Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୩୪)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ଠିକ୍ ସେତିକିବେଳେ, ସେ ଦେଖିପାରିଲା, ତା’ଠାରୁ କିଛି ଫୁଟ୍ ଦୂରରେ ସମୀରା ଠିଆ ହୋଇଛି, ମୁହଁରେ ହସ ଖେଳେଇ, ବୀରା ଆଡ଼କୁ ଦୁଇହାତ ବଢ଼େଇ ଦେଇ । ତାକୁ ଏମିତି ଡରେଇ ଦେଇଥିବା ଯୋଗୁଁ ବୀରା ଖୁବ୍ ରାଗିଥିଲେ ବି,…

ଓଡ଼ିଶା ପୋଲିସ ଜାରି କଲା ହେଲପ ଲାଇନ ନମ୍ବର; ଉଦ୍ଧାର କାମ ପାଇଁ ବୈଜୟନ୍ତ ଅଫର କଲେ ନିଜ ହେଲିକପ୍ଟର

ଭୁବନେଶ୍ୱର:  ବାଲେଶ୍ବର ଜିଲ୍ଲାର ବାହାନଗା ଠାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସ୍ଥାନୀୟ ଲୋକଙ୍କ ଅକ୍ଳାନ୍ତ ପରିଶ୍ରମ ଏବଂ ଉଦ୍ଧାରକାରୀ ଟିମଙ୍କ ନିଷ୍ଠାପର ଚେଷ୍ଟାରେ ଉଦ୍ଧାର କାମ ଚାଲିଛି । ଲୋକଙ୍କୁ କିପରି ଉପଯୁକ୍ତ ସେବା ଓ ସହାୟତା…

ବିଦେଶ ମାଟିକୁ ଥରାଇ ଦେଲା ଓଡ଼ିଶା ଟ୍ରେନ୍ ଦୁର୍ଘଟଣା; କାନାଡ଼ା ପ୍ରଧାନମନ୍ତ୍ରୀଙ୍କ ସମେତ ତାଇୱାନ ରାଷ୍ଟ୍ରପତିଙ୍କ ଶୋକ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଠାରେ ହୋଇଥିବା କରମଣ୍ଡଳ ଏକ୍ସପ୍ରେ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮ କୁ ବୃଦ୍ଧି ପାଇଛି। ଆହତଙ୍କ ସଂଖ୍ୟା ୯୦୦ରୁ ଅଧିକ ରହିଛି। ଏତେବଡ଼ ଦୁର୍ଘଟଣା କେବ ରାଜ୍ୟ କି ଦେଶ ନୁହେଁ ବିଦେଶ ମାଟିକୁ ବି ଥରାଇ ଦେଇଛି। କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ…

ରେଳ ଦୁର୍ଘଟଣା ନେଇ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ; ଦୁର୍ଘଟଣାସ୍ଥଳକୁ ଆଜି ଆସିବେ ମୋଦି

ନୂଆଦିଲ୍ଲୀ:ବାଲେଶ୍ୱର ବାହାନଗାଠାରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ସାରା ଦେଶକୁ ଥରାଇ ଦେଇଛି । ଏକା ସାଙ୍ଗରେ ତିନି ତିନୋଟି ଟ୍ରେନ ଦୁର୍ଘଟଣା । ମୃତ୍ୟୁ ସଂଖ୍ୟା ୨୮୮ ଛୁଇଁଲାଣି । ଆହୁରି ବଢିପାରେ । ରେଳ ବିଭାଗଠାରୁ ଆରମ୍ଭ କରି ସ୍ଥାନୀୟ ଓ କେନ୍ଦ୍ର ପ୍ରଶାସନ ଉଦ୍ଧାର କାର୍ଯ୍ୟ…

ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣ: ଓଡ଼ିଶା ଓ ତାମିଲନାଡୁରେ ଆଜି ଦିନିକିଆ ଶୋକ ପାଳନ ଘୋଷଣା

ବାଲେଶ୍ୱର; ବାଲେଶ୍ୱର ବାହାନଗା କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣାରେ ଦିନିକିଆ ଶୋକ ପାଳ କରିବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାମିଲନାଡୁ ସରକାର ମଧ୍ୟ ଏତେବଡ଼ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କ ପାଇଁ ଆଜି(ଜୁନ ୩) ରାଜ୍ୟ ସାରା ଦିନିକିଆ ଶୋକ ପାଳନ କରାଯିବ ବୋଲି…

