ଏକତା କପୁରଙ୍କ ଶୋ’ରେ ନଜର ଆସିବେ ସାନିଆ ମିର୍ଜା
ମୁମ୍ବାଇ: ଟେନିସ ଖେଳାଳି ସାନିଆ ମିର୍ଜା କ୍ରୀଡା ଜଗତର ଏକ ଜଣାଶୁଣା ନାଁ । ଟେନିସରେ ସେ ସବୁବେଳେ ଭାରତକୁ ଗର୍ବିତ କରିଆସିଛନ୍ତି । ବର୍ତ୍ତମାନ ସାନିଆ ଖେଳରୁ ଅବସର ନେଇ ନିଜ ପିଲାଙ୍କ ସହ ସମୟ ବିତାଉଛନ୍ତି । ଖୁବ୍ଶୀଘ୍ର ସାନିଆ ଅଭିନୟ ଦୁନିଆରେ ପାଦ ଦେବାକୁ ଯାଉଛନ୍ତି ।
ଛୋଟ ପରଦାର…