Latest Odisha News

BREAKING NEWS

First Snowfall: ଆଖି ଯୁଆଡ଼େ ଚାହିଁବ…ସିଆଡ଼େ ମନ ମୋହିବ ଦୃଶ୍ୟ! କାଶ୍ମୀରର ଗୁରେଜ-ତୁଲାଇଲରେ ଋତୁର ପ୍ରଥମ…

ଶ୍ରୀନଗର: କାଶ୍ମୀରରେ ଶୀତ ଆସିବାର ଆଗୁଆ ସଙ୍କେତ ମିଳିଛି। ଉତ୍ତର କାଶ୍ମୀରର ବାନ୍ଦିପୋରା ଜିଲ୍ଲାର ଗୁରେଜ ଉପତ୍ୟକାର ଉଚ୍ଚ ଅଞ୍ଚଳରେ ଚଳିତ ଋତୁର ପ୍ରଥମ ବରଫବର୍ଷା ହୋଇଛି। ବରଫପାତ ପରେ ପୂରା ଅଞ୍ଚଳ ଧଳା ଚାଦରରେ ଢାଙ୍କି ହୋଇଯାଇଛି। ବୁଧବାର ଗୁରେଜର ଉଚ୍ଚ ପାହାଡ଼ିଆ ଅଞ୍ଚଳରେ ବରଫ…

UPIକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଲେ ପ୍ରତି ମାସରେ କେତେ ଟଙ୍କା ସଞ୍ଚୟ ହୋଇପାରିବ?

ନୂଆଦିଲ୍ଲୀ: UPI ଭାରତରେ ଟଙ୍କା କାରବାରକୁ ଏତେ ସହଜ କରିଦେଇଛି ଯେ ଲୋକମାନେ ଏବେ ପନିପରିବା ବିକ୍ରେତାଙ୍କଠାରୁ ଆରମ୍ଭ କରି ବଡ଼ ମଲ୍ ପର୍ଯ୍ୟନ୍ତ ସବୁଠି କେବଳ ଗୋଟିଏ କ୍ଲିକ୍‌ରେ ପେମେଣ୍ଟ କରୁଛନ୍ତି। ଏହି ସୁବିଧା ଯେତେ ଉପଯୋଗୀ, ସେତେ ଅପଯୋଗୀ ମଧ୍ଯ। କାରଣ ଏହା ଜାଣତରେ କିମ୍ବା ଅଜାଣତରେ…

ପୁରୀରେ ଖଜା ଦୋକାନରେ ଚଢ଼ାଉ

ଭୁବନେଶ୍ୱର: ପୁରୀ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ନିକଟରେ ଥିବା ଅନେକ ଖଜା ଦୋକାନରେ ଚଢ଼ାଉ କରିଛି। ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତି ନେଇ ମିଳିଥିବା ସୂଚନା ଆଧାରରେ ଗୁରୁବାର ଦିନ ଅଧିକାରୀମାନଙ୍କ ଦ୍ୱାରା ଏହି ଚଢ଼ଉ କରାଯାଇଥିଲା। ଖାଦ୍ୟ ସୁରକ୍ଷା, ଯୋଗାଣ ଓ ପୋଲିସ୍…

UPI ଶୁଳ୍କରୁ ମିଳିବ 15 ହଜାର କୋଟି! MDR ସମୀକରଣ ଚର୍ଚ୍ଚା

ନୂଆଦିଲ୍ଲୀ: ବର୍ଷ ବର୍ଷ ଧରି ମାଗଣା ଥିଲା ୟୁପିଆଇ ସେବା । ଏବେ ଏଥିରେ ଆସିଛି ବଡ ପରିବର୍ତନ । ୨ହଜାର ଟଙ୍କା ୟାଏଁ ନିଶୁଳ୍କ ଏବଂ ୨ହଜାର ଟଙ୍କାରୁ ଅଧିକ ମୂଲ୍ୟର କାରବାର ଉପରେ ଲାଗୁ ହେବାକୁ ଥିବା ୦.୪ ପ୍ରତିଶତ ଏମଡିଆର( ମରଚ୍ଚାଣ୍ଟ ଡିସକାଉଂଟ ରେଟ୍‌) ଭାରତର ସର୍ବାଧିକ ବ୍ୟବହୃତ ଡିଜିଟାଲ…

BJP MLA Turns Beggar: ୫ ହଜାର କୋଟିର ସମ୍ପତ୍ତି! ହାତରେ ଭିକ୍ଷା ଥାଳି; ଭିକାରୀ ସାଜିଲେ ବିଧାୟକ…

