Latest Odisha News

BREAKING NEWS

ଅସହ୍ୟ ହେଲା ପାରିବାରିକ ଅଶାନ୍ତି; ତିନି ସନ୍ତାନଙ୍କ ସହ କୂଅକୁ ଡେଇଁପଡିଲେ ମା’

ବ୍ରହ୍ମପୁର: ଅସହ୍ୟ ହୋଇଥିଲା ପାରିବାରିକ ଅଶାନ୍ତି  । ସବୁ କଷ୍ଟକୁ ଆଖିବୁଜି ସହିଯାଉଥିଲା ମା’  କେବଳ ପିଲାଙ୍କ ମୁହଁକୁ ଚାହିଁ । ହେଲେ ଅଶାନ୍ତି ପାଖରେ ଜୀବନ ଯେତେବେଳେ ତୁଚ୍ଛ ଲାଗିଲା ନେଇଥିଲେ ଚରମ ନିଷ୍ପତ୍ତି । ୩ ପୁଅ ଝଅଙ୍କ ସହ ଡେଇଁ ପଡିଥିଲେ କୂଅକୁ । ହେଲେ ଭାଗ୍ୟର ବିଡମ୍ବନା…

ସିସୋଦିଆଙ୍କ ଜାମିନ ଆଦେଶ ଉପରେ ଶୁଣାଣି କରିବେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀରେ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଜେଲରେ ଅଛନ୍ତି। ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଅର୍ଥାତ୍ ଇଡି ଏହି ଘଟଣାର ତଦନ୍ତ ଜାରି ରଖିଛି। ସେପଟେ ଆଜି ଅପରାହ୍ନ ୨.୩୦ରେ ସିସୋଦିଆଙ୍କ ଜାମିନ ଆଦେଶ ଉପରେ ଦିଲ୍ଲୀ ହାଇକୋର୍ଟ ରାୟ ଘୋଷଣା…

ଅଟଲୀଙ୍କ ଫିଲ୍ମରେ ବରୁଣ, ଆସନ୍ତା ବର୍ଷ ମେ ୩୧ରେ ହେବ ରିିଲିଜ

ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ଫିଲ୍ମ ମେକର୍ସ ଅଟଲୀ କୁମାର ଏବେ ଶାହାରୁଖ ଖାଁ ଯବାନ ଅଭିନୀତ ଫିଲ୍ମ ନେଇ ଚର୍ଚ୍ଚାରେ ଅଛନ୍ତି । ଇତି ମଧ୍ୟରେ ଅଟଲୀଙ୍କ ଆଗାମୀ ଫିଲ୍ମ ସମ୍ପର୍କରେ ଅପଡେଟ ଆସିଛି । ଏହି ଆକ୍ସନ ଡ୍ରାମାରେ ବରୁଣଙ୍କୁ ମୂଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମର ନାମ…

ଲୁଟେରାଙ୍କଠୁ ବର୍ତ୍ତି ପାରିଲେନି IPS: ବିଚ୍ ରସ୍ତାରୁ ଟଙ୍କା ଓ ସୁନା ଛଡ଼ାଇ ନେଲେ ଦୁର୍ବୃତ୍ତ…

ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରେ ମାତିଛନ୍ତି ଲୁଟେରା । ଆଉ ଲୁଟେରାଙ୍କ କବଳରୁ ବର୍ତ୍ତି ପାରିଲେନି ଖୋଦ୍ IPSଙ୍କ ପରିବାର । ଗତକାଲି ରାତିରେ ଲୁଟର ଶିକର ହୋଇଛନ୍ତି IPS ସାଗରିକା ନାଥଙ୍କ ବାପା ଓ ମା । ଗତକାଲି ବିଳମ୍ବିତ ରାତିରେ ଘାଟିକିଆ ରାସ୍ତାରେ ଲୁଟର ଶିକାର ହୋଇଛନ୍ତି IPS…

ବଢିଲା ଏଲପିଜି ସିଲିଣ୍ଡରର ଆମଦାନୀ ଶୁଳ୍କ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଘରୋଇ ଏଲପିଜି ସିଲିଣ୍ଡର ଉପରେ କେନ୍ଦ୍ର ସରକାର ଆମଦାନୀ ଶୁଳ୍କ ବୃଦ୍ଧି କରିଛନ୍ତି। ଏହାକୁ ସିଧାସଳଖ ୫ ପ୍ରତିଶତରୁ ୧୫ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏହା ଉପରେ ବର୍ତ୍ତମାନ କୃଷି ଭିତ୍ତିଭୂମି ଏବଂ ବିକାଶ ସେସ୍ (ଏଆଇଡିସି) ଲାଗୁ କରାଯିବ। ଏଲପିଜି ସିଲିଣ୍ଡର…

