ବାହାନଗା ଟ୍ରେନ ଦୁର୍ଘଟଣା: ସିଗନାଲ ଜେଇଙ୍କୁ ଧରି ଭଡାଘର ଯାଞ୍ଚ କରୁଛି ସିବିଆଇ
ବାଲେଶ୍ୱର : ବାହାନଗା ରେଳ ଦୁର୍ଘଟଣାକୁ ସିବିଆଇ ତଦନ୍ତ ଜୋରଦାର କରିଛି । ଗତକାଲି ସିଗନାଲ ଜେଇଙ୍କ ଘର ସିଲ କରିଥିବାବେଳେ ଆଜି ତାଙ୍କୁ ଧରି ସିଲ ହୋଇଥିବା ଘରକୁ ଯାଇଛି ସିବିଆଇ । ସେଠାରେ ତାଙ୍କୁ ପଚରାଉଚରା କରୁଛି ।
ବହାନଗା ଷ୍ଟେସନ ସିଗନାଲ ଜେଇ ଅମୀର ଖାନ ଭଡାଘରେ ସିବିଆ ପକ୍ଷରୁ…