ମୁମ୍ବାଇ: ଦାମୀ କାର୍, ଚାରିପଟେ ସୁରକ୍ଷାକର୍ମୀ, ବଡ଼ ଘର ଓ କୋଟି କୋଟି ଟଙ୍କାର ସମ୍ପତ୍ତି। ଏସବୁ ହେଉଛି ମହାରାଷ୍ଟ୍ରର ବିଜେପି ବିଧାୟକ ପରାଗ ଶାହଙ୍କ ଜୀବନର ଏକ ପରିଚିତ ଚିତ୍ର। କିନ୍ତୁ ହଠାତ୍ ଏହି ସବୁ ପରିଚୟକୁ ପଛରେ ଛାଡ଼ି ସେ ପାଲଟିଗଲେ ଜଣେ ସାଧାରଣ ଭିକାରୀ। ହାତରେ ଭିକ୍ଷା ଥାଳି…

୫ ଓରାଙ୍ଗଉଟାନ୍‌ଙ୍କ ସ୍ୱାସ୍ଥ୍ୟ ନେଇ ବଡ଼ ଅପଡେଟ, ୩ ଜଣଙ୍କୁ ରକ୍ତହୀନତା…

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ଏକ ଜଙ୍ଗଲରୁ ଉଦ୍ଧାର କରାଯାଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନର କ୍ୱାରେଣ୍ଟାଇନ୍‌ରେ ରଖାଯାଇଥିବା ପାଞ୍ଚଟି ଶିଶୁ ଓରାଙ୍ଗଉଟାନ୍‌ଙ୍କ ମଧ୍ୟରୁ ୩ ଜଣଙ୍କୁ ରକ୍ତହୀନତା। ଏନେଇ ଚିଡ଼ିଆଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଚିଡ଼ିଆଖାନା ଦ୍ୱାରା ଜାରି…

ରାଜଧାନୀରେ ବୁଲୁଛି ଦନ୍ତା…

ଭୁବନେଶ୍ୱର: ରାଜଧାନୀର ଉପକଣ୍ଠ ଅନ୍ଧାରୁଆ ନିକଟରେ ଏକ ଆହତ ହାତୀ ଆତଙ୍କ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ସକାଳୁ ଅନ୍ଧାରୁଆ ଗ୍ରାମ ନିକଟ ଭରତପୁର-ଚନ୍ଦକା ମୁଖ୍ୟ ରାସ୍ତାରେ ଏହି ଆହତ ଦନ୍ତା ହାତୀଟି ବୁଲୁଥିବାର ଦେଖିବାକୁ ମିଳିଛି। ଦୁଇ ଦିନ ପୂର୍ବେ ଭରତପୁର ସଂରକ୍ଷିତ ଜଙ୍ଗଲ ଭିତରେ…

ପ୍ରେମିକା ଘର ଆଗରେ ଜଳିଗଲା ପ୍ରେମିକ…

ଦେବଗଡ଼: ଦେବଗଡ଼ ଜିଲ୍ଲା ଅନ୍ତର୍ଗତ ରିଆମାଳ ଗ୍ରାମରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ୨୮ ବର୍ଷୀୟ ଯୁବକଙ୍କୁ କେହି ତାଙ୍କ ପ୍ରେମିକାଙ୍କ ଘର ବାରଣ୍ଡାରେ ଜାଳି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ବାବରାକୋଟ ଗ୍ରାମର ସିଲୁ ରାୟ ବୋଲି ଚିହ୍ନଟ କରାଯାଇଛି। ସୂଚନା…

ଭାରତ ଉପରେ ପଡ଼ିବ ବୋଝ; ୧୦୦% ଟାରିଫ୍ ଲଗାଇପାରେ ଆମେରିକା!

ନୂଆଦିଲ୍ଲୀ: ଆମେରିକାର ପ୍ରତିନିଧି ସଭା ରୁଷ ଉପରେ କଠୋର କଟକଣା ଲଗାଇବା ପାଇଁ ଏକ ବିଲ୍ ପାସ୍ କରିଛି। ଏହି ବିଲ୍ ଟ୍ରମ୍ପ ପ୍ରଶାସନକୁ ରୁଷ ତେଲ ଏବଂ ଗ୍ୟାସ୍ କ୍ରୟ କରୁଥିବା ଶ୍ରେଷ୍ଠ ପାଞ୍ଚଟି ଦେଶ ଉପରେ ୧୦୦% ପର୍ଯ୍ୟନ୍ତ ଶୁଳ୍କ ଲଗାଇବାକୁ କ୍ଷମତା ଦେବ। ଖାସକରି ରୁଷ ଠାରୁ ତେଲ ଓ…

ପୁଣି ଟାରିଫ୍ ଲଦିବ କି ଆମେରିକା ? US ହାଉସରେ ପାସ୍ ହେଲା ରୁଷ ସାଙ୍କସନ୍‌ ବିଲ୍‌

ଆମେରିକା: ଆମେରିକାର ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସ ରେ ଏକ ବଡ଼ ଧରଣର ରୁଷ ପ୍ରତିବନ୍ଧକ ବିଲ୍‌ ୨୬୨-୧୫୯ ଭୋଟ୍‌ରେ ଗୃହୀତ ହୋଇଛି। ଏହି ନୂଆ ବିଲ୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସେହିସବୁ ଦେଶଗୁଡ଼ିକ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଇବାର କ୍ଷମତା ଦେଇଛି,…