Modi bowing down: ଆଜିଠୁ ବଙ୍ଗ ବିଜେପି ଗଡ, ଆଣ୍ଠୁ ମାଡି ବଙ୍ଗବାସୀଙ୍କୁ ମୁଣ୍ଡିଆ ମାରିଲେ ମୋଦି
କୋଲକାତା: ଆଜି ଭାରତୀୟ ଜନତା ପାର୍ଟି ବିଜେପି ପାଇଁ ଏକ ଐତିହାସିକ ଦିନ । ପ୍ରଥମ ଥର ପାଇଁ ସ୍ବାଧୀନତା ପରେ ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ ହୋଇଛି । ବିଦାୟ ନେଇଛନ୍ତି ମମତା ଦିଦି। ଶୁଭେନ୍ଦୁ ଦାଦାଙ୍କ ହାତକୁ ଆସିଛି ବଙ୍ଗ ଶାସନ । ଶନିବାର ବିଜେପିର ପ୍ରଥମ ସରକାରର ଶପଥ ଗ୍ରହଣ ଉତ୍ସବ…