ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢା ବୁଲିବା ଅବସରରେ ଆମେ ପହଞ୍ଚିଯାଇଛେ। ଶ୍ରୀ ବେଢାକାଳୀଙ୍କ ପାଖରେ କେହି କେହି ମାଙ୍କୁ "ଭଦ୍ରକାଳୀ "ଅବା କେହି "ଗୁହ୍ୟକାଳୀ "ଭାବରେ…