Odia movie Kangula: ଏହି ଦିନ ରିଲିଜ ହେବ ଫିଲ୍ମ ‘କାଙ୍ଗୁଲା’;ଅନୁଗୁଳର କାଙ୍ଗୁଲା ଗାଁର ଦଣ୍ଡନାଚ…
ଭୁବନେଶ୍ବର: ଆସୁଛି ଓଡ଼ିଆ ଫିଲ୍ମ 'କାଙ୍ଗୁଲା'। ଦର୍ଶକମାନେ ଦଣ୍ଡନାଚ ପରମ୍ପରା ଓ ମେରୁ ଯାତ୍ରାର ଅକୁହା ଗାଥା ଦେଖିବେ । ମା କାଳୀଙ୍କ ଦଣ୍ଡ ନାଚକୁ ନେଇ ଏହି ଫିଲ୍ମ ପ୍ରସ୍ତୁତ ହୋଇଛି । ଅନୁଗୁଳର କାଙ୍ଗୁଲା ଗାଁ ର ମା କାଳୀଙ୍କ ପ୍ରସିଦ୍ଧ ମେରୁ ଜାତର ସୁନ୍ଦର ଏକ ନୃତ୍ୟ ପରମ୍ପରାକୁ ଏଥିରେ…