Latest Odisha News

BREAKING NEWS

ଝାରସୁଗୁଡା ବିକାଶ ପାଇଁ ବାପା ଦେଖିଥିବା ସ୍ୱପ୍ନ ପୂରଣ କରିବି-ଦୀପାଳି

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନରେ ବିଜେଡି ଟିକେଟରେ ଲଢି ବିପୁଳ ଭୋଟରେ ବିଜୟୀ ହେବା ପରେ  ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସ ଆଜି ବିଧାୟିକା ଭାବେ ଶପଥ  ନେଇଛନ୍ତି । ମା’ ଓ ଭାଇଙ୍କ ସହ ଗତକାଲି ଭୁବନେଶ୍ୱର ଆସି  ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ଏବଂ ଆଶୀର୍ବାଦ…

ହୀରୋ ହେବେ ବବି ଦେଓଲଙ୍କ ପୁଅ

ମୁମ୍ବାଇ: ବଲିଉଡରେ ଖୁବ ଶୀଘ୍ର ଆଉ ଏକ ଷ୍ଟାର ସନଙ୍କ ଏଂଟ୍ରି ହେବାକୁ ଯାଉଛି । ହୀ ମ୍ୟାନ ଧର୍ମେନ୍ଦ୍ରଙ୍କ ପୁତ୍ର ବବି ଦେଓଲଙ୍କ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ପୁଅ ଆର୍ଯ୍ୟନ ଓ ଧରମ ଅଭିନୟ କରିବେ । ଅବଶ୍ୟ ପୂର୍ବରୁ ବବି ଏହାକୁ ଖଣ୍ଡନ କରୁଥିଲେ । ସେମାନେ ସାଧାରଣ…

ସ୍ତ୍ରୀକୁ ଜିଅନ୍ତା ଜାଳିଦେଲା ପିଶାଚ ସ୍ୱାମୀ

ଢେଙ୍କାନାଳ : ରକ୍ଷକ ସାଜିଲା ଭକ୍ଷକ । ସାତ ଜନ୍ମର ସାଥି ହେବା ପାଇଁ କଥା ଦେଇଥିବା ବେଳେ ଗୋଟିଏ ଜନ୍ମରେ ତୁଟିଗଲା ସବୁକିଛି  । ପିଶାଚ ସ୍ୱାମୀ ନିଜ ସ୍ତ୍ରୀର ନେଇଗଲା ଜୀବନ । ରାଗର ବଶବର୍ତ୍ତୀ ହୋଇ କିରାସିନି ଢାଳି ସ୍ତ୍ରୀକୁ ଜିଅନ୍ତା ଜାଳିଦେଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା…

ଚେପକରେ ଅବସର ସୂଚନା ଦେଲେ କି ଧୋନୀ !

ମାଡ୍ରାସ: ଚଳିତ ଆଇପିଏଲରେ ମହେନ୍ଦ୍ର ସିଂ ଧୋନୀଙ୍କ ଅବସର ନେଇ ଆରମ୍ଭରୁ ଆଲୋଚନା ଜାରୀ ରହିଛି । ରବିବାର କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ୬ ୱିକେଟରେ ପରାଜିତ ହୋଇଛି । ଚଳିତ ସିଜନରେ ଚେନ୍ନାଇ ୧୩ ମ୍ୟାଚରୁ ୧୫ ପଂଏଟ ହାସଲ କରି ପ୍ଲେ ଅଫ ପ୍ରବେଶ ଆଶାରେ ରହିଛି । ଶେଷ…

ଝାରସୁଗୁଡ଼ା ବିଧାୟିକା ଭାବେ ଶପଥ ନେଲେ ଦୀପାଳି ଦାସ

ଭୁବନେଶ୍ୱର : ଝାରସୁଗୁଡ଼ା ଉପନିର୍ବାଚନରେ ବିଜୟ ପରେ ଶପଥ ନେଲେ ଦୀପାଳି ଦାସ ।  ବିଧାନସଭାରେ ଶପଥ ପାଠ କରାଇଲେ ଉପବାଚସ୍ପତି ରଜନୀକାନ୍ତ ସିଂ । ଝାରସୁଗୁଡା ଲୋକଙ୍କ ପାଇଁ ସମର୍ପିତ ହୋଇ କାମ କରିବେ ଦୀପାଳି । ଦୀପାଳିଙ୍କୁ ପଦ ଏବଂ ଗୋପନୀୟତାର ଶପଥପାଠ କରାଇଲେ ଉପବାଚସ୍ପତି ରଜନୀକାନ୍ତ…

ଭାଗବାଣ୍ଟି ମୁଖ୍ୟମନ୍ତ୍ରୀ ହେବେ ! ସିଦ୍ଧରମୈୟା ପ୍ରଥମ ୨ ବର୍ଷ, ଶିବ କୁମାର ଶେଷ ୩ ବର୍ଷ!

