Latest Odisha News

BREAKING NEWS

ଚେନ୍ନାଇ ସୁପର କିଙ୍ଗସକୁ ବ୍ୟାନ କରାଯାଉ ଦାବି, ବିଧାନସଭାରେ ଉଠିଲା ପ୍ରସଙ୍ଗ

ଚେନ୍ନାଇ: ତାମିଲନାଡୁର ଜଣେ ବିଧାୟକ ଏସପି ଭେଙ୍କଟେଶ୍ୱରନ୍, ଯିଏକି ଆଞ୍ଚଳିକ ରାଜନୈତିକ ଦଳ ପିଏମକି ସହ ଜଡିତ ଆଇପିଏଲ ଟିମ୍ ଚେନ୍ନାଇ ସୁପର କିଙ୍ଗସକୁ ବ୍ୟାନ କରାଯାଉ ବୋଲି ଦାବି କରିଛନ୍ତି। ଚଳିତ ଆଇପିଏଲ ସିଜିନରେ ଚେନ୍ନାଇ ସୁପର କିଙ୍ଗସ ଉପରେ ଏହି ପ୍ରତିବନ୍ଧକ ଲଗାଇବାକୁ ସେ ଦାବି…

ଗର୍ଜିଲା ରୋହିତଙ୍କ ବ୍ୟାଟ, ଦିଲ୍ଲୀକୁ ହରାଇ ଚଳିତ ଆଇପିଏଲରେ ମୁମ୍ବାଇର ପ୍ରଥମ ବିଜୟ

ନୂଆଦିଲ୍ଲୀ: ମଙ୍ଗଳବାର ଚଳିତ ଆଇପିଏଲ ସିଜିନରେ ଖେଳାଯାଇଥିବା ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲସକୁ ୬ ୱିକେଟରେ ପରାସ୍ତ କରି ପ୍ରଥମ ବିଜୟ ହାସଲ କରିଛି। ଜିତିବା ପାଇଁ ମୁମ୍ବାଇକୁ ୧୭୩ ରନ ଆବଶ୍ୟକ ଥିଲା, ଯାହାକି ସେମାନେ ମାତ୍ର ୪ଟି ୱିକେଟ୍ ହରାଇ ହାସଲ କରିଥିଲେ।…

ଆଦାନୀ ପ୍ରସଙ୍ଗରେ ଜେପିସି ତଦନ୍ତ ଦାବି: ପାଓ୍ୱାରଙ୍କ ଉତ୍ତର କେତେବେଳେ ହଁ, କେତେବେଳେ ନା

ନୂଆଦିଲ୍ଲୀ: ଆଦାନୀ-ହିଣ୍ଡେନନବର୍ଗ ପ୍ରସଙ୍ଗରେ ଜେପିସି ତଦନ୍ତର ଆବଶ୍ୟକତା ନଥିବା କହିଥିଲେ ଏନସିପି ମୁଖ୍ୟ ଶରଦ ପାୱାର। ଏବେ କିନ୍ତୁ ତାଙ୍କ ସ୍ୱର ନରମ କରିଛନ୍ତି। ଏବିପି ନେଟୱାର୍କର ମରାଠୀ ଚ୍ୟାନେଲ କୁ ସେ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ ଯଦି ବିରୋଧୀ ଗୋଷ୍ଠୀର ଅନ୍ୟ ସହଯୋଗୀ…

ଏଭଳି କାର୍ଯ୍ୟକଳାପ ଜାରି ରହିଲେ ସାରା ଦେଶରୁ କଂଗ୍ରେସ ମୂଳପୋଛ ହୋଇଯିବ:ଶାହ

ଗୌହାଟି: ମଙ୍ଗଳବାର ଆସାମର ଦିବ୍ରୁଗଡ ଠାରେ ବିଜେପି କାର୍ଯ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ ସମାରୋହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅଂଶଗ୍ରହଣ କରି ଶ୍ରମିକମାନଙ୍କୁ ସମ୍ବୋଧିତ କରିବାବେଳେ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଥିଲେ। ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ବିଦେଶ…

ଥାଇଲାଣ୍ଡ ସନ୍ତରଣ ଚାମ୍ପିୟନଶିପ: ପବନ ଜିତିଲେ ସ୍ୱର୍ଣ୍ଣ

ଭୁବନେଶ୍ୱର: ବ୍ୟାଙ୍କକର ଆସମ୍ପସନ ୟୁନିଭରସିଟିରେ ଚାଲିଥିବା ଥାଇଲାଣ୍ଡ ଏଜ ଗ୍ରୁପ ସନ୍ତରଣ ଚାମ୍ପିୟନଶିପରେ ଓଡିଶା ପ୍ରତିଯୋଗୀଙ୍କ ପ୍ରଦର୍ଶନ ଏ ପର୍ଯ୍ୟନ୍ତ ପ୍ରଶଂସନୀୟ ରହିଛି । ମଙ୍ଗଳବାର ପୁରୁଷ ୫୦ ମିଟର ଫ୍ରିଷ୍ଟାଇଲ ଇଭେଂଟରେ ଓଡିଶାର ପବନ ଗୁପ୍ତା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ…

