ଭିନ୍ନମୋଡ଼ ନେଲା ଚୌଦ୍ୱାର ଡ଼ବଲ୍ ଏନକାଉଣ୍ଟର୍; ଅପରାଧୀଙ୍କ ପ୍ରେମିକା ମଧ୍ୟ ଗ୍ୟାଙ୍ଗରେ ସଂପୃକ୍ତ !
କଟକ: ଚୌଦ୍ୱାର ପୋଲିସ ଦ୍ୱାରା ୨୪ ଘଣ୍ଟା ମଧ୍ୟରେ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ଏନକାଉଣ୍ଟର୍ ମାଧ୍ୟମରେ ଏନକାଉଣ୍ଟର୍ କରି ଗିରଫ କରାଯାଇଥିଲା । ଗିରଫ ହୋଇଥିବା ଏହି ଅପରାଧୀମାନଙ୍କ ମଧ୍ୟରୁ ଜଣେ ଅପରାଧୀଙ୍କ ପ୍ରେମିକା ସମେତ ୩ ଜଣ ପରିବାର ସଦସ୍ୟଙ୍କୁ ସୋମବାର ଦିନ ଗିରଫ କରିଛି କମିଶନରେଟ…