ବାଲେଶ୍ୱର ଟ୍ରେନ ଦୁର୍ଘଟଣା ପରେ ବାତିଲ ହେଲା ୩୩ ଟ୍ରେନ

ଭୁବନେଶ୍ୱର:ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାର ଦିନକ ପରେ ସାମ୍ନାକୁ ଆସିଛି ସାଂଘାତିକ ଚିତ୍ର । ସକାଳର ଦୃଶ୍ୟ ଦେଖିବା ପରେ ଜଣାପଡିଛି କେତ ଭୟଙ୍କର ଥିଲା ଏହି ଦୁର୍ଘଟଣା । ମୃତ୍ୟୁ ସଂଖ୍ୟା ବଢୁଥିବାବେଳେ ମୃତାହତଙ୍କୁ ଖୋଜିବା ପାଇଁ ଡାକ୍ତରଖାନା ଏବଂ…

ବାହାନଗା ଟ୍ରେନ ଟ୍ରାଜେଡି: ସକାଳୁ ସକାଳୁ ସାମ୍ନାକୁ ଆସିଲା ଛାତିଥରା ଦୃଶ୍ୟ

ଭୁବନେଶ୍ୱର: ଛାତି ଥରାଇ ଦେଉଛି ବାହାନଗାଠାରେ ହୋଇଥିବା ଟ୍ରେନ ଦୁର୍ଘଟଣା । କାଲି ରାତି ଅନ୍ଧାରରେ ଉଦ୍ଧାର କାର୍ଯ୍ୟ ଚାଲିଥିଲା । ହେଲେ ଆଜି ସକାଳୁ ସକାଳୁ ଯାହା ଦେଖିବାକୁ ମିଳିଛି ସେ ଦୃଶ୍ୟ ଅବର୍ଣ୍ଣନୀୟ । ମୃତ୍ୟୁ ସଂଖ୍ୟା ୩୦୦ ଛୁଇଁଲାଣି । ମୃତ୍ୟୁ ସଂଖ୍ୟା ଆହୁରି ବଢିବାରେ ଲାଗିଛି ।…

କରମଣ୍ଡଳ ଟ୍ରେନ ଦୁର୍ଘଟଣା: ବର୍ତ୍ତିଥିବା ଯାତ୍ରୀ ଅନୁଭବ ବଖାଣିଲେ ଅନୁଭୂତି

ବାଲେଶ୍ୱର: ଓଡିଶାରେ ଭୟଙ୍କର ଟ୍ରେନ ଦୁର୍ଘଟଣା, ଯାହାକୁ ଭାରତ ଇତିହାସରେ ସବୁଠାରୁ ଭୟଙ୍କର ଘଟଣା ବୋଲି କୁହାଯାଉଛି। ଏଥିରେ ୨୩୮ ଜଣଙ୍କ ଜୀବନ ଯାଇଥିବା ବେଳେ ପ୍ରାୟ ୯୦୦ ଲୋକ ଆହତ ହୋଇଥିବା ରେଳବାଇ ପକ୍ଷରୁ କୁହାଯାଉଛି। ଏହି ଦୁଃଖଦ ଘଟଣା ମଧ୍ୟରେ ଜଣେ ବଞ୍ଚିଯାଇଥିବା ବ୍ୟକ୍ତି ଟ୍ୱିଟରରେ…

ବାହାନଗାରେ ତିନୋଟି ଟ୍ରେନ୍ କେମିତି ଦୁର୍ଘଟଣାର ଶିକାର ହେଲା?

ବାଲେଶ୍ୱର: କରମଣ୍ଡଳ ଟ୍ରେନ୍ ଦୁର୍ଘଟଣାରେ ରେଳବାଇ ସ୍ପଷ୍ଟ କରିିଛି ଯେ ୨୩୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୦୦ରୁ ଅଧିକ ଆହତ ହୋଇଛନ୍ତି। ତେବେ ସ୍ଥାନୀୟ ସୂଚନା ଅନୁସାରେ ମୃତ୍ୟ ସଂଖ୍ୟା ୨୮୮ ଉପରେ ରହିଛି । ବାହାନଗା ରେଳ ଷ୍ଟେସନ ନିକଟରେ କରମଣ୍ଡଳ ଶାଲିମାର ଏକ୍ସପ୍ରେସ୍ ଟ୍ରେନ୍…

ଟ୍ରେନ ଟ୍ରାଜେଡି: ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ଆହତଙ୍କୁ ଭେଟିଲେ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଷ୍ଟେସନର ଦୁର୍ଘଟଣାସ୍ଥଳରେ ସକାଳୁ ସକାଳୁ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଘଟଣାସ୍ଥଳରେ ପହଞ୍ଚି ଘଟଣାର ସ୍ଥିତି ଅନୁଧ୍ୟାନ କରୁଛନ୍ତି ।   ଆହତଙ୍କୁ  ଭେଟିଛନ୍ତି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ…