ବନ୍ୟପ୍ରାଣୀ ଆକ୍ରମଣ ମୃତ୍ୟୁ ସହାୟତା ରାଶି ୨ ଲକ୍ଷ ବୃଦ୍ଧି କଲେ ସରକାର
ଭୁବନେଶ୍ୱର: ବନ୍ୟପ୍ରାଣୀ ଆକ୍ରମଣରେ ମୃତାହତଙ୍କ ପାଇଁ ଅନୁକମ୍ପା ରାଶି ବୃଦ୍ଧି କରିଛନ୍ତି ସରକାର । ଏଣିକି ବନ୍ୟପ୍ରାଣୀ ଆକ୍ରମଣରେ ମୃତ୍ୟୁ ଘଟିଲେ ୬ ଲକ୍ଷ ଟଙ୍କା ଦେବେ ରାଜ୍ୟ ସରକାର । ପୂର୍ବରୁ ଏହି ରାଶି ୪ ଲକ୍ଷ ଥିଲା । ଏବେ ଏହି ସହାୟତା ରାଶିକୁ ଆଉ ୨ ଲକ୍ଷ ବଢାଇ ଦେଇଛନ୍ତି । ଏହି…