ରାଜଧାନୀରେ ଡେଙ୍ଗୁ ଆତଙ୍କ, ହଟସ୍ପଟ ପାଲଟିଛି ଏହି ସବୁ ଅଞ୍ଚଳ
ଭୁବନେଶ୍ୱର: ମୌସୁମୀ ଆଗମନ ସାଙ୍ଗକୁ ଓଡ଼ିଶାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୨୯ ତାରିଖ ସୁଦ୍ଧା ୧୭୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର…