ବଡ଼ ପରଦାରେ ଟି-୨୦ ବିଶ୍ୱକପ: INOX ସିନେମା ହଲରେ ପ୍ରଦର୍ଶିତ ହେବ କ୍ରିକେଟ୍ ମ୍ୟାଚ
ନୂଆଦିଲ୍ଲୀ: ଜମିବ ଟି-୨୦ ବିଶ୍ୱକପ୍। ବଡ ପରଦାରେ ଦେଖିବାକୁ ମିଳିବ କ୍ରିକେଟ୍ ମ୍ୟାଚ। ଦେଶର ଅଗ୍ରଣୀ ମଲ୍ଟିପ୍ଲେକ୍ସ କମ୍ପାନୀ INOX ସିନେମା ହଲରେ ଦେଖିବାକୁ ମିଳିବ ଫଟାଫଟ କ୍ରିକେଟ୍। ସାରା ଦେଶରେ ଏହି ସିନେମା ହଲରେ ଆଗାମୀ ଆଇସିସି ଟି -୨୦ ବିଶ୍ୱକପ୍ ଭାରତ ଦ୍ୱାରା ଖେଳାଯିବାକୁ ଥିବା…