Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ବିଶେଷ ନୀତି ବିଷୟରେ ଜାଣିବା ପାଇଁ ଆମେ ଶ୍ରୀମନ୍ଦିର ସତ୍ୱଲିପିରେ ବର୍ଣ୍ଣିତ ନୈମିତିକ -ବିଧି ଗୁଡିକ ଅନୁଧ୍ୟାନ କରିବା। ଏହି ପ୍ରସଙ୍ଗରେ ଗୁରୁବାର (ମlଜଣା ଓ…

ନିଷିଦ୍ଧାଞ୍ଚଳରେ ମତ୍ସ୍ୟଜୀବୀ ମୃତ୍ୟୁ ଘଟଣା, ବାଲେଶ୍ବର ଏସପି ଓ ଜିଲ୍ଲାପାଳଙ୍କୁ ସମନ କଲା ଏନଏଚଆରସି

ବାଲେଶ୍ୱର: ଚାନ୍ଦିପୁରସ୍ଥିତ ଡିଆରଡିଓର ନିଷିଦ୍ଧାଞ୍ଚଳରେ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର କମିସନ୍ (ଏନଏଚଆରସି) ବାଲେଶ୍ୱର ଜିଲ୍ଲାପାଳ ଓ ଏସପିଙ୍କୁ ସମନ୍ ଜାରି କରିଛନ୍ତି। ଘଟଣା ସମ୍ପର୍କରେ ଆବଶ୍ୟକ ରିପୋର୍ଟ ଦେବାରେ ବିଫଳ ହୋଇଥିବାରୁ ଏହି ଦୁଇ ଅଧିକାରୀଙ୍କୁ…

ଛତୁ ଆଣିବାକୁ ଯାଇଥିବା ବେଳେ ଦିବ୍ୟାଙ୍ଗ ଝିଅଟିକୁ ଦଳି ଦେଲା ଦନ୍ତା ହାତୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଏକ ଜଙ୍ଗଲରେ ଶୁକ୍ରବାର ଜଣେ ଶ୍ରବଣ ଶକ୍ତି ହରାଇଥିବା ନାବାଳିକାକୁ ହାତୀ ଦଳି ଚକଟି ଦେବାରୁ ଝିଅଟିର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ତେଲକୋଇ ବ୍ଲକ୍ ଅନ୍ତର୍ଗତ ସିରିଆବାହାଲ ଗାଁ ଲୋକେ ନିକଟସ୍ଥ ଜଙ୍ଗଲରୁ…

‘ଓଡିଶାରେ ସରକାର ଗଠନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ବିଜେପି’

ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି (ବିଜେପି) ଓଡ଼ିଶାରେ ସରକାର ଗଠନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ବୋଲି ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ଦିନ କହିଛନ୍ତି। ଗୌହାଟୀରୁ ଫେରି ୧୨ଟି ପୂର୍ବ ଓ ଉତ୍ତର-ପୂର୍ବ ରାଜ୍ୟର ବିଜେପି ନେତାଙ୍କ ବୈଠକରେ ଯୋଗ ଦେଇଥିବା ମନମୋହନ ସାମଲ…

୫ ଦିନିଆ ସିବିଆଇ ରିମାଣ୍ଡରେ ବାହାନଗା ଟ୍ରେନ୍ ଦୁର୍ଘଟଣାର ୩ ଅଭିଯୁକ୍ତ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାର ୩ ଅଭିଯୁକ୍ତଙ୍କୁ ସିବିଆଇ ରିମାଣ୍ଡରେ ନେଇଛି । ୫ ଦିନ ପାଇଁ ସିବିଆଇ ରିମାଣ୍ଡ ଆବେଦନ କରିଥିଲା, ସ୍ୱତନ୍ତ୍ର ସିବିଆଇ କୋର୍ଟ ୫ ଦିନ ଲାଗି ରିମାଣ୍ଡରେ ନେବାକୁ ସିବିଆଇକୁ ଅନୁମତି ପ୍ରଦାନ କରିଛନ୍ତି । ରେଳବାଇର ସେକ୍ସନ୍ ଇଞ୍ଜିନିୟର…

ଅଜବ ସଉକ: ଦମ୍ପତ୍ତି ଘରେ ପାଳିଛନ୍ତି ବିପଜ୍ଜନକ ପଶୁପକ୍ଷୀ

ମାଲେସିଆ: ଆଜିର ବ୍ୟସ୍ତବହୁଳ ଜୀବନରେ ମଣିଷ ଟିକେ ଖୁସି ପାଇଁ ପାର୍କ,ଫିଲ୍ମ ନଚେତ୍ ବାହାରକୁ ବୁଲିବାକୁ ଯିବାକୁ ପସନ୍ଦ କରନ୍ତି । ଯଦି ଏକାକୀ ଅନୁଭବ କରନ୍ତି, ତେବେ ସେ ଘରେ କୁକୁର କିମ୍ବା ବିଲେଇ ପୋଷି ତାର ଯତ୍ନ ନେଇଥାନ୍ତି । କିନ୍ତୁ ମାଲେସିଆରେ ଏମିତି ଏକ ଦମ୍ପତ୍ତି ଅଛନ୍ତି, ଯିଏ ଘରେ…

ପୁରା ପରିବାର ସହ ଇଟାଲିରେ ଛୁଟି କାଟୁଛନ୍ତି କରିନା

ମୁମ୍ବାଇ: ପୁରା ପରିବାର ସହ ଇଟାଲୀରେ ଛୁଟି କାଟୁଛନ୍ତି ବଲିଉଡ୍‌ର ଅଭିନେତ୍ରୀ କରୀନା କପୁର । ନିଜ ସୁଟିଂରୁ ସମୟ ବାହାର କରି କରିନା ସ୍ୱାମୀ ସୈଫ ଅଲି ଖାନ ଓ ଦୁଇ ପିଲାଙ୍କୁ ନେଇ ଇଟାଲୀରେ ଅଛନ୍ତି । ସେଠାରେ ପୁରା ପରିବାର ଫୁଲ ଏନ୍‌ଞ୍ଜୟ କରୁଛନ୍ତି । ଏହାର ଫଟୋସବୁ କରିନା ନିଜେ ସୋସିଆଲ…

୭୪ ବର୍ଷର ଚାକିରୀରେ ଦିନେ ବି ଛୁଟି ନେଇ ନାହାନ୍ତି ଏହି ବୃଦ୍ଧା କର୍ମଚାରୀ

ନୂଆଦିଲ୍ଲୀ: ଅଫିସରୁ ଅତିରିକ୍ତ ଛୁଟି ନେବା ପାଇଁ କର୍ମଚାରୀମାନେ ଅନେକ ବାହନା କରିଥାନ୍ତି । ମାତ୍ର ଆପଣ କେବେ ବିଶ୍ୱାସ କରିବେ କି ଜଣେ ମହିଳା ୭୪ ବର୍ଷ ଚାକିରୀ କାଳରେ ଦିନେ ବି ଛୁଟି ନେଇ ନ ଥିବେ । ଆଜ୍ଞା ହଁ । ଟେକ୍ସାସରେ ମେଲବା ମେବାନେ ଏକ ଡିପାର୍ଟମେଂଟାଲ ଷ୍ଟୋରରେ କାର୍ଯ୍ୟ…