ବଡ଼ ଧରଣର ଅନୁପ୍ରବେଶ ପଣ୍ଡ: ସେନା ଗୁଳିରେ ୪ ପାକିସ୍ତାନୀ ଆତଙ୍କବାଦୀ ସଫା
ଶ୍ରୀନଗର: ପାକିସ୍ତାନ ଅଧିକୃତ କାଶ୍ମୀର ସୀମା ଦେଇ ଭାରତ ଭିତରକୁ ପ୍ରବେଶ କରିବାକୁ ଚାହୁଁଥିବା ୪ ଆତଙ୍କବାଦୀଙ୍କୁ ଗୁଳି କଲା ସେନା। ସପ୍ତାହ ଭିତରେ ଏହାକୁ ମିଶାଇ ଦୁଇଟି ବଡ଼ ଅନୁପ୍ରବେଶକୁ ପଣ୍ଡ କରିଛନ୍ତି ଜାମ୍ମୁ-କାଶ୍ମୀର ପୁଲିସ ଓ ଭାରତୀୟ ସେନା।
ଶୁକ୍ରବାର କୁପୱାରା ଜିଲ୍ଲାରେ ୪…