Latest Odisha News

BREAKING NEWS

ବେୱାଫା ପାନ ବାଲା ଦୋକାନ : ଯେଉଁଠି ପ୍ରେମରେ ଧୋକ୍କା ଖାଇଥିବା ଯୁବକଯୁବତୀଙ୍କୁ ମିଳେ ୨ ଟଙ୍କାରେ ପାନ

ଇନ୍ଦୋର: ବେୱାଫା ଚା’ ବାଲା ଏବଂ ବେୱାଫା ସାମୋସା ବାଲାଙ୍କ ନାମ ଶୁଣିଥିବେ ନିଶ୍ଚୟ । ଆପଣ କେବେ ବେୱାଫା ପାନ ବାଲାଙ୍କ ନାଁ ଶୁଣିଛନ୍ତି ? ଏମିତି ଏକ ଦୋକାନ ଅଛି ଇନ୍ଦୋରରେ । ଯେଉଁଠି ମାତ୍ର ୨ ଟଙ୍କାରେ ପାନ ମିଳେ । ତେବେ ଏହା ସମସ୍ତଙ୍କୁ ନୁହେଁ । କେବଳ ପ୍ରେମରେ ଧୋକ୍କା ଖାଇଥିବା…

ରାଜସ୍ଥାନରେ ବିଜେପିର ଜନ ଆକ୍ରୋଶ ଯାତ୍ରା ବନାମ ଗେହଲଟଙ୍କ ମାଗଣା ଯୋଜନା

ଭୁବନେଶ୍ୱର: ରାଜସ୍ଥାନ ରାଜନୀତି ବର୍ତ୍ତମାନ ରୋଚକ ମୋଡ଼କୁ ଆସିଯାଇଛି। ଦୀର୍ଘ ବର୍ଷର ଟ୍ରେଣ୍ଡ ଅନୁଯାୟୀ ରାଜସ୍ଥାନରେ ପ୍ରତି ପାଞ୍ଚ ବର୍ଷରେ ସରକାର ପରିବର୍ତ୍ତନ ହୁଏ। ତେଣୁ ବର୍ତ୍ତମାନ କଂଗ୍ରେସ ସରକାର ଥିବାରୁ ଆଗକୁ ବିଜେପି ଶାସନକୁ ଫେରିବା ପାଇଁ ସବୁ ଉଦ୍ୟମ କରୁଛି। ରାଜସ୍ଥାନ…

ବିଜେପି ହାରିବା କାରଣ ଖୋଜୁଛି, ଜିତିବା ରାସ୍ତା ପ୍ରସ୍ତୁତ କରୁଛି

ଭୁବନେଶ୍ୱର: ହାରିବାର କାରଣ ଖୋଜୁଛି ବିଜେପି। କର୍ଣ୍ଣାଟକରେ ସବୁ ଶକ୍ତି ଖଟାଇବା ପରେ ମଧ୍ୟ ଦଳ କାହିଁକି ହାରିଲା ତାର କାରଣ ଖୋଜା ଆରମ୍ଭ ହୋଇଛି। ବିଜେପିର ଜାତୀୟ ସଭାପତି ଜେ ପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହା, ଦଳର ସାଧାରଣ ସମ୍ପାଦକ ବି ଏଲ ସନ୍ତୋଷ ପ୍ରମୁଖ ବୈଠକ କରିବା ସହ ହାରିବାର…

ବାହାନଗା ଦୁର୍ଘଟଣାର ଏସ୍ଆଇଟି ତଦନ୍ତ ସହ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବିରେ ୧୧ ଦଳର ବିକ୍ଷୋଭ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାର ଏସ୍ଆଇଟି ତଦନ୍ତ ହେଉ । ସୁପ୍ରିମକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତଦନ୍ତ କୁ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ । କେନ୍ଦ୍ର ସରକାରଙ୍କ ତଦନ୍ତକାରୀ ସଂସ୍ଥା ସିବିଆଇ ବାହାନଗା ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ୧୧ଟି ଦଳ ବିରୋଧ…

ସପ୍ତାହକୁ ଥରେ ବଜେଟ ମିଟିଂ କରନ୍ତି କ୍ୟାଟ୍

ମୁମ୍ବାଇ: ବିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ବିବାହ ଏକ ବର୍ଷରୁ ଅଧିକ ସମୟ ହୋଇଯାଇଛି। ତେବେ ଯେକୌଣସି ଇଭେଣ୍ଟ କିମ୍ବା ଚଳଚ୍ଚିତ୍ର ପ୍ରମୋସନ ସମୟରେ ଉଭୟ ସର୍ବଦା ଏକାଠି ଥିବାର ନଜର ଆସନ୍ତି। ବେଳେବେଳେ ଉଭୟ ନିଜ ପ୍ରେମ କାହାଣୀ ଏବଂ ବେଳେବେଳେ ତାଙ୍କ ଘରୋଇ ଜୀବନ ବିଷୟରେ ଆଲୋଚନା ମଧ୍ୟ…

