Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢା ପରିକ୍ରମା ଅବସରରେ ଆମେ ଚର୍ଚ୍ଚା କରୁଛେ କୋଣାର୍କ ସୂର୍ଯ୍ୟନାରାୟଣ ସ୍ଥାପିତ ଓ ପୂଜିତ ମନ୍ଦିର ବିଷୟରେ। ଗବେଷକ ପଣ୍ଡିତ ହରିହର…

ଅଧିକ ଗରମ ପାଣି ପିଉଛନ୍ତି କି ! ହୋଇଯାଆନ୍ତୁ ସାବଧାନ  

ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ। ଥଣ୍ଡାର ପ୍ରଭାବ ଅଧିକ ରହିଥିବାରୁ ସମସ୍ତେ ଗରମ ପାନୀୟ ପିଇବା ପାଇଁ ଅଧିକ ପସନ୍ଦ କରିଥାଆନ୍ତି । ତେଣୁ କିଛି ଲୋକ ଥଣ୍ଡା ସକାଳୁ ଗରମ ପାଣି ପିଇଥାଆନ୍ତି  । କିନ୍ତୁ ଆପଣ କଣ ଜାଣିଛନ୍ତି ଏହି ପାନୀୟ ପିଇବା ଦ୍ୱାରା ସୁସ୍ଥ ହେବା ବଦଳରେ ଆପଣ ଅସୁସ୍ଥ…

୬ ଶହରୁ ଅଧିକ ୟୁକ୍ରେନ ସୈନିକଙ୍କୁ ହତ୍ୟା କରି ପ୍ରତିଶୋଧ ନେଇଛୁ: ଋଷ

ମସ୍କୋ: ରବିବାର ସକାଳେ ରୁଷର ଏକପାଖିଆ ଅସ୍ତ୍ରବିରତି ଅବଧି ଶେଷ ହୋଇଥିଲା ଏବଂ ଏହାର ସୈନ୍ୟବାହିନୀ ୟୁକ୍ରେନରେ ଆକ୍ରମଣ ଆରମ୍ଭ କରିଥିଲେ। ଏହି ଆକ୍ରମଣରେ ରୁଷ ୬ ଶହରୁ ଅଧିକ ୟୁକ୍ରେନ ସୈନିକଙ୍କୁ ହତ୍ୟା କରିଥିବା ଦାବି କରିଛି, କିନ୍ତୁ ୟୁକ୍ରେନ ଏହି ଦାବି ଉପରେ କିଛି କହିନାହିଁ। ଏପରିକି…

ଯୋଶୀମଠ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ଶାସନ ସଚିବ ଡଃ. ପି କେ ମିଶ୍ର ରବିବାର ଯୋଶୀମଠରେ ଘର ଗୁଡିକର ଯେଉଁ  କ୍ଷୟକ୍ଷତି ହୋଇଛି ଏବଂ ଏବଂ ଜମିରେ ଯେଉଁ ଫାଟ ସୃଷ୍ଟି ହୋଇଛି, ତାହା ଉପରେ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା କରିଥିଲେ । କ୍ୟାବିନେଟ ସଚିବ, ଗୃହ ସଚିବ, ଭାରତ ସରକାରଙ୍କ ବରିଷ୍ଠ…

ବିଜେପି ନେତା ମୋଦୀଙ୍କୁ ଭଗବାନ ବୋଲି ଭାବନ୍ତି, ସେ କିନ୍ତୁ ଏକଛତ୍ରବାଦୀ: ଖାଡଗେ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେ କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ସେ କହିଛନ୍ତି ଯେ ଦେଶରେ ୩୦ ଲକ୍ଷ ସରକାରୀ ପଦବୀ ଖାଲି ପଡିଛି। ପ୍ରଧାନମନ୍ତ୍ରୀ ମୋଦୀ ଏହି ଖାଲି ପଦବୀକୁ ପୂରଣ କରିବେ ନାହିଁ…

ତୃତୀୟ ଥର ପାଇଁ ପଶ୍ଚିମବଙ୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ

କୋଲକାତା: ଗୋଟିଏ ସପ୍ତାହ ମଧ୍ୟରେ ତୃତୀୟ ଥର ପାଇଁ ପଶ୍ଚିମବଙ୍ଗରେ ବନ୍ଦେ ଭାରତ ଏକ୍ସପ୍ରେସରେ ପଥର ଫିଙ୍ଗାଯାଇଛି। ରବିବାର ଟ୍ରେନର C 14 କମ୍ପାର୍ଟମେଣ୍ଟରେ ପଥର ଫିଙ୍ଗିଥିବା କୁହାଯାଉଛି। ଯେଉଁଥିପାଇଁ ବନ୍ଦେ ଭାରତ ଏକ୍ସପ୍ରେସକୁ ବୋଲପୁର ରେଳ ଷ୍ଟେସନରେ 10 ମିନିଟ୍ ପାଇଁ ଅଟକାଇବାକୁ…

ଶ୍ରୀନହରରେ ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ

ପୁରୀ: ଶ୍ରୀନହରରେ ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇଛି ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ। ଏହି ଅବସରରେ ଗଜପତି ମହାରାଜା ସିଂହାସନ ଆରୋହଣ କରିବା ସହ ଅଭିଷିକ୍ତ ମଧ୍ୟ ହୋଇଥିଲେ । ଏଥିପାଇଁ ଶ୍ରୀନହରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଗଜପତି ମହାରାଜାଙ୍କୁ ଅଭିମନ୍ତ୍ରୀତ କରାଯିବା ସହ…

ବିମାନ ଉଡିଲା, ବିଜ୍ଞାପନ ଜରିଆରେ ବିବାଦ ବଢିଲା: ରାଉରକେଲାକୁ ବିମାନ ଉଡାଣର ଶ୍ରେୟ କାହାର?

ଭୁବନେଶ୍ୱର: ଭୁବନେଶ୍ୱରରୁ ରାଉରକେଲାକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବା ଅବସରରେ ବିଭିନ୍ନ ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ନ ଥିବା ନେଇ ବିବାଦ ସୃଷ୍ଟି ହୋଇଛି। ରାଜ୍ୟ ସରକାରଙ୍କ ହୋର୍ଡିଂ ଓ ବିଜ୍ଞାପନରେ ମୋଦିଙ୍କ ଫଟୋ ନଥିବା…

ପ୍ରଫେସର ବିଧୁଭୂଷଣ ମିଶ୍ର ହେଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି

ଭୁବନେଶ୍ୱର: ରାଜ୍ୟପାଳ ତଥା ଓଡ଼ିଶା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗଣେଶୀ ଲାଲ ପ୍ରଫେସର ବିଧୁଭୂଷଣ ମିଶ୍ରଙ୍କୁ ୪ ବର୍ଷ ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦେଇଛନ୍ତି। ରାଜ୍ୟପାଳଙ୍କ କାର୍ଯ୍ୟାଳୟର ଏକ ସରକାରୀ ବିବୃତିରେ କୁହାଯାଇଛି ଯେ ଏହି ନିଯୁକ୍ତି ସେ…