ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୫୨)
ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ରୋହାନ୍ ଓ ସିଡ଼୍ଙ୍କ ସୁଇଟ୍କୁ ଦେଖି ଆଶ୍ଚର୍ଯ୍ୟ ଚକିତ ବୀରା କହିଲା, “ମୁଁ ସବୁଦିନ ଏ ଜାହାଜ ଭିତରକୁ ଆସିଲେ ବି ଏମିତି ଗୋଟେ ବିଶାଳ ସୁଇଟ୍ ସହ ଏକାବେଳେକେ ପରିଚିତ ହୋଇପାରିବିନି ।” ସମୀରା ବି ମୁଣ୍ଡ ହଲେଇ…