ବାହାନଗା ରେଳ ଦୁର୍ଘଟଣାରେ ଓଡ଼ିଶାର ମୃତକଙ୍କ ପରିବାରର ଜଣକୁ ଚାକିରି ଓ ପିଲାଙ୍କୁ ମାଗଣା ଶିକ୍ଷା ଦେବ କିଟ୍‍

ଭୁବନେଶ୍ୱର: ବାଲେଶ୍ୱର ବାହାନଗାଠାରେ ଘଟିଥିବା ଶତାବ୍ଦୀର ସବୁଠାରୁ ଦୁଃଖଦ ରେଳ ଦୁର୍ଘଟଣାରେ ଓଡ଼ିଶାର ମୃତକଙ୍କ ପରିବାରର ଜଣେ ଯୋଗ୍ୟ ବ୍ୟକ୍ତି ଓ ତାଙ୍କ ପରିବାରର ପିଲାଙ୍କୁ କିଟରେ ମାଗଣା ଶିକ୍ଷା ଦାନ କରିବାକୁ କିଟ୍‍ ବୁଧବାର ଘୋଷଣା କରିଛି । ଆଜି ଏ ସମ୍ପର୍କରେ କିଟ୍‍ ଓ କିସ୍‍…

ଦିନ ସାଢ଼େ ୨ଟା ସୁଦ୍ଧା ସମ୍ବଲପୁରରେ ପାରଦ ୪୪ ପାର୍, ୩ ଦିନ ଯାଏ ହିଟୱେଭ୍ ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ ପ୍ରଭାବ କମିଥିବା ବେଳେ ତାତି ପୁଣି ଫେରିଛି । ଆଜି ଆଜି ଦିନ ୨ଟା ୩୦ ସୁଦ୍ଧା ସମ୍ବଲପୁରରେ ପାରଦ ୪୪ ଡିଗ୍ରୀ ଅତିକ୍ରମ କରିଛି । ସମ୍ବଲପୁରରେ ତାପମାତ୍ରା ୪୪.୨  ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ୪୩.୪ ଡିଗ୍ରୀ, ହୀରାକୁଦରେ ୪୩ ଡିଗ୍ରୀ,…

ଦୁଇ ଘଣ୍ଟା ମଧ୍ୟରେ ୧୩୦ଟି ଡ୍ରେସ ପିନ୍ଧିଥିଲେ କରିନା, ଜାଣନ୍ତୁ ପରଦା ପଛର କାହାଣୀ

ନୂଆଦିଲ୍ଲୀ: ଜବ୍ ୱି ମେଟ୍, ଓମକାରା, ଚମେଲି ଏବଂ ହିରୋଇନ୍ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା କରିନା କପୁରଙ୍କର ବଲିଉଡରେ ଭିନ୍ନ ଭିନ୍ନ ଆଭିମୁଖ୍ୟ ରହିଛି। ନିଜର ସୌନ୍ଦର୍ଯ୍ୟ, ଷ୍ଟାଇଲ ଏବଂ ଅଭିନୟ ସହିତ ସେ ଦୀର୍ଘ ବର୍ଷ ଧରି ପ୍ରଶଂସକଙ୍କ ହୃଦୟ ଜିତି ଆସୁଛନ୍ତି। ଯେକୌଣସି ଗମ୍ଭୀର…

ଶିଶୁ ମୁଣ୍ଡରେ ବନ୍ଧୁକ ରଖି ଘରୁ ଲକ୍ଷାଧିକ ଟଙ୍କା ଓ ଅଳଙ୍କାର ଲୁଟିନେଲେ ଡକାୟତ

ନୂଆପଡ଼ା: ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଖୁଦପେଜ ଗାଁରେ ବଡ଼ ଧରଣର ଡକାୟତି ହୋଇଛି । ଗାଁର ସୁନ୍ଦର ସୁନ୍ଦରଶ୍ୟାମ ଶତପଥୀଙ୍କ ଘରେ ମଙ୍ଗଳବାର ରାତି ପ୍ରାୟ ସାଢ଼େ ୯ଟାରେ ସଶସ୍ତ୍ର ଡକାୟତି ହୋଇଛି । ମୁଖା ପିନ୍ଧା ସଶସ୍ତ୍ର ଡକାୟତ ଘରେ ପଶି ପରିବାର ସଦସ୍ୟଙ୍କ ହାତଗୋଡ଼ ବାନ୍ଧି ଅତର୍କିତ…

ମସ୍ତିଷ୍କକୁ ସୁସ୍ଥ ରଖେ ଏହି ପାଞ୍ଚଟି ଖାଦ୍ୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମସ୍ତିଷ୍କ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। କାରଣ ମସ୍ତିଷ୍କ ବିନା ଶରୀର ସଠିକ୍ ଭାବରେ କାମ କରେ ନାହିଁ। ତେଣୁ ମସ୍ତିଷ୍କ ଯତ୍ନ ନେବା ଅତ୍ୟନ୍ତ ଜରୁରୀ। ଆପଣ ପ୍ରାୟତଃ ଶୁଣିଥିବେ ଯେ ଭଲ ଭଲ ଖାଦ୍ୟ ଖାଇଲେ ସ୍ମରଣ ଶକ୍ତି ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବା ସହିତ…