ବାଙ୍ଗାଲୋର:କର୍ଣ୍ଣାଟକରେ କଂଗ୍ରେସର ବିପୁଳ ବିଜୟ ପରେ ତେଜୁଛୁ ବିବାଦ । ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଛି । କିଏ ହେବ ମୁଖ୍ୟମନ୍ତ୍ରୀ ? ନେତା ବାଛିବାକୁ ନେଇ ଏବେ ଦ୍ୱନ୍ଦ୍ୱରେ ଦଳ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଛନ୍ତି ଦୁଇ ଜଣ ଦାବିଦାର  ।…

ମାଗଣା ଆମ୍ବୁଲାନ୍ସ ପାଇଁ ୮୦୦୦ ମାଗିଲେ ଡ୍ରାଇଭର; ପୁଅ ଶବକୁ ବ୍ୟାଗ୍‌ରେ ପୂରାଇ ୨୦୦ କିମି ଯାତ୍ରା କଲା ବାପା

କୋଲାକାତା: ମାଗଣା ଆମ୍ବୁଲାନ୍ସ ସେବା ପାଇଁ ୮୦୦୦ ମାଗିଲେ ଡ୍ରାଇଭର। ଶେଷରେ ଅନ୍ୟ ଉପାୟ ନ ପାଇ ୫ ମାସର ପୁଅର ଶବକୁ ବ୍ୟାଗ୍‌ରେ ପୂରାଇ ୨୦୦ କିମି ବସ୍‌ରେ ଯାତ୍ରା କଲେ ବାପା। ଏଭଳି ଘଟଣା ଘଟିଛି ପଶ୍ଚିମବଙ୍ଗ କାଳିଆଗଞ୍ଜରେ। ଖବର ଅନୁସାରେ ଅଶୀମ ଦେବଶର୍ମା ନାମକ ଜଣେ ବ୍ୟକ୍ତିଙ୍କର ୫…

ଆଜି ଶପଥ ନେବେ ଝାରସୁଗୁଡ଼ାର ନବ ନିର୍ବାଚିତା ବିଧାୟିକା ଦୀପାଳି ଦାସ

ଭୁବନେଶ୍ବର : ଆଜି ଶପଥ ନେବେ ଝାରସୁଗୁଡ଼ାର ନବ ନିର୍ବାଚିତା ବିଧାୟିକା ଦୀପାଳି ଦାସ । ଗତକାଲି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ଏବଂ ଆଶୀର୍ବାଦ ନେଇଥିଲେ ଦୀପାଳି । ଝାରସୁଗୁଡ଼ାର ବିକାଶ ପାଇଁ ଦୀପାଳିଙ୍କୁ ନବୀନ ପଟ୍ଟନାୟକ ପରାମର୍ଶ ଦେଇଥିଲେ । ଆଜି ସକାଳ ୧୦ଟା ୪୫ରେ…

ଯାତ୍ରୀବାହୀ ଭ୍ୟାନ୍‌କୁ ଧକ୍କା ଦେଲା ଟ୍ରକ୍; ୬ ମୃତ ଓ ୨୫ ଆହତ

ବଲୋଦବଜାର: ଛତିଶଗଡ଼ ବଲୋଦବଜାର ବଜାରରେ ଭୟଙ୍କର ସଡ଼କ ଦୁର୍ଘଣାଟରେ ୬ ଜଣଙ୍କର ମୃତ୍ୟୁ ହୋଇଛି  ୨୫ ଜଣ ଆହତ ହୋଇଛନ୍ତି। ସୋମବାର ସକାଳେ ଏକ ପିକ୍‌ଅପ୍ ଭ୍ୟାନ୍ ସହ ଟ୍ରକ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି। ଗୋଡ଼ା ପୁଲିଆ ଅଢଞ୍ଚଳରେ ବଲୋଦବଜାର ଜାତୀୟ ରାଜପଥ ଉପରେ ପିକ୍‌ଅପ୍ ଭ୍ୟାନ୍ ସହ…

ଆଜି ନକ୍ସଲ ସଂଗଠନ ପକ୍ଷରୁ ରାୟଗଡା ଜିଲ୍ଲା ବନ୍ଦ ଡାକରା

ରାୟଗଡ଼ା : ତାତିଲେ ନକ୍ସଲ ସଂଗଠନ। ରାସ୍ତାରେ ଲଗାଇଲେ ପୋଷ୍ଟର। ଆଜି ନକ୍ସଲ ସଂଗଠନ ତରଫରୁ ରାୟଗଡା ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ବିଭିନ୍ନ ଦାବି ନେଇ ପୋଷ୍ଟର ଲଗାଇଛନ୍ତି । ଅଡିଓ ଟେପ ଜରିଆରେ ମାଓବାଦୀ ୧୫ ତାରିଖ ୭ଟି ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିବା ବେଳେ ପୋଷ୍ଟର ମାରିବା ସହ ଗଛ…