ଭାରତର ଭୟଙ୍କର ରେଲୱେ ଷ୍ଟେସନ
ନୂଆଦିଲ୍ଲୀ: ଭାରତରେ ଏପରି କେତୋଟି ରେଲୱେ ଷ୍ଟସନ ଅଛି ଯେଉଁଠାରେ ଅସମାନ୍ୟ ଗତିବିଧି ଦେଖିବାକୁ ମିଳିଥାଏ । ଏପରିକି ଏହି ଷ୍ଟେସନରେ ଭୂତ ରହିଥାଏ ବୋଲି ଲୋକଙ୍କ ଅନ୍ଧ ବିଶ୍ୱାସ ରହିଛି ।
ବଡୋଗୋ ଷ୍ଟେସନ: ହିମାଚଳ ପ୍ରଦେଶର ସୋଲନ ଜିଲ୍ଲାରେ ବଡୋଗୋ ଷ୍ଟେସନ ରହିଛି । ପ୍ରାକୃତିକ…