୨୦୧୩ କଣ୍ଟ୍ରାକ୍ଟଚୁଆଲ୍ ନିୟମରେ ଆସୁଥିବା ଶିକ୍ଷକଙ୍କୁ ନିୟମିତ କରିବାକୁ ଦାବି
ଭୁବନେଶ୍ବର: ଠିକା ନିଯୁକ୍ତି ଭଳି ଏକ କୁତ୍ସିତ ପ୍ରଥାକୁ ଓଡିଶା ମାଟିରୁ ଉଛ୍ଛେଦ କରି ମୁଖ୍ୟମନ୍ତ୍ରୀ ମହଦୋୟ ଐତିହାସିକ ନିଷ୍ପତି ଗ୍ରହଣ କରିଛନ୍ତି। କିନ୍ତୁ ଅତି ଦୁଃଖ ଓ ପରିତାପର ବିଷୟ ଯେ ମୁଖ୍ୟମନ୍ତ୍ରୀ ପ୍ରଥମେ ୨୦୦୪ ମସିହାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଯେଉଁ ଠିକା ତଥା…