ଶବ ହୋଇଗଲା ଅଦଳ ବଦଳ, ଶବଦାହ ପରେ ଜଣାପଡ଼ିଲା ସତ

କଟକ: ଅବହେଳା..ଖାମଖିଆଲିର.. ବଡ଼ ଉଦାହରଣ। ଯେଉଁଥିରେ ଦୁଇ ଜଣଙ୍କ ମୃତଦେହକୁ ଅଦଳବଦଳ କରି କୋରିଅର ସେବା ମାଧ୍ୟମରେ ଭୁଲ ପରିବାରକୁ ପଠାଯାଇଛି। କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ କୁଆଁସଳା ଗାଁର ଏକ ପରିବାର ନିଜ ପୁଅ ଭାବି ରାଜସ୍ଥାନର ଜଣଙ୍କ ମର ଶରୀରର ରୀତିନୀତି ଅନୁଯାୟୀ ଶବଦାହ…

ୱାର୍ଣ୍ଣର, ଅକ୍ଷରଙ୍କ ଅର୍ଦ୍ଧଶତକ: ମୁମ୍ବାଇ ସମ୍ମୁଖରେ ୧୭୩ ରନର ଲକ୍ଷ୍ୟ

ମୁମ୍ବାଇ: ଚଳିତ ଆଇପିଏଲରେ ମଙ୍ଗଳବାର ଅନୁଷ୍ଠିତ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ୧୭୩ ରନର ବିଜୟ ଲକ୍ଷ୍ୟ ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୧୯.୪ ଓଭରରେ ୧୭୨ ରନ କରି ଅଲଆଉଟ ହୋଇ ଯାଇଥିଲା । ଟପ ଅର୍ଡରରେ ଡେଭିଡ ୱାର୍ଣ୍ଣର ୫୧ ରନର ଇନିଂସ…

କୋଳରେ ବସି କେଶ କାଟନ୍ତି ଯୁବତୀ: ପାର୍ଲରରେ ଯୁବକଙ୍କ ଲମ୍ବା ଧାଡ଼ି

ନ୍ୟୁୟର୍କ: ଅନେକ ପୁରୁଷ ମହିଳାମାନଙ୍କ ପରି ସେମାନଙ୍କ ଚେହେରା ପ୍ରତି ଅଧିକ ଧ୍ୟାନ ଦିଅନ୍ତି ନାହିଁ । ସେମାନେ କେଶ କାଟିବା ହେଉ ବା ସେଭିଂ ପାଇଁ ପାଲର ଯିବା ତ ଦୂରର କଥା, ଅଳସୁଆରେ ଦାଢି ବଢାଇ ଦେଇଥାନ୍ତି । ଯଦି ପୁରୁଷ ପାଲରରେ ଜଣେ ସୁନ୍ଦରୀ ଯୁବତୀ କେଶ କାଟିବେ, ତାହାହେଲେ କେଉଁ ପୁଅ…

ଜମି ବିବାଦକୁ ନେଇ ଗଣ୍ଡଗୋଳ: ପୋଲିସ ଅଧିକାରୀଙ୍କ ଆଙ୍ଗୁଠିକୁ କାମୁଡିଦେଲେ ଲୋକେ

କଟକ: ଆଠଗଡ଼ର କୋଳଥପାଙ୍ଗି ଗାଁରେ ମଙ୍ଗଳବାର ଅପରାହ୍ନରେ ଏକ ଜମି ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ସମୟରେ ପୋଲିସ କର୍ମଚାରୀ ଏବଂ ଜନସାଧାରଣଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ପରେ ଉତ୍ତେଜନା ଦେଖାଦେଇଥିଲା। ଆନ୍ଦୋଳନକାରୀଙ୍କ ଆକ୍ରମଣରେ ଦୁଇ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା…

୩ ବର୍ଷ ପରେ ପରଦାକୁ ଫେରିବେ ରିୟା

ମୁମ୍ବାଇ: ୩ ବର୍ଷ ପରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ପରଦାକୁ ଫେରିବେ । ଟିଭି ଶୋ’ ଏମଟିଭି ରୋଡିଜ-୧୯ରେ ସେ ଜଣେ ଗ୍ୟାଙ୍ଗଲିଡର ଭାବେ ନଜରକୁ ଆସିବେ । ନିକଟରେ ଏହାର ପ୍ରୋମୋ ମଧ୍ୟ ରିଲିଜ୍ ହୋଇଛି । ଏଥିରେ ସେ ଗାଙ୍ଗଲିଡ଼ର ବୋଲି ଦେଖିବାକୁ ମିଳିଛି । ଏନେଇ ରିୟା କହିଛନ୍ତି ଯେ, ଆପଣମାନେ…