Latest Odisha News

‘‘କଂଗ୍ରେସକୁ ସୁଦୃଢ଼ କରି ବିଜେପି ବିରୋଧରେ ଲଢ଼ିବି’’ କହିଲେ ମଲ୍ଲିକାର୍ଜୁନ ଖଡ଼ଗେ

ଭୁବନେଶ୍ୱର : କଂଗ୍ରେସ ସଭାପତି ନିର୍ବାଚନ ଆଉ ଦୁଇଦିନ ପରେ । ସଭାପତି ପାଇଁ ପ୍ରାର୍ଥୀ ହୋଇଥିବା କଂଗ୍ରେସର ବରିଷ୍ଠ ନେତା ତଥା  ସାଂସଦ ମଲ୍ଲିକାର୍ଜୁନ ଖଡ଼ଗେ ଓଡ଼ିଶା ଗସ୍ତରେ ଆଜି ମଧ୍ୟାହ୍ନରେ ଆସି ପହଁଚିଥିଲେ । ମଲ୍ଲିକାର୍ଜୁନ ଖଡଗେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭ୍ୟମାନଙ୍କୁ…

ଏକତା କାପୁରଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ, ଯୁବ ପିଢ଼ୀଙ୍କୁ ପଥ ଭ୍ରଷ୍ଟ କରନି

ମୁମ୍ବାଇ: ୱେବ ସିରିଜ ଏକ୍ସଏକ୍ସଏକ୍ସ ସିଜନ ୨କୁ ନେଇ ଏକତା କାପୁର ଅଡୁଆରେ ପଡିଛନ୍ତି । ଏ ନେଇ ଦିନକୁ ଦିନ ତାଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ଆଜି ସୁପ୍ରିମକୋର୍ଟ ଏକତାଙ୍କୁ ଭର୍ତ୍ସନା କରିବା ସହ ଯୁବ ପିଢ଼ୀଙ୍କୁ ପଥଭ୍ରଷ୍ଟ ନ କରିବା ପାଇଁ କହିଥିଲେ । ୨୦୨୦ରେ ବେଗୁସରାୟ କୋର୍ଟରେ ପୂର୍ବତନ…

କାହିଁକି ଏକାଠି ହେଲାନି ହିମାଚଳ ପ୍ରଦେଶ ସହିତ ଗୁଜରାଟ ବିଧାନସଭା ନିର୍ବାଚନ?

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ସୁଦ୍ଧା ଗୁଜୁରାଟ ଏବଂ ହିମାଚଳ ପ୍ରଦେଶରେ ନିର୍ବାଚନ ଅନୁଷ୍ଠିତ ହେବ। ଶୁକ୍ରବାର ନିର୍ବାଚନ କମିଶନ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ନଭେମ୍ବର ୧୨ ରେ ହିମାଚଳ ପ୍ରଦେଶରେ ମତଦାନ ଅନୁଷ୍ଠିତ ହେବ ଏବଂ ଡିସେମ୍ବର ୮ ରେ ଫଳାଫଳ…

ବିଶ୍ବର ତୃତୀୟ ବୃହତ ଅର୍ଥନୈତିକ ଦେଶ ହେବ ଭାରତ: ଆଇଏମଏଫ

ନୂଆଦିଲ୍ଲୀ: ବୃହତ ଅର୍ଥନୈତିକ ଦେଶର ତାଲିକାର ଉପରମୁହାଁ ଅଗ୍ରସର ହେଉଛି ଭାରତ। ବ୍ରିଟେନ ପରେ ଏବେ ଭାରତର ଅର୍ଥନୀତି ଜାପାନକୁ ଟପିବାକୁ ଯାଉଛି। ଏବେ ଭାରତୀୟ ଅର୍ଥନୀତି ବିଶ୍ୱର ପଞ୍ଚମ ସ୍ଥାନରେ ରହିଛି। ଇଣ୍ଟରନେଶନାଲ ମୋନିଟାରି ଫଣ୍ଡ ବା ଆଇଏମ୍ଏଫ୍ ଅନୁଯାୟୀ, ବର୍ତ୍ତମାନର ଅଭିବୃଦ୍ଧି…

ବିଶ୍ୱ ଚାମ୍ପିୟନ ହେବା ସହ ପ୍ୟାରିସ ଅଲିମ୍ପିକ୍ସ କୋଟା ହାସଲ କଲେ ରୁଦ୍ରାକ୍ଷ

ନୂଆଦିଲ୍ଲୀ: ଇଜିପ୍ଟର କାହିରାରେ ଅନୁଷ୍ଠିତ ଶୁଟିଂ ବିଶ୍ୱ ଚାମ୍ପିୟନଶିପରେ ଭାରତୀୟ ଶୁଟର ରୁଦ୍ରାକ୍ଷ ପାଟିଲ ୧୦ମିଟର ଏୟାର ରାଇଫଲ ଇଭେଂଟରେ ଚାମ୍ପିୟନ ହୋଇଛନ୍ତି । ଅଭିନବ ବିନ୍ଦ୍ରାଙ୍କ ପରେ ସେ ଏହି ବିଭାଗରେ ଭାରତର ଦ୍ୱିତୀୟ ଶୁଟର ଭାବେ କୀର୍ତିମାନ ସ୍ଥାପନ କରିଛନ୍ତି । ଏଥିସହ…

ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ହୋଇପାରନ୍ତି ଓସିଏ ସଭାପତି

ପୁରୀ: ଯାଜପୁରର ବିଧାୟକ ତଥା ବିଜେଡିର ସାଂଗଠିନକ ସମ୍ପାଦକ ହୋଇପାରନ୍ତି ଓଡ଼ିଶା କ୍ରିକେଟ ଆସୋସିଏସନର ସଭାପତି। ଯାଜପୁର କ୍ରିକେଟ ଆସୋସିଏସମର ନେତୃତ୍ବ ନେବା ପରେ ତାଙ୍କ ନାଁ ଓସିଏ ଭୋଟର ତାଲିକାରେ ନିକଟରେ ପ୍ରକାଶ ପାଇଥିଲା। ଏହାପରେ ଯେଉଁ ଆକଳନ କରାଯାଉଥିଲା ତାହା ବୋଧହୁଏ ସତ…

କାର୍ତ୍ତିକ ପୂର୍ଣ୍ଣିମାରେ ବାଲିଯାତ୍ରା ପାଳନ

ପାରାଦୀପ : କାର୍ତ୍ତିକ ପୁର୍ଣିମା ଅବସରରେ ବାଲିଯାତ୍ରା ପାଳନ କରାଯାଉଛି l ଦୁଇବର୍ଷ ଧରି କରୋନା ମହାମାରୀ କାରଣରୁ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ପାରାଦୀପ କଳିଙ୍ଗ ବାଲିଯାତ୍ରା ପାଇଁ ବାଲିଯାତ୍ରା ପଡିଆରେ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅତିରିକ୍ତ ଜିଲ୍ଲାପାଳ କାହ୍ନୁ…

ବିଏମଡବ୍ଲୁ-କଣ୍ଟେନର ଧକ୍କା, ଦୁର୍ଘଟଣାରେ ୪ ମୃତ

ଲକ୍ଷ୍ନୌ: କଣ୍ଟେନର ଓ ବିଏମଡବ୍ଲୁ କାର ମଧ୍ୟରେ ଧକ୍କା। ୪ ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ। ଉତ୍ତର ପ୍ରଦେଶ ସୁଲତାନପୁର ସ୍ଥିତ ପୂର୍ବାଞ୍ଚଳ ଏକ୍ସପ୍ରେସଓ୍ୱେରେ ଏହି ଦୁର୍ଘଟଣା ଘଟିଛି। ମୃତକ ମାନେ କାର ଭିତରେ ଥିଲେ। କାରଟି କଣ୍ଟେନରର ବାମ ପାର୍ଶ୍ୱ ଦେଇ ଯାଉଥିଲା। ଏହି ସମୟରେ ରାସ୍ତା…

ଚାଷୀଙ୍କ ମନମୋହୁଛି ମହୁଚାଷ

କୋରାପୁଟ: ଚାଷୀଙ୍କୁ ଆକୃଷ୍ଟ କରୁଛି ମହୁଚାଷ । ମହୁଚାଷ କରି ଉପକୃତ ହେଉଛନ୍ତି କୋରାପୁଟ ଚାଷୀ  । ନନ୍ଦପୁର ଏବଂ ବୌଇପାରିଗୁଡା ଠାରେ ଆରମ୍ଭ କରାଯାଇଥିଲା ମହୁଚାଷ ।  ନାବାର୍ଡ ଓ ହର୍ଷଟ୍ରଷ୍ଟ ମିଳିତ ସହମତିରେ ମହୁଚାଷ ଆରମ୍ଭ କରାଯାଇଥିଲା। ଏଥିରେ ମୋଟ ୨୫୦ ଗରିବ ଆଦିବାସୀ ଚାଷୀଙ୍କୁ…

ନାଇଟ୍ ସିଫ୍ଟରେ କାମ କରୁଥିବା ମହିଳାଙ୍କୁ ସ୍ତନ କର୍କଟ ଆଶଙ୍କା !

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିର ଯୁଗରେ ଡିଜିଟାଲ୍ ଟେକ୍ନୋଲୋଜି ମଣିଷର ଚ୍ୟାଲେଞ୍ଜକୁ ବଢାଇ ଦେଇଛି। ଲୋକମାନେ ନିଜ କ୍ୟାରିଅରରେ ଆଗକୁ ଯିବାକୁ କଠିନ ପରିଶ୍ରମ କରୁଛନ୍ତି। ସେମାନେ ନିଜର ଭଲ କାମ ଦେବା ପାଇଁ ଅନେକ ଚେଷ୍ଟା କରୁଛନ୍ତି। ଏପରିକି ଅଫିସ କାମରେ ଲୋକେ ଅଧିକ ସିଫ୍ଟ କରୁଛନ୍ତି।…