୩ ବର୍ଷ ଯାଏ ବଢ଼ିବ ନାହିଁ ରାଜ୍ୟରେ ବିଦ୍ୟୁତ ଦର: ଶକ୍ତିମନ୍ତ୍ରୀ
ଭୁବନେଶ୍ୱର: ଆଗାମୀ ୩ ବର୍ଷ ଯାଏ ରାଜ୍ୟରେ ବଢ଼ିବ ନାହିଁ ବିଦ୍ୟୁତ ଦର। ବିଭିନ୍ନ ଗଣମାଧ୍ୟମରେ ଦର ବୃଦ୍ଧି ନେଇ ଯେଉଁ ଖବର ପ୍ରସାରଣ ହେଉଛି ସେଥିରେ କୌଣସି ସତ୍ୟତା ନାହିଁ। ଏମିତିକି ରାଜ୍ୟ ସରକାର ମଧ୍ୟ ବିଦ୍ୟୁତ ଦର ବୃଦ୍ଧି କରିବାକୁ ଚାହୁଁ ନାହାନ୍ତି ବୋଲି ଶକ୍ତିମନ୍ତ୍ରୀ ପ୍ରତାପ ଦେବ…