Latest Odisha News

BREAKING NEWS

CJP protest at Shivaji Park:ମୁମ୍ବାଇ ପୋଲିସର କାର୍ଯ୍ୟାନୁଷ୍ଠାନ;ଦିପକେଙ୍କ ସମେତ ୫୦୦ଜଣଙ୍କ ବିରୁଦ୍ଧରେ ମାମଲା…

ମୁମ୍ବାଇ:ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇର ଶିବାଜୀ ପାର୍କରେ ପୋଲିସ୍ ଅନୁମତି ବିନା ବିକ୍ଷୋଭ ପ୍ରଦର୍ଶନ କରିବା ଅଭିଯୋଗରେ 'କକରୋଚ୍ ଜନତା ପାର୍ଟି' (CJP)ର ନେତାଙ୍କ ସମେତ ପ୍ରାୟ ୫୦୦ ଜଣଙ୍କ ବିରୋଧରେ ଏକ ଏଫ୍‌ଆଇଆର୍ (FIR) ରୁଜୁ କରାଯାଇଛି।…

ଶାରଦୀୟ ଦୁର୍ଗାପୂଜା; ଆଜିଠୁ ଶ୍ରୀକ୍ଷେତ୍ରରେ ଷୋଳପୂଜା ବିଧି ଆରମ୍ଭ

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜା ପାଇଁ ଆଜିଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପାରମ୍ପରିକ ପ୍ରସ୍ତୁତି। ପରମ୍ପରା ଅନୁଯାୟୀ ଆଜି ମୁଳାଷ୍ଟମୀ ଅବସରରେ ଷୋଳପୂଜା (ଷୋଡଶ ପୂଜା)ର ବିଧି ଆରମ୍ଭ ହୋଇଛି ଗଜପତିଙ୍କ ଶ୍ରୀନଅରରୁ। ଶ୍ରୀକ୍ଷେତ୍ରରେ ଥିବା ସମସ୍ତ ଶକ୍ତି ପୀଠ ଗୁଡ଼ିକରେ ଏହି…

Strait of Hormuz:ହର୍ମୁଜରେ ଅଶୋଧିତ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ; ୫ ଭାରତୀୟ ଉଦ୍ଧାର

ନୂଆଦିଲ୍ଲୀ:ମଧ୍ୟ-ପୂର୍ବରେ ଉତ୍ତେଜନା ଏବେ ମଧ୍ୟ ଜାରି ରହିଛି। ଏଥି ମଧ୍ୟରେ ଶୁକ୍ରବାର ଦିନ ହର୍ମୁଜ ପ୍ରଣାଳୀ((Strait of Hormuz)ରେ କୁୱେତର ପତାକା ବହନ କରୁଥିବା ଏକ ତେଲ ବାହୀ ଜାହାଜ ଉପରେ ଏକ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା। ଏହି ଜାହାଜରେ ଥିବା ପାଞ୍ଚ ଜଣ ଭାରତୀୟ ନାବିକଙ୍କୁ…

ଏମ.ଏସ. ଧୋନିଙ୍କ ରେକର୍ଡ ସହ ସମକକ୍ଷ  ହେଲେ ରାହୁଲ

ନ୍ୟୁ ଚଣ୍ଡୀଗଡ଼:  ମୁଲ୍ଲାନ୍‌ପୁରରେ ଖେଳାଯାଉଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଏକଦିବସୀୟ ମ୍ୟାଚ୍‌ରେ କେ.ଏଲ୍. ରାହୁଲଙ୍କ ଚମତ୍କାର ଶତକ ବଳରେ ଭାରତ ୩୫୧/୭ ରନର ବିଶାଳ ସ୍କୋର ଛିଡ଼ା କରିଛି । ରାହୁଲ ମାତ୍ର ୮୭ ବଲ୍‌ରୁ ୧୦ଟି ଚୌକା ଓ ୬ଟି ଛକା ସହାୟତାରେ ଅପରାଜିତ ୧୨୯ ରନ୍‌ର ବିସ୍ଫୋରକ…

ନେସଲେର ‘ଲୋ ଫ୍ୟାଟ୍ ଡେରୀ ହ୍ୱାଇଟନ’ର ବିକ୍ରି ଉପରେ ରୋକ୍; କାହିଁକି ଅସୁରକ୍ଷିତ…

ନୂଆଦିଲ୍ଲୀ: ନେସଲେର 'ଲୋ ଫ୍ୟାଟ୍ ଡେରୀ ହ୍ୱାଇଟନ'ର ବିକ୍ରି ଉପରେ ରୋକ ଲଗାଇଲା FSSAI। ଏଥିସହିତ ଏହାକୁ ଅସୁରକ୍ଷିତ ବୋଲି ମଧ୍ୟ ବିବେଚନା କରିଛିମ ସୂଚନା ଅନୁଯାୟୀ, ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ର ନିର୍ଦ୍ଦେଶ ପରେ ଦିଲ୍ଲୀର ପ୍ରମୁଖ ପଞ୍ଚତାରକା ହୋଟେଲରୁ…