ଆପଣ ଖାଦ୍ୟରେ ପାନମଧୁରି ବ୍ୟବହାର କରନ୍ତି କି? ଜାଣନ୍ତୁ କଣ ଏହାର ଉପାଦେୟତା…

ପାନମଧୁରୀ.. ଯିଏ ଖାଇଛି ସିଏ ଜାଣିଛି ତା’ର ମଧୁରତା ।  ସ୍ୱାଦ ଯେମିତି ସୁବାସ ସେମିତି । କେତେ ବେଳେ ଖାଦ୍ୟରେ ତ କେତେବେଳେ ପାନୀୟ ବ୍ୟବହାର କରାଯାଇଥାଏ ପାନମଧୁରୀ । କେତେବଳେ ପୁଣି ମାଉଥଫ୍ରେସ ପାଇଁ ଖୋଜା ପଡିଥାଏ ପାନମଧୁରୀ । ଏମିତି ଲୋକ ଅଛନ୍ତି ଯିଏ  ଦୈନନ୍ଦିନ ଖାଦ୍ୟ ଓ ପାନୀୟରେ…

ଜାମୁକୋଳି ମଞ୍ଜୀରୁ ଦୁର ହେବ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା, ଜାଣନ୍ତୁ କିପରି….

ଜାମୁକୋଳି ପ୍ରାୟ ସମସ୍ତଙ୍କ ପ୍ରିୟ ଫଳ । ବର୍ଷା ଋତୁ ଆସିଲେ ରାସ୍ତା କଡ଼ରେ ଦେଖିବାକୁ ମିଳେ ଜାମୁକୋଳିର ପସରା ।  ଏହା ଏକ ଋତୁକାଳୀନ ଫଳ । ଏହି ଋତୁରେ ଜାମୁକୋଳି ପ୍ରଚୁର ପାରିମାଣର ଉପଲବ୍ଧ ଥାଏ । କିନ୍ତୁ ଦେଖାଯାଏ ଯେ ଅନେକ ଲୋକ ଜାମୁକୋଳି ଖାଇବା ପରେ ତାର ମଞ୍ଜିକୁ ଅଦରକାରୀ ଭାବି…

ଭାରତରେ ସର୍ବାଧିକ ହୋମ ଲୋନ୍ ନେଉଛନ୍ତି ଲୋକେ: ଆରବିଆଇ ରିପୋର୍ଟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ରିଅଲ୍ ଇଷ୍ଟେଟ୍ କ୍ଷେତ୍ରରେ ଯେକୌଣସି ଦେଶର ଆର୍ଥିକ ସ୍ଥିରତା ଏବଂ ସାଧାରଣ ଲୋକଙ୍କ ଅଗ୍ରଗତିର ଏକ ପ୍ରମୁଖ ମାପ ଅଟେ। ଗତ ଦଶନ୍ଧି ମଧ୍ୟରେ ଭାରତର ରିଅଲ୍ ଇଷ୍ଟେଟ୍ କ୍ଷେତ୍ର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ରିଜର୍ଭ ବ୍ୟାଙ୍କର ରିପୋର୍ଟ ଦ୍ୱାରା ଏହା ପ୍ରମାଣିତ…

ଓଡ଼ିଶା ରିଅଲ୍ ଇଷ୍ଟେଟ୍ ଅପେଲେଟ୍ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ହେଲେ ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶା ରିଅଲ ଇଷ୍ଟେଟ୍ ଅପେଲେଟ୍ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ହେଲେ ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ ଓଡ଼ିଶା ରିଅଲ ଇଷ୍ଟେଟ୍ ଅପେଲେଟ୍ ଟ୍ରିବ୍ୟୁନାଲ (OREAT)ର ନୂଆ ଅଧ୍ୟକ୍ଷ ଭାବେ ଯୋଗ ଦେଇଛନ୍ତି। ୨୦୧୯…

କବିତା : ସ୍ୱପ୍ନର ସଂସାର

ପ୍ରସେନଜିତ ସେଠୀ ମୁଁ ଶୋଇଯାଏ ଆପଣାର ଶେଯଟିଏ ପାରି ରାତ୍ରିର ଘୋର ଅନ୍ଧକାରେ କୋଠରୀରେ ଏକା ଏକା କ୍ଳାନ୍ତ ଆଳସ୍ୟ ଶରୀରରେ ନିଦ୍ରା ଦେବୀଙ୍କ ଆଗମନ। ନିଦ୍ରା ଯେବେ ହୋଇଯାଏ ଘୋର, ଟିକିଏ ଜଟିଳ ଆହାଃ କି ଆନନ୍ଦ! ସ୍ୱପ୍ନର ଘର ଖୋଲିଦିଏ ପ୍ରତିଟି ଦୁଆର କରିଦିଏ ମୋତେ ଆପଣାର…