କବିତା : ସାର୍ଥକ ଜନମ
ନିରୁପମା ପତି
ଶୀତ ଆଗମନେ ନିର୍ମଳ ଗଗନେ
ସ୍ବାଗତ କରୁଛି ଧରା,
ପଲ୍ଲବେ ନିହାର ମୁକ୍ତାର ଶିଶିର
ଇନ୍ଦ୍ରଧନୁ ସାଜି ପରା ।।
କୁସୁମେ ଶୋଭିତ ଫଲ୍ଗୁରେ ମୋହିତ
ଚାନ୍ଦିନୀ ପରଶ ପାଇ,
ଆଶାର କୋଣାର୍କ ଗଢ଼ି ଯିବା ଆଜି
ସମ୍ପର୍କର ସାଥୀ ହୋଇ ।।
ଶାନ୍ତି,ପ୍ରୀତି, ମୈତ୍ରୀ ଏକତାର…