ପୁରୁଷ ହକିରେ ଭାରତୀୟ ଦଳକୁ ସ୍ୱର୍ଣ୍ଣ, ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ କ୍ୱାଲିଫାଏ

ନାଗୋୟା (ଜାପାନ): ଜାପାନର ଆଇଚି-ନାଗୋୟାଠାରେ ଚାଲିଥିବା ୨୦୨୬ ଏସିଆନ୍ ଗେମ୍ସର ପୁରୁଷ ହକି ଫାଇନାଲ୍‌ରେ ଭାରତୀୟ ଦଳ ଏକ ଚିତ୍ତାକର୍ଷକ ପ୍ରଦର୍ଶନ କରି ମଲେସିଆକୁ ୫-୧ ଗୋଲ୍‌ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି । ଏହି ସଫଳତା ସହ ଭାରତୀୟ ପୁରୁଷ ଦଳ ଲଗାତାର ଦ୍ୱିତୀୟ ଥର ପାଇଁ…

Shingles: କେବଳ ଚର୍ମ ରୋଗ ନୁହେଁ, ହୃଦୟ ଓ ମସ୍ତିଷ୍କକୁ କରିପାରେ ଆଟାକ୍

ବ୍ୟୁରୋ: ଦେଶ ଦେଖିଛି ଏମିତ ଏକ ମହାମାରୀ ଯାହା ଜୀବନ ଜିଇଁବାକୁ ତୁଛ କରିଦେଇଛି । କେତେ ମାନସିକ ଓ ଶାରିରୀକ ଭାବେ ଦୃଢ ଥିବା ଲୋକଙ୍କ ଜୀବନ ନେଇଥିଲା କରୋନା ଭାଇରସ୍ । ତାପରେ ଏବେ ଲୋକ ଅଂଟା ସଳଖି ଠିଆ ହେବାକୁ ଚେଷ୍ଟା କରୁଛନ୍ତି ସତ ହେଲେ କେବେ କେଉଁ ରୋଗରେ ଯେ କିଏ ମୃତ୍ୟୁବରଣ କରୁଛି…

ନଭେମ୍ବର ସୁଦ୍ଧା ଅଧ୍ୟାପକ ନିଯୁକ୍ତି ସମାପ୍ତ କରିବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ନଭେମ୍ବର ମାସର ପ୍ରଥମ ସପ୍ତାହ ସୁଦ୍ଧା ଅଧ୍ୟାପକ ପଦବୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରନ୍ତୁ ଏବଂ ମାସ ଶେଷ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ କରନ୍ତୁ। ଏନେଇ ଓଡ଼ିଶାର ରାଜ୍ୟପାଳ ହରି ବାବୁ କମ୍ଭମପତି ଶନିବାର ଦିନ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ ଗୁଡ଼ିକର କୁଳପତିମାନଙ୍କୁ…

ଆକ୍ସନ ମୋଡରେ କମିଶନରେଟ୍ ପୋଲିସ, ଦୁଷ୍କର୍ମ ଅଭିଯୁକ୍ତକୁ ଏନକାଉଂଟର

ଭୁବନେଶ୍ୱର: ଭୁବନେଶ୍ୱର: ରାଜଧାନୀର ଅପରାଧୀ ସାବଧାନ୍ । ଆକ୍ସନମୋଡରେ କମିଶନରେଟ୍ ପୋଲିସ । ଅପରାଧ କରିବାରୁ ଦୂରେଇ ରୁହନ୍ତୁ , ନଚେତ୍ ଖୋଜି ଖୋଜି ପୋଲିସ ଏଣିକି କରିବ ଅନସ୍ପଟ୍ ଫୈସଲା । ୩ଦିନ ତଳର ଦୁଷ୍କର୍ମ ମାମଲାକୁ ଏନକାଉଂଟରରେ ସାରିଲା ରାଜଧାନୀର ପୋଲିସ ଟିମ୍ । ନୟାପଲ୍ଲୀ ଅଂଚଳରେ…

ପେଟ୍ରୋଲ ୫ ଓ ଡିଜେଲ ମୂଲ୍ୟରେ ୩ ଟଙ୍କା ବୃଦ୍ଧି କଲା ଏହି କମ୍ପାନୀ…

ନୂଆଦିଲ୍ଲୀ: ଭାରତର ସର୍ବବୃହତ ଘରୋଇ ଇନ୍ଧନ ଖୁଚୁରା ବିକ୍ରେତା ନାୟାରା ଏନର୍ଜି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଉଲ୍ଲେଖନୀୟ ବୃଦ୍ଧି କରିଛି। କମ୍ପାନୀ ପେଟ୍ରୋଲ ମୂଲ୍ୟରେ ଲିଟର ପିଛା ୫ ଏବଂ ଡିଜେଲ ମୂଲ୍ୟରେ ଲିଟର ପିଛା ୩ ଟଙ୍କା ବୃଦ୍ଧି କରିଛି। ଆନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ଏବଂ…