Latest Odisha News

BREAKING NEWS

ଦର୍ଶକଙ୍କ ଅପେକ୍ଷା ଶେଷ, ଘୋଷଣା ହେଲା ଫିଲ୍ମ ‘ଜୱାନ’ର ରିଲିଜ ତାରିଖ

ମୁମ୍ବାଇ: ଶାହରୁଖ ଖାନଙ୍କ ଫିଲ୍ମ 'ଜୱାନ'କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଫିଲ୍ମ 'ପଠାନ' ଦେଖିବା ପରେ ପ୍ରଶଂସକମାନେ ଶାହାରୁଖ ଖାନଙ୍କୁ ପୁଣିଥରେ ଦେଖିବାକୁ ଆଗ୍ରହୀ ଅଛନ୍ତି। ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଶାହରୁଖ ଖାନଙ୍କ କେମିଷ୍ଟ୍ରି ଦେଖିବାକୁ ବହୁତ ଭଲ।…

ସାବତ ମା’ର ଏସିଡ ମାଡ ଶରୀରକୁ କୁରୂପ କରିଦେଲା, ତଥାପି ଜୀବନ ଯୁଦ୍ଧରେ ଚମକୁଛନ୍ତି ରୂପା

ଉତ୍ତରପ୍ରଦେଶ: ମା, କେତେ ମିଠା ଶବ୍ଦଟିଏ । ସନ୍ତାନ ପାଇଁ ମା’ ର ମନ ସବୁବେଳେ ବ୍ୟାକୁଳ । ସନ୍ତାନର ଶୁଭ ମନାସି ମା କରେ କେତେ ପୁଜା ପାଠ । ଆଉ ଯେତେବେଳେ ସେଇ ମା ସ୍ନେହ ମମତା ଭୁଲି ରାକ୍ଷାସି ପାଲଟି ଯାଏ ସେତେବେଳେ ଗୋଟେ ସନ୍ତାନ ପାଇଁ ତାର ପୁରା ପୃଥିବୀ ନିଷ୍ତବ୍ଦ ହୋଇଯାଏ । କ୍ରୋଧର…

ନାହିଁ ନାହିଁ ରେ ଚାଲିଛି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ହଇରାଣ ରେ ଚାଷୀ

ନୂଆପଡା: ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ଅର୍ମେଲା କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ପ୍ରତି ଜଳ ସମ୍ପଦ ବିଭାଗର ଅଣଦେଖା । ପ୍ରକଳ୍ପ ମରାମତି କାମ ବନ୍ଦ ହୋଇ ପଡ଼ିଥିବାରୁ ଧୀରେ ଧୀରେ ଡ୍ୟାମ ପୋତି ହେବାକୁ ବସିଲାଣି । କେନାଲ ଭାଙ୍ଗି ପଡ଼ିଥିବାରୁ ସେପଟେ ହଇରାଣରେ ଚାଷୀ । ଅଭିଯୋଗ ସତ୍ତ୍ୱେ…

ପିଓକେରେ ଷଡଯନ୍ତ୍ର ରଚୁଛି ପାକିସ୍ଥାନ: ଛୋଟ ପିଲାଙ୍କୁ ଅପହରଣ କରି ଦେଉଛି ଆତଙ୍କୀ ତାଲିମ

ଇସଲାମବାଦ: ଆତାଙ୍କବାଦର ପୁଷ୍ଠପୋଷକ ସାଜିଛି ପାକିସ୍ତାନ । ବିଭିନ୍ନ ପ୍ରଲୋଭନ ଦେଖାଇ ଏଇ ଘୃଣ୍ୟ କାମରେ ଯୁବଗୋଷ୍ଠୀକୁ ସାମିଲ କରୁଥିଲା । ଏବେ ଛୋଟ ପିଲାଙ୍କୁ ବି ଛାଡିନି ।  ପାକ ଅଧିକୃତ କଶ୍ମୀରରେ ଛୋଟ ଛୋଟ ପିଲାମାନଙ୍କୁ ଜବରଦସ୍ତ ଆତଙ୍କବାଦୀ ସଜାଇବାର ଷଡଯନ୍ତ୍ର ଚାଲିଛି ।…

ଚାଲିଥିଲା ମୋଟା ଅଙ୍କର ଡିଲ୍, ମାଡି ବସିଲା ବନ ବିଭାଗ ଟିମ୍

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଅଧିକାରୀଙ୍କୁ ମିଳିଛି ବଡ ସଫଳତା । ବିଶେଷ ସୂତ୍ରରୁ ଖବର ପାଇବା ପରେ ଗତକାଲି ସକାଳେ ଯଶିପୁର ରାଇରଙ୍ଗପୁର ରାସ୍ତା ଜାମୁକେଶ୍ୱର ଅଞ୍ଚଳରୁ ୪ଟି ମୂଲ୍ୟବାନ ହାତୀ ଦାନ୍ତ ସହ ୫ ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ । ସମସ୍ତ…

ଅତିରିକ୍ତ ଉପ ଜିଲ୍ଲାପାଳଙ୍କ ଘରୁ ପୁଣି ମିଳିଲା ଆଉ ୩ ପ୍ଲଟ, କୋଟଏରୁ ଅଧିକ ଟଙ୍କା

ଭୁବନେଶ୍ୱର: ସରୁନି ସମ୍ପତ୍ତି ତାଲିକା । ଯେତେ ଖୋଳିଲେ ସେତେ ବାହାରୁଛି । ଘରୁ ବାହାରୁଛି ପୁଳା ପୁଳା ଟଙ୍କା, ସୁନା ଆଉ ଜମି । ନବରଙ୍ଗପୁର  ଅତିରିକ୍ତ ଜିଲ୍ଲାପାଳଙ୍କ ଘରୁ ପୁଣି ଠାବ ହୋଇଛି ଆଉ ୩ ପ୍ଲଟ ।   ଭୁବନେଶ୍ୱରରେ ଗୋଟିଏ ଭଦ୍ରକରେ ଦୁଇଟି ବେନାମୀ ପ୍ଲଟ ଠାବ କରିଛି ଭିଜିଲାନ୍ସ ।…

ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଉଡ଼ିଲା ଡ୍ରୋନ୍, ଆକ୍ସନ୍ ମୋଡରେ ଏସପିଜି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଲ୍ଲୀସ୍ଥିତ ବାସଭବନ ଉପରେ ଉଡିଲା ଡ୍ରୋନ୍। ଆକ୍ସନ ମୋଡରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଅଧୀନରେ ନିୟୋଜିତ ଏସପିଜି। ଏନେଇ ଆଜି ସକାଳ ୫.୩୦ରେ ଏସପିଜି ପୋଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ଫୋର୍ସ ବରିଷ୍ଠ ଅଧିକାରୀଙ୍କ ସହ…

ଆଇଏସଆଇଏସର ଗତିବିଧି ନେଇ ରାଜ୍ୟର ୫ଟି ସ୍ଥାନରେ ଏନଆଇଏର ଚଢାଉ

ମୁମ୍ବାଇ: ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଏନଆଇଏ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆତଙ୍କବାଦୀର ଗତିବିଧିକୁ ଲକ୍ଷ କରି ଏନଆଇଏ ରାଜ୍ୟର ପାଞ୍ଚଟି ସ୍ଥାନରେ ଚଢାଉ କରିଛି। ମିଳିଥିବା ସୂଚନା ଅନୁଯାୟୀ ମହାରାଷ୍ଟ୍ରର କିଛି ଅଞ୍ଚଳରେ ଆଇଏସଆଇଏସ ସକ୍ରିୟ ଥିବା ସନ୍ଦେହ କରି ମୁମ୍ବାଇ…

ଆଗକୁ ଆସୁଛି ବଡ଼ ବର୍ଷା: ବଙ୍ଗୋପସାଗରରେ ଦାନା ବାନ୍ଧିବ ଲଘୁଚାପ, ପାଣିପାଗ ବିଭାଗ ପୂର୍ବାନୁମାନ…

ଭୁବନେଶ୍ୱର:  ଆଗକୁ ଆସୁଛି ବଡ଼ ବର୍ଷା । ବଙ୍ଗୋପସାଗରରେ ଦାନା ବାନ୍ଧିବ ଲଘୁଚାପ । ଆସନ୍ତା ୪ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ପାଣିପାଗ ବିଭାଗ ଏନେଇ ପୂର୍ବାନୁମାନ…