଳୟ: ୧୬ ଯାଏଁ ପ୍ରବଳ ବର୍ଷା, ଆଗାମୀ ୩ ଘଣ୍ଟା ପାଇଁ ୯ ଜିଲ୍ଲାକୁ ୟେଲୋ…

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଲଘୁଚାପଜନିତ ବର୍ଷା। ଆଗକୁ ଆଉ ଏକ ଘୂର୍ଣ୍ଣିବଳୟ ରହିଛି। ଏହାର ପ୍ରଭାବରେ ପୁଣି ଭିଜିବ ଓଡିଶା। ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଆହୁରି ୫ ଦିନ ଯାଏ ବର୍ଷା ସମ୍ଭାବନା। ଦକ୍ଷିଣ ଓଡିଶା ଓ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ଏବେ ସକ୍ରିୟ ରହିଛି…

Busts Pakistan-Linked Terror Module: ଆତଙ୍କବାଦୀ ଷଡ଼ଯନ୍ତ୍ର ପଣ୍ଡ; ୫ ଆତଙ୍କୀ ଗିରଫ, IED ତିଆରି ସାମଗ୍ରୀ…

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ଚାଲିଥିବା କାର୍ଯ୍ୟାନୁଷ୍ଠାନରେ ଦିଲ୍ଲୀ ପୋଲିସକୁ ଆଉ ଏକ ବଡ଼ ସଫଳତା ମିଳିଛି। ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ଦେଶର ବିଭିନ୍ନ ରାଜ୍ୟରୁ ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏହି ଅଭିଯୁକ୍ତମାନଙ୍କଠାରୁ IED ତିଆରିରେ ବ୍ୟବହୃତ ସାମଗ୍ରୀ ମଧ୍ୟ…

Nepal Violence: ନେପାଳରେ ଫସିଛନ୍ତି ୨୩ ଓଡିଆ ପର୍ଯ୍ୟଟକ

ଭୁବନେଶ୍ୱର: ଗତ କିଛି ଦିନ ଧରି ନେପାଳରେ ଚାଲିଥିବା ହିଂସା ଏବେ ଟିକେ ଶାନ୍ତ ହେଉଛି । ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଏବଂ ଦୁର୍ନୀତି ବିରୋଧରେ ଜେନ-ଜେଡ୍ ଯୁବପିଢ଼ିଙ୍କ ପ୍ରଦର୍ଶନ ପରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ହେଲେ ଏବେ ବି ନେପାଳରେ…

Sarapancha Suspended: ସରକାରୀ ଟଙ୍କା ଆତ୍ମସାତ କରି ନିଲମ୍ବିତ ହେଲେ ସରପଞ୍ଚ

ଭଦ୍ରକ: ଦୁର୍ନୀତି ବିରୋଧରେ ପୁଣି କଡ଼ା କାର୍ଯ୍ୟାନୁଷ୍ଠାନ। ନିଲମ୍ବିତ ହେଲେ ସରପଞ୍ଚ। ଭଦ୍ରକ ଚାନ୍ଦବାଲି ବ୍ଲକ ଗୋପୀନାଥପୁର ପଞ୍ଚାୟତ ସରପଞ୍ଚ ବାପୁନ ବାରିକଙ୍କୁ ନିଲମ୍ବନ କଲେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସଚିବ। ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାରେ ୮ଜଣ ନାବାଳକ ଓ…

PM Visit Odisha: ଖୁବ ଶୀଘ୍ର ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ଖୁବ ଶୀଘ୍ର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି। ଚଳିତ ମାସ ଶେଷରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶା ଆସିବା ପାଇଁ ଆମନ୍ତ୍ରଣ ଦିଆଯାଇଛି। କେଉଁ ତାରିଖରେ ଓଡ଼ିଶା ଆସିବେ ତାହା କିଛି ଦିନ ମଧ୍ୟରେ ସ୍ପଷ୍ଟ ହୋଇପାରେ। ମାସ ଶେଷ ଆଡ଼କୁ, ଅର୍ଥାତ…

ପରକ୍ରିୟା ପ୍ରୀତି ଅଭିଯୋଗରେ ପତ୍ନୀଙ୍କୁ ରାସ୍ତାରେ ବୁଲାଇବା ଘଟଣା, ସ୍ବାମୀ ଗିରଫ

ପୁରୀ: ପୁରୀ ଜିଲ୍ଲାର ନିମାପଡାରେ ପତ୍ନୀ ଓ ଜଣେ ବ୍ୟକ୍ତିଙ୍କୁ ଧରି ରାସ୍ତାରେ ବୁଲାଇବା ଘଟଣାରେ ଜଣେ ବାଣିଜ୍ୟ ଅଧ୍ୟାପକ ଏବଂ ତାଙ୍କ ବନ୍ଧୁଙ୍କୁ ଗିରଫ କରାଯାଇଛି। BNS ଧାରା ଅଧୀନରେ ଜଣେ ମହିଳାଙ୍କୁ ସାର୍ବଜନୀନ ଭାବେ ଅପମାନ ଏବଂ ଧମକ ଦେବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି।…