Latest Odisha News

BREAKING NEWS

ଭାଷା ଭାଗବତ : ବିବେକ ହୁଏ ମୂକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମୂଲ୍ୟ ନ ନେଇ ସେବା କଲେ ଅବଶ୍ଯ କର୍ମଫଳ ମିଳେ ସେହି ଫଳର ନାମ ତୃପ୍ତି ଅର୍ଜଇ ସେବାକାରୀ ବ୍ୟକ୍ତି ଅନେକ ସେବାଦାୟୀ ସଂସ୍ଥା କଲେଣି ଯେପରି ବ୍ୟବସ୍ଥା ତହିଁରୁ ସେବା ପ୍ରତି ଆସ୍ଥା ପ୍ରଘଟ କରେନି ଜନତା ସେବା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସ୍ୱରୂପ ବା ପୂର୍ବ ସ୍ୱରୂପ ଶ୍ରୀ ନୀଳମାଧବଙ୍କ ବିଷୟରେ କିଛି ତଥ୍ୟ ଉପସ୍ଥାପନା କରିବା ପରେ, ଆଜି ଜାଣିବା ତାଙ୍କ ମନ୍ଦିରରେ ପ୍ରଚଳିତ ରୀତିନୀତି ଓ ପୂଜା…

ଚାଇନାକୁ ଘାରିଛି କରୋନା ଚିନ୍ତା, ମୁହଁ ଖୋଲିଲେ ରାଷ୍ଟ୍ରପତି ଜିନପିଙ୍ଗ୍

ବେଜିଂ: ଚାଇନାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି। ସ୍ଥିତି ବେକାବୁ ହୋଇଛି। ସ୍ଥିତି ଏପରି ଯେ ହସ୍ପିଟାଲରେ ରୋଗୀଙ୍କ ଲମ୍ବା ଲାଇନ୍ ଲାଗିଛି। ଏହାରି ଭିତରେ ପ୍ରଥମ ଥର ପାଇଁ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ କରୋନାରେ ପରିସ୍ଥିତିକୁ ନେଇ ନୀରବତା ଭାଙ୍ଗିଛନ୍ତି। ସି…

ସ୍କୁଲରେ ଆନିମେସନ୍, ଭିଜୁଆଲ୍ ଇଫେକ୍ଟ, ଖେଳ ଏବଂ ବ୍ୟଙ୍ଗ ପାଠ୍ୟକ୍ରମ ପାଠପଢ଼ାଯିବ!

ନୂଆଦିଲ୍ଲୀ: ଆନିମେସନ୍, ଭିଜୁଆଲ୍ ଇଫେକ୍ଟସ୍, ଗେମିଂ ଏବଂ କମିକ୍ସ (AVGC)ର ଚାହିଦା ବିଶ୍ବ ବଜାରରେ ବଢୁଛି। ଏଥିପାଇଁ ଭାରତ ପ୍ରସ୍ତୁତ ହେଉଛି। ଏହି କ୍ଷେତ୍ରରେ ସମ୍ଭାବ୍ୟ ଅନୁସନ୍ଧାନ ପାଇଁ ଗଠିତ AVGC ଟାସ୍କ ଫୋର୍ସ କେନ୍ଦ୍ର ସରକାରଙ୍କୁ ଏହାର ରିପୋର୍ଟ ଦାଖଲ କରିଛି। ଏଥିରେ, ସମ୍ପୃକ୍ତ…

ଅଭ୍ୟାସ ମ୍ୟାଚ: ଭାରତୀୟ ଜୁନିୟର ହକି ଟିମ ୧୧-୨ ଗୋଲରେ ବିଜୟୀ

ରାଉରକେଲା: ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଦ୍ୱିତୀୟ ଅଭ୍ୟାସ ମ୍ୟାଚ। ଭାରତୀୟ ଜୁନିୟର ହକି ଟିମ ୧୧-୨ ଗୋଲରେ ବିଜୟୀ।ବିଶ୍ୱକପ ପୂର୍ବରୁ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମଠାରେ ଅଭ୍ୟାସ ମ୍ୟାଚ ଚାଲିଛି। ସୋମବାର ଭାରତୀୟ ଜୁନିୟର ହକି ଟିମ ଏବଂ ଦକ୍ଷିଣ କୋରିଆ ଜୁନିୟର ହକି ଟିମ ସହ…

ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୬ ଗୁରୁତର

ଭଦ୍ରକ: ଗୋଷ୍ଠୀ ସଂଘର୍ଷ ଯୋଗୁଁ ପ୍ରାୟ ୬ ଜଣ ଗୁରୁତର ହୋଇଛନ୍ତି। ଜମି ବିବାଦରୁ ଏହି ଗୋଷ୍ଠୀ ସଂଘର୍ଷ ହୋଇଥିବା ସୂଚନା ରହିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ହବିବ ନଗରରେ। ସନ୍ଧ୍ୟାରେ ଜମି ବାଡିକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଦେଖାଦେଇଥିଲା। ଏହାପରେ ପ୍ରବଳ ଯୁକ୍ତିତର୍କ…

କେନ୍ଦ୍ରାପଡା ସ୍କୁଲରେ ଭାରତ ଜି-୨୦ ବିଷୟରେ ‘ଆମେ ପ୍ରୟାସ’ ସଂଗଠନର ପ୍ରତିଯୋଗିତା, ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ

କେନ୍ଦ୍ରାପଡା: ଭାରତ ଜି-୨୦ କଥାବସ୍ତୁକୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିବା ପାଇଁ ଶିକ୍ଷାନୁଷ୍ଠାନ, ସାମାଜିକ ସଂଗଠନ ସମେତ ବିଭିନ୍ନ ଅନୁଷ୍ଠାନକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍…

ଝିଅର ଆପତ୍ତିଜନକ ଭିଡିଓ ସେୟାର ନକରିବାକୁ କହିବାରୁ ବିଏସଫ ଯବାନଙ୍କୁ ହତ୍ୟା !

ଅହମଦାବାଦ: ଗୁଜରାଟର ନାଡିଆଦ ଜିଲ୍ଲାରେ ଜଣେ ବିଏସଏଫ ଯବାନଙ୍କୁ ହତ୍ୟା। ସୋଶିଆଲ ମିଡିଆରେ ତାଙ୍କ ଝିଅର ଏକ ଆପତ୍ତିଜନକ ଭିଡିଓ ସେୟାର ହେଉଥିବାରୁ ଏପରି ନକରିବାକୁ ଜଣଙ୍କ ଘରକୁ ମନା କରିଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ପ୍ରତିପକ୍ଷ ଲୋକ ବାଡିରେ ଆକ୍ରମଣ…

ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ ତୁଳନା କଲେ ବରିଷ୍ଠ କଂଗ୍ରେସ ନେତା

ନୂଆଦିଲ୍ଲୀ: କଂଗ୍ରେସ ନେତା ସଲମାନ ଖୁର୍ସିଦ କହିଛନ୍ତି ଯେ ରାହୁଲ ଗାନ୍ଧୀ ଜଣେ ଯୋଗୀ । ସେ ଏବେ 'ତାପସ୍ଯା' କରୁଛନ୍ତି ତାଙ୍କ ଉଦ୍ଦେଶ୍ୟରେ ସଫଳ ହେବା ପାଇଁ। ଏହା କହିଛନ୍ତି କଂଗ୍ରେସ ନେତା ସଲମାନ ଖୁର୍ସିଦ। କଂଗ୍ରେସର ଭାରତ ଯୋଡ଼ ଯାତ୍ରାର ଯୋଜନା ଏବେ ଟିକିଏ ବଦଳିଛି। ଏହି ଯାତ୍ରାର…

ଶ୍ରୀମନ୍ଦିର ଭିତରେ ବେହୋସ ପଡ଼ିଲେ ମୟୂରଭଞ୍ଜର ଏକ ସ୍କୁଲର ୬ ଛାତ୍ରୀ

ପୁରୀ: ଶ୍ରୀମନ୍ଦିରର ବାଇଶି ପାହାଚରେ ସୋମବାର ସନ୍ଧ୍ୟାରେ ପାଟିତୁଣ୍ଡ ଭଳି ପରିସ୍ଥିତି ଉପୁଜିବା ପରେ ୬ ଜଣ ଛାତ୍ରୀ ଅଚେତ ହୋଇଥିବା ସୂଚନା ମିଳିଛି। ସମସ୍ତ ଅସୁସ୍ଥ ମୟୂରଭଞ୍ଜ ହୃଦାନନ୍ଦ ଉଚ୍ଚ ବିଦ୍ୟାଳୟର ଛାତ୍ରୀ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏ ସମସ୍ତଙ୍କୁ ଭର୍ତ୍ତି କରାଯାଇଛି।…