ବିମାନବନ୍ଦରରେ କ୍ୟାଟ୍ରିନାଙ୍କୁୁ ଘେରିଲେ ପ୍ରଶଂସକ: ପୋଲିସ ପହଞ୍ଚି ହଟାଇଲା ଭିଡ଼
ମୁମ୍ବାଇ: ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି କ୍ୟାଟ୍ରିନା କୈଫ୍ । ତାଙ୍କର ଲୁକ୍ ଓ ଅଭିନୟ ପାଇଁ ସେ ବେଶ୍ ପରିଚିତ । ଫିଲ୍ମ ‘ଟାଇଗର -୩’ ପରଠାରୁ କ୍ୟାଟ୍ରିନାଙ୍କୁ ଆଉ ଅଭିନୟ ଦୁନିଆରେ ଦେଖିବାକୁ ମିଳି ନ ଥିଲା । ଏମିତି କି ବିବାହ ପରେ ସେ ଅଭିନୟ ଦୁନିଆରୁ ନିଜକୁ ଦୂରେଇ ରଖିଛନ